Sign in
Sign in
Recover your password.
A password will be e-mailed to you.
ଟ୍ରେଣ୍ଡ୍ସ ପକ୍ଷରୁ ଦୁର୍ଗାପୂଜା ଅବସରରେ ଆକର୍ଷଣୀୟ “ଖୁସିର ପର୍ବ” ଘୋଷଣା
- ୩୪୯୯ ଟଙ୍କାର ସପିଙ୍ଗ୍ କରି ୧୯୯ ଟଙ୍କାରେ ପାଆନ୍ତୁ ଏକ ଆକର୍ଷଣୀୟ ଉପହାର ଓ ୩୦୦୦ ଟଙ୍କା ମୂଲ୍ୟର କୁପନ୍
- ୧.୨ ଲକ୍ଷ ଟଙ୍କାର ପୁରସ୍କାର ଜିତିବା ସୁଯୋଗ
ଭୁବନେଶ୍ୱର: ଦୁର୍ଗାପୂଜା ସମୟରେ ଗ୍ରାହକମାନଙ୍କୁ ଖୁସି ଓ ଉଲ୍ଲାସ ପ୍ରଦାନ କରିବା ଲାଗି ଭାରତର ସର୍ବବୃହତ ଓ…
ଆସନ୍ତା ୨୮ ରେ ରେଢାଖୋଲ ଠାରେ ଓୟୁଜେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ
(ରେଢାଖୋଲ/ ଶ୍ରୀୟାସ୍ମିତା ସାମଲ ): ଆସନ୍ତା ୨୮ ତାରିଖ ଦିନ ରେଢାଖୋଲ ଠାରେ ଓଡିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ(ଓୟୁଜେ) ସମ୍ବଲପୁର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଏଥିପାଇଁ ରେଢାଖୋଲ ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି।…
ରେଢ଼ାଖୋଲ ରେ ଜିଲ୍ଲାପାଳ ଓ ଏସ୍ ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ
(ରେଢାଖୋଲ/ଶ୍ରୀୟାସ୍ମିତା ସାମଲ): ସମ୍ବଲପୁର ଜିଲ୍ଲାପାଳ ଓ ଏସ୍ ପି ଙ୍କ ଏକ ଯୁଗ୍ମ ଅଭିଯୋଗ ଶୁଣାଣୀ ରେଢାଖୋଲ ବ୍ଲକ୍ ପରିସର ସଭାଗ୍ରୁହରେ ଅନୁଷ୍ଠିତ ହେଇଯାଇଛି। ରେଢ଼ାଖୋଲ ବିଡ଼ିଓ ବିଜୟ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣୀରେ ସମ୍ବଲପୁର ଜିଲ୍ଲାପାଳ…
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଅଟୋମେସନ ଯୁଗରେ ବିଭିନ୍ନ ନିଯୁକ୍ତି ଲାଗି ଦକ୍ଷତା’ ଉପରେ ମୋ କଲେଜ ପକ୍ଷରୁ…
ଭୁବନେଶ୍ୱର,: ନିଯୁକ୍ତିର ମାପକାଠି ହେଉଛି ଦକ୍ଷତା। ତେଣୁ ଛାତ୍ରଛାତ୍ରୀଙ୍କ ଜ୍ଞାନର ପରିସୀମା ବ୍ୟାପକ କରି ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ଲାଗି ଦକ୍ଷ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ମୋ କଲେଜ ଅଭିଯାନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କ୍ରମରେ…
ବଡ ଆଜ୍ଞାଙ୍କ ପରଲୋକ , ଅଞ୍ଚଳରେ ଶୋକର ଛାୟା ।
ପଦ୍ମପୁର(ଶାସକପ୍ରଶାସକ)- ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୀତାକାନ୍ତ ଭୋଇଙ୍କ ଗତକାଲି ରବିବାର ଦିନ ନିଜ କନସିଂହା ସ୍ଥିତ ବାସଭବନରେ ଇହଧାମ ତ୍ୟାଗ କରିଛନ୍ତି । ମୃତ୍ୟୁ ସମୟରେ ତାଙ୍କୁ ୭୦ ବର୍ଷ ବୟସ ହେଉଥିବା ବେଳେ ସେ ଅସୁସ୍ଥତା କାରଣରୁ ଦୀର୍ଘ ଦିନ ହେଲା…
ଜନସମ୍ପର୍କ ପଦଯାତ୍ରା ପୂର୍ବରୁ ଦଳୀୟ ପଦାଧିକାରୀଙ୍କୁ ନବୀନଙ୍କ ଚିଠି
ଜନସମ୍ପର୍କ ସହ ଦଳର ଜନସେବା ଆଭିମୁଖ୍ୟକୁ ଅଧିକ ବ୍ୟାପକ କରିବାକୁ ପରାମର୍ଶ
ଭୁବନେଶ୍ୱର : ଆସନ୍ତା ଅକ୍ଟୋବର ୨ରୁ ମାସେ ବ୍ୟାପୀ ଚାଲିବ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା । ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଘରେ ଘରେ ପହଁଚାଇବା ଲକ୍ଷ୍ୟରେ କାର୍ଯ୍ୟ କରିବାକୁ ବିଜୁ ଜନତା ଦଳର…
ଏସବିଆଇ କାର୍ଡ ଶୁଭାରମ୍ଭ କରିଛି ଫେଷ୍ଟିଭ୍ ଅଫର ୨୦୨୨
- ଏହି ପାର୍ବଣର ଆନନ୍ଦକୁ ବୃଦ୍ଧି କରିବା ପାଇଁ ୧୬୦୦ ରୁ ଅଧିକ ଅନଲାଇନ୍ ଓ ଅଫଲାଇନ୍ ମର୍ଚ୍ଚାଂଟଙ୍କ ଦ୍ୱାରା ପ୍ରଦାନ କରାଯାଉଛି - ଏସବିଆଇ କାର୍ଡ ଗ୍ରାହକମାନେ ୨୨.୫% କ୍ୟାସବ୍ୟାକକୁ ଉପଭୋଗ କରିପାରିବେ
ନୂଆ ଦିଲ୍ଲୀ / ଭୁବନେଶ୍ୱର : ଏସବିଆଇ କାର୍ଡ, ଭାରତର ସର୍ବବୃହତ୍ ପିଓର-ପ୍ଲେ…
ଦଶହରାରେ ଭିଜିବ ଓଡ଼ିଶା
ଭୁବନେଶ୍ୱର : ଚଳିତ ବର୍ଷ ଦୁର୍ଗା ପୂଜାର ମାହୋଲ ଟିକେ ଫିକା ପଡ଼ିବାର ସମ୍ଭାବନା ରହିଛି । କାରଣ ଏଥର ଦଶହରାରେ ଭିଜିବ ଓଡ଼ିଶା । ଦକ୍ଷିଣ ଚାଇନା ସାଗରରେ ଟାଇଫୁନ ନୋରୁର ପ୍ରଭାବରେ ଆସନ୍ତା ଅକ୍ଟୋବର ୨ ରେ ଉତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି…
୭୦୦ ଗ୍ରାମର ଅପରିପକ୍ୱ ନବଜାତ ଶିଶୁକୁ ଆମ୍ରି ହସ୍ପିଟାଲ୍ସ ଭୁବନେଶ୍ୱରରେ ମିଳିଲା ନୂଆ ଜୀବନ
ଭୁବନେଶ୍ୱର: ବହୁ ପ୍ରକାର ସମସ୍ୟା ଥବା ଏକ ୭୦୦ ଗ୍ରାମର ଅପରିପକ୍ୱ ନବଜାତ ଶିଶୁର ଜୀବନ ରକ୍ଷା କରିଛନ୍ତି ଆମ୍ରି ହସ୍ପିଟାଲ୍ସ ଭୁବନେଶ୍ୱରର ଏନ୍ଆଇସିୟୁ ଟିମ୍ । କିଭଳି ଏହି ନବଜାତ ଶିଶୁର ଜୀବନକୁ ଆମ୍ରି ହସ୍ପିଟାଲ୍ସ ଭୁବନେଶ୍ୱରର ମେଡିକାଲ୍ ଷ୍ଟାଫ୍ ରକ୍ଷା କରିଥିଲେ ତାହା ବର୍ଣ୍ଣନା…
ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ବିଶାଳ ସମ୍ମିଳନୀ
(ରେଢାଖୋଲ /ଶ୍ରୀୟାସ୍ମିତା ସାମଲ): ଆଜି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ସ୍ଥିତ ହାଟପଦା ରେ ତିନୋଟି ରେଞ୍ଜ ର ନାକଟିଦେଉଳ, କିସିଣ୍ଡା, ଶିମିଳିପାଳ ର ଶହ ଶହ ତୋଳାଳୀ ଏବଂ ସିଯିନାଲ୍ କର୍ମଚାରୀ ମାନଙ୍କର ଉପସ୍ଥିତିରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସଭାପତି ବିଜୟ ମହାନ୍ତି ଙ୍କ…