ସାରସକଣା/ବନ ବିହାରି ମହାପାତ୍ର: ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ରେ ବେଆଇନ ଭାବେ ଧଳାପଥର ଚାଲାଣ ଅଭିଯୋଗ ହୋଇଆସୁଥିଲା କିନ୍ତୁ ପ୍ରଶାସନ ନିଘୋଡ଼ ନିଦରେ ଶୋଇଥିଲା କିନ୍ତୁ ହଠାତ୍ କୋୖଣସିସୂତ୍ରରୁ ସୂଚନା ପାଇ ଝାରପୋଖରିଆ ପୋଲିସ ଚଢ଼ାଉ କରି ପାକ୍ ଟିଆ ରାସ୍ତା ଦେଇ ଝାରପୋଖରିଆ ଆସୁଥିବା ସମୟରେ ଦୁଇଟି ଧଳାପଥର ଟ୍ରକ୍ କୁ ଜଵଦ କରି ଥାନାକୁ ଆଣିଥିଲେ ଏନେଇ ଥାନାରେ 294/22 ମାମଲା ରୁଜୁ କରି ଛ ଅ ଜଣକୁ କୋଟଚାଲାଣ କରାଯାଇଥିବା ପୋଲିସ ସୁତ୍ରରୁ ପ୍ରକାଶ ଦୁଇ ଗାଡ଼ି ଚାଳକ ପଶ୍ଚିମ ବଙ୍ଗରାଜ୍ୟ ବେଲପାହାଡ଼ି ଥାନ ଅନ୍ତର୍ଗତ ମନରୋଞ୍ଜନ ଦଳେଇ ବାସୁଦେବ ସିଂ ଯୋଗଦିଶ ସିଂ ଓ ଝାଡ଼ଖଣ୍ଡ ର ଦେବବ୍ରତ ସାହୁ ଝାରପୋଖରିଆର ଓଞ୍ଚଳର ସୁମନ ସେଠି ଓ ମୁନା ସେଠି ବୋଲି ପୋଲିସ ସୁତ୍ରରୁ ପ୍ରକାଶ |
Sign in
Sign in
Recover your password.
A password will be e-mailed to you.
Prev Post