ଯୋଡ଼ା ମଣ୍ଡଳ ବିଜେପି ପକ୍ଷରୁ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଙ୍କ ଜନ୍ମ ଜୟନ୍ତୀ ପାଳିତ

0

ଯୋଡ଼ା -ଯୋଡ଼ା ମଣ୍ଡଳ ବିଜେପି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଶ୍ରୀଯୁକ୍ତ ଅଟଳ ବିହାରୀ ବାଜପେୟୀ ଜୀ ଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଯୋଡ଼ା ମଣ୍ଡଳ ବିଜେପି ସଭାପତି ସୁଶାନ୍ତ କୁମାର ବେବର୍ତ୍ତା, ଉପସଭାପତି ପାର୍ଥ ସାରଥି ଷଡ଼ଙ୍ଗୀ, ସାଧାରଣ ସଂପାଦକ ଅନନ୍ତ ପ୍ରକାଶ ଟୁଡୁ, କୈଳାଶ ସାମଲ, ଜନାର୍ଦ୍ଦନ କାରୁଆ, କ୍ଷୀରୋଦ ପାତ୍ର ଯୁବ ମୋର୍ଚ୍ଚା ର ସନ୍ଦୀପ ପୋଦାର, ଅନିକେତ ବରୁଆ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦିଜୀ ଙ୍କ ଏ ବର୍ଷ ର ଶେଷ ( ମନ୍ କି ବାତ୍ ) କାର୍ଯ୍ୟକ୍ରମ ର ସିଧା ପ୍ରସାରଣ ଯୋଡ଼ା ର ସମସ୍ତ ଶକ୍ତିକେନ୍ଦ୍ର, ବୁଥ ଓ ମଣ୍ଡଳ ସ୍ତର ରେ କାର୍ଯ୍ୟକର୍ତ୍ତା ଏକାଠି ହେଇ ଶୁଣିଲେ ଓ ବାଜପାୟୀ ଜୀ ଙ୍କ ଜନ୍ମ ଜୟନ୍ତୀ ମଧ୍ୟ ପାଳନ କଲେ।

Leave A Reply

Your email address will not be published.