Sign in
Sign in
Recover your password.
A password will be e-mailed to you.
ଅନୁଗୋଳର ବିକାଶ ଓ ବିସ୍ଥାପିତଙ୍କ କଲ୍ୟାଣ ପାଇଁ ହେବ ‘ମାଷ୍ଟର ପ୍ଲାନ୍’ – ଧର୍ମେନ୍ଦ୍ର ପ୍ରଧାନ
ସାଂସଦଙ୍କ ଉପସ୍ଥିତିରେ ଅନୁଗୋଳ ଜିଲ୍ଲାର ଆରପିଡିଏସି ଓ ଡିଏମଏଫ ଟ୍ରଷ୍ଟ ବୋର୍ଡ ବୈଠକ ଅନୁଷ୍ଠିତ
• ଯୋଗଦେଲେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଓ ଅନୁଗୋଳ ଜିଲ୍ଲାର ବିଧାୟକଗଣ• ଖଣି ପ୍ରଭାବିତ ଗ୍ରାମଗୁଡ଼ିକର ସମସ୍ୟା, କ୍ଷତିପୂରଣ, ଥଇଥାନ ଏବଂ ରିହାବିଲିଟେସନ୍!-->!-->!-->!-->!-->…
୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଭବ୍ୟ ସମାପନ
ପ୍ରତିଷ୍ଠିତ ପୁରସ୍କାର ପ୍ରଦାନ ସମାରୋହ ସହିତ ସୃଜନ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ମନୋମୁଗ୍ଧକର ପ୍ରସ୍ତୁତି “ମାଟି”
ଭୁବନେଶ୍ୱର, ୯ ସେପ୍ଟେମ୍ବର ୨୦୨୬ : ପୂଜ୍ୟ ଗୁରୁ କେଳୁଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ ବର୍ଷ ଭାବେ ୨୦୨୬କୁ ସ୍ମରଣୀୟ କରିବା ସହ କଳାତ୍ମକ ଉତ୍କର୍ଷର!-->!-->!-->…
ସୋଆ କୃଷି ମହାବିଦ୍ୟାଳୟର ୨୦୨୬ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ
ଭୁବନେଶ୍ୱର, ସେପ୍ଟେମ୍ବର୦୯ : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ (ଆଇଏଏସ୍)ରୁ ଶିକ୍ଷା ସମାପ୍ତ କରିଥିବା ୨୦୨୬ ବ୍ୟାଚ୍ର ଛାତ୍ରଛାତ୍ରୀଙ୍କ ଗ୍ରାଜୁଏସନ୍ ସେରିମନି ବୁଧବାର ଆୟୋଜିତ!-->…
ଶୋକରୁ ଜୀବନର ଆଶା: ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଅଙ୍ଗଦାନର ମହାନ ନିଷ୍ପତି
ସମ୍ମମରେ ପଂଚମ ମଲ୍ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍
ଭୁବନେଶ୍ୱର, ସେପ୍ଟେମ୍ବର ୯: ଗଭୀର ଶୋକ ଓ ଅସହ୍ୟ ଦୁଃଖର ମୁହୂର୍ତରେ ମଧ୍ୟ ମାନବିକତା ଓ ପରୋପକାରର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍)ରେ ଚିକିତ୍ସାଧୀନ ଜଣେ!-->!-->!-->…
୫ ନମ୍ବର ୱାର୍ଡରେ ‘ଦ୍ୱାରଦେଶରେ ଏନ୍ଏସି’
ଲୋକଙ୍କ ସମସ୍ୟା ପଚାରି ବୁଝିଲେ କାର୍ଯ୍ୟ ନିର୍ବାହୀ ଅଧିକାରୀ
ଓଡ଼ଗାଁ, ୯।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ପକ୍ଷରୁ ‘ଦ୍ୱାରଦେଶରେ ଏନ୍ଏସି’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର!-->!-->!-->…
ବୁଢ଼ାବୁଢ଼ିଆଣୀ ଡାକ ବଙ୍ଗଳାରେ ଓଡ଼ଗାଁ ବ୍ଲକର ତ୍ରୟୋଦଶ ସାଧାରଣ ଅଧିବେଶନ
ଦଳୀୟ ମତଭେଦ ଭୁଲି ଗାଁର ବିକାଶରେ ଧ୍ୟାନ ଦିଅନ୍ତୁ: ବାଚସ୍ପତି
ଓଡ଼ଗାଁ, ୯।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ତ୍ରୟୋଦଶ ସାଧାରଣ ଅଧିବେଶନ ବୁଧବାର ଅପରାହ୍ନରେ ଏହି ବ୍ଲକର ପ୍ରମୁଖ ପ୍ରାକୃତିକ କ୍ଷେତ୍ର ବୁଢ଼ାବୁଢ଼ିଆଣୀ ଡ଼୍ୟାମ ଡାକ ବଙ୍ଗଳାଠାରେ ଅନୁଷ୍ଠିତ!-->!-->!-->…
ଏଏମ୍/ଏନ୍ଏସ୍ ଇଣ୍ଡିଆ ପକ୍ଷରୁ ନିର୍ମାଣ ଏବଂ ଉତ୍ପାଦନ କ୍ଷେତ୍ର ପାଇଁ ପ୍ରିମିୟମ୍ ଗାଲଭାନାଇଜଡ୍ ଷ୍ଟିଲ୍ ବ୍ରାଣ୍ଡ…
ଭୁବନେଶ୍ୱର, ସେପ୍ଟେମ୍ବର ୦୯, ୨୦୨୬: ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ), ପକ୍ଷରୁ ଭାରତର ନିର୍ମାଣ, ଭିତ୍ତିଭୂମି, ଉତ୍ପାଦନ ଏବଂ ଇଞ୍ଜିନିୟରିଂ କ୍ଷେତ୍ରର ବର୍ଦ୍ଧିତ ଚାହିଦା ପୂରଣ କରିବା ପାଇଁ ଡିଜାଇନ୍ କରାଯାଇଥିବା ଏକ ପ୍ରିମିୟମ୍ ଗାଲଭାନାଇଜଡ୍!-->!-->!-->…
ଆକ୍ସନ ମୁଡ୍ ରେ ଅବକାରୀ ବିଭାଗ।
୪୪ ଗ୍ରାମର ହେରୋଇନ, ନଗଦ ୧୨,୬୦୦ ଟଙ୍କା ସହ ଯୁବକ ଗିରଫ।।
ଜଗତସିଂହପୁର: ଜଗତସିଂହପୁର ଥାନା ଅନ୍ତର୍ଗତ ଆଳିପିଙ୍ଗଳ ବଜାର ରୁ ଜଣେ ନିଶା ମାଫିଆଙ୍କୁ ଗିରଫ କରିଛି ଜଗତସିଂହପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥା। ଯାଞ୍ଚ ପରେ ତାଙ୍କ ପାଖରୁ ୪୪ ଗ୍ରାମର ହେରୋଇନ୍, ଏକ!-->!-->!-->!-->!-->!-->!-->!-->!-->…
ଜାତୀୟ ପୁରସ୍କାର ପ୍ରାପ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସମ୍ମାନିତ କଲେ ଜିଲ୍ଲାପାଳ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଜିଲ୍ଲା ପ୍ରଶାସନ ତରଫରୁ ଗଜପତି ଜିଲ୍ଲାପାଳଙ୍କ ବାସ ଭବନରେ ଜିଲ୍ଲାପାଳ ସମସ୍ତଙ୍କର ଅତି ପ୍ରିୟ ଜାତୀୟ ପୁରସ୍କାର ପ୍ରାପ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସମ୍ମାନିତ କରିବା ସହ ଗଜପତି ଜିଲ୍ଲାର ଶିକ୍ଷାର ବିକାଶ ପାଇଁ ଉଚ୍ଚ ପ୍ରଶଂସା!-->…
ଯୌତୁକ ନିଷେଧ ଆଇନ ଉପରେ ସଚେତନତା ତାଲିମ କାର୍ଯ୍ୟକ୍ରମ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା ୯.୯.୨୦୨୬: ଯୌତୁକ ପ୍ରଥାର ନିରାକରଣ, ମହିଳାଙ୍କ ସୁରକ୍ଷା ଓ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଯୌତୁକ ନିଷେଧ ଆଇନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଭବାନୀପାଟଣାସ୍ଥିତ ଷ୍ଟାଟିଷ୍ଟିକାଲ୍ ସମ୍ମିଳନୀ ଗୃହ ଠାରେ!-->!-->!-->!-->!-->…