ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ: କଂଗ୍ରେସର ବିକ୍ଷୋଭ, ନେତା ଅଟକ

ପୁରୀ, ୬/୭ (ଅନିମେଶ ପଟ୍ଟନାୟକ): ରଥଯାତ୍ରା-୨୦୨୬ର ଶେଷ ସମନ୍ୱୟ ସଭା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କୁ କଳାପତାକା ପ୍ରଦର୍ଶନ କରିବାକୁ ଉଦ୍ୟମ କରିଥିବା ଅଭିଯୋଗରେ ପୁରୀ ପୋଲିସ କଂଗ୍ରେସର ଏକାଧିକ ନେତାଙ୍କୁ ଅଟକ ରଖିଥିଲା। ଅଟକ ହୋଇଥିବା ନେତାମାନଙ୍କ ମଧ୍ୟରେ ପୁରୀ ସଦର…

ଶ୍ରୀକ୍ଷେତ୍ରରୁ ଶାବର ଶ୍ରୀକ୍ଷେତ୍ରକୁ ଗଡିଲା ପୁରୀ-କୋରାପୁଟ ଏକ୍ସପ୍ରେସ

ପୁରୀ,୬/୭ (ଅନିମେଶ ପଟ୍ଟନାୟକ)- ସୋମବାର ଅପରାହ୍ନରେ ପୁରୀ ଷ୍ଟେସନ ଠାରେ ପୁରୀ କୋରାପୁଟ ଏକ୍ସପ୍ରେସକୁ ଆନୁଷ୍ଠାନିକ ଭାବେ କେନ୍ଦ୍ର ରେଳ ସୂଚନା ପ୍ରସାରଣ ଓ ଇଲୋକ୍ଟ୍ରାନିକ୍ସ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବନୀ ବୈଷ୍ଣବ, ଓଡ଼ିଶାର ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝି ନୀଳ ପତକା ହଲାଇ ଟ୍ରେନ…

ବିଧବା ଆଦିବାସୀ ମହିଳା ପକ୍ଷାଘାତରେ ଶଯ୍ୟାଶାୟୀ , ଗରିବୀ ଓଗାଳିଛି ଚିକିତ୍ସାର ବାଟ , ସରକାର ଉଦାସୀନ

କେନ୍ଦୁଝର: ୦୭/୦୭/୨୦୨୬- ଜିଲ୍ଲାର ବାଂଶପାଳ ବ୍ଳକ୍ ଅନ୍ତର୍ଗତ କୋଡିପଶା ପଞ୍ଚାୟତ ଅଧୀନ କୁଣ୍ଢେଇ ଗାଁର ଜଣେ ବୟସ୍କା ଆଦିବାସୀ ମହିଳା ପକ୍ଷାଘାତରେ କାହିଁ କେଉଁ ଦିନରୁ ଶଯ୍ୟାଶାୟୀ ହୋଇ ପଡିଛନ୍ତି। ତାଙ୍କ ଗରିବୀ ଚିକିତ୍ସାରେ ବାଧକ ସାଜିଛି। ସରକାରଙ୍କ ପାଖରେ ଖବର ନାହିଁ। ସହାୟତା…

ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର

ବିଜେପୁର :- ବିଜେପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଗୋୟଲଙ୍କ ବ୍ୟତୀତ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା, ପଦ୍ମପୁର…

କାମ ଯିଏ କରୁଛି କରୁ, ଜନସାଧାରଣଙ୍କ ନିବେଦନ ଯେ କାମର ଗୁଣବତ୍ତା ଭଲ ରହୁ .

ଖଲ୍ଲିକୋଟ ରୁ ଶିବରାମ ଜେନା,ଶାସକ ପ୍ରଶାସକ।: ଖଲ୍ଲିକୋଟ ଏନ୍ ଏ ସି ରେ ଟଣାଓଟରା ଚାଲିଛି ଠିକାଦାର କାମପାଇଁ, ଡବଲ୍ ଇଞ୍ଜିନ୍ ସରକାରଙ୍କ ଦୁଇଗୋଷ୍ଠୀ ହେଲା ବେଳେ ତ୍ରିଶଙ୍କୁ ରେ ଅଛନ୍ତି ଏନ୍ ଏ ସି ଅଧ୍ୟକ୍ଷ ବିଜେଡ଼ି ର ବିନ୍ଧାଣି ବୋଲାଉଥିବା ଶ୍ରୀ ନିରଞ୍ଜନ ବେହେରା ।ଏମାନେ ଜନସାଧାରଣ ଙ୍କ…

ରଘୁନାଥପୁର ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର

ଜଗତସିଂହପୁର, ତା ୬.୦୭.୨୦୨୬ - ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ରଘୁନାଥପୁର ବ୍ଲକ୍ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ର…

ଲଗାଣ ବର୍ଷାରେ ଜଳମଗ୍ନ ଇଟାଭଟା ଅଞ୍ଚଳ: ପ୍ରଭାବିତଙ୍କୁ ଭେଟିଲେ ବିଧାୟକ, ଝାରସୁଗୁଡ଼ା ପାଇଁ ଆସୁଛି ମାଷ୍ଟର ପ୍ଲାନ

 ଝାରସୁଗୁଡ଼ା: ରବିବାର ରାତିଠାରୁ ଲାଗି ରହିଥିବା ପ୍ରବଳ ବର୍ଷା ଯୋଗୁଁ ଝାରସୁଗୁଡ଼ା ସହରର ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ବିଶେଷକରି ଝାରସୁଗୁଡ଼ା ପୌରପାଳିକାର ୱାର୍ଡ ନଂ–୫ ଅନ୍ତର୍ଗତ ଇଟାଭଟା ଅଞ୍ଚଳରେ ବର୍ଷାଜଳ ଜମି ରହିବାରୁ ଅନେକ ଘରେ ପାଣି ପଶିଯାଇଛି। ଏହାଫଳରେ ସ୍ଥାନୀୟ…

ନବରଂଗପୁର ଠାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

 ନବରଙ୍ଗପୁର, ତା. ୦୬.୦୭.୨୦୨୬: ନବରଙ୍ଗପୁର ପୌର ପରିଷଦ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାପାଳ ଡ଼. ମହେଶ୍ୱର ସ୍ୱାଇଁ ଏବଂ ଆରକ୍ଷୀ ଅଧିକ୍ଷକ କାଶ୍ୟପ ପାର୍ଥ ଜଗଦୀଶଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ବିଭିନ୍ନ ଅଞ୍ଚଳରୁ…

ଖୁଡ଼ିଙ୍କୁ ପ୍ରେମ ପ୍ରସ୍ତାବ ପରେ ପରିବାରିକ ବିବାଦ, ଶାବଳ ଆକ୍ରମଣରେ ଦାଦା ଗୁରୁତର; ନ୍ୟାୟ ଦାବିରେ ଥାନା ଆଗରେ…

କେନ୍ଦ୍ରାପଡା:୦୬,୦୭(ପ୍ରଫୁଲ୍ଲ କୁମାର ମଲ୍ଲ) ସମ୍ପର୍କୀୟ ଖୁଡ଼ିଙ୍କୁ ପ୍ରେମ ପ୍ରସ୍ତାବ ଦେବାକୁ କେନ୍ଦ୍ର କରି ଆରମ୍ଭ ହୋଇଥିବା ପରିବାରିକ ବିବାଦ ଶେଷରେ ରକ୍ତାକ୍ତ ଘଟଣାର ରୂପ ନେଇଛି। ଶାବଳରେ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ହସ୍ପିଟାଲରେ ଜୀବନ-ମରଣ ସହ ସଂଘର୍ଷ କରୁଥିବା ବେଳେ,…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ‘ଘଣ୍ଟ’ ବାଡ଼େଇ ନିଦ ଭାଙ୍ଗିଲେ ସାମାଜିକ କର୍ମୀ ।

କେନ୍ଦ୍ରାପଡା:୦୬,୦୭(ପ୍ରଫୁଲ୍ଲ କୁମାର ମଲ୍ଲ) ସାଧାରଣତଃ ଲୋକେ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ନିକଟରେ ଗୁହାରି କରନ୍ତି, ହେଲେ ଯେତେବେଳେ ବ୍ୟବସ୍ଥା ଅନ୍ଧ ଓ ବଧିର ସାଜେ, ସେତେବେଳେ ଜନତା ଭିନ୍ନ ଢଙ୍ଗରେ ପ୍ରତିବାଦ କରିବାକୁ ବାଧ୍ୟ ହୁଅନ୍ତି। କେନ୍ଦ୍ରାପଡ଼ା ଜହ୍ନିମୂଳ ଅଞ୍ଚଳରେ ଗ୍ରାମ୍ୟ…