ଝାରବନ୍ଧ ସମିତି ବୈଠକ ବାତିଲ

ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଦ ବ୍ଲକ କାର୍ଯ୍ୟାଳୟ ସମ୍ବିଲନି କକ୍ଷ ରେ ଗତ 28.09 ତାରିଖ ଦିନ ସମିତି ବୈଠକ ହେବାର ଧର୍ଯ୍ୟ ହୋଇଥିଲା l ସର୍ବ ମୋଟ 14 ସମିତି,14 ସରପଞ୍ଚ ଙ୍କ ମଧ୍ୟ ରୁ 5 ଜଣ ସରପଞ୍ଚ 4 ସମିତି ସଭ୍ୟ ବୈଠକ ରେ ଯୋଗ ଦେଇଥିଲେ l ଆବଶ୍ୟକ…

କୈବଲ୍ୟ କୃଷକ ଉତ୍ପାଦକ ସଂଗଠନର ବାର୍ଷିକ ଅଧିବେଶନ l

(ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ) କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ କୁହୁଣ୍ଡା ପଞ୍ଚାୟତ ଗଣକବି ଶିଳ୍ପ ତାଲିମ କେନ୍ଦ୍ର ଠାରେ "କୈବଲ୍ୟ କୃଷକ ଉତ୍ପାଦକ ସଂଗଠନ"ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି l ୮ ଟି ଗ୍ରାମ ପଞ୍ଚାୟତକୁ ନେଇ ଗଠନ କରାଯାଇଥିବା ଏହି ସଙ୍ଗଠନରେ ୩ ଶହ…

ଭଞ୍ଜନଗର କୋର୍ଟରେ ଆୟୁର୍ବେଦ ଚିକିତ୍ସା ଶିବିର

ଭଞ୍ଜନଗର : ରାଜ୍ୟ ସ୍ତରୀୟ ସାମାଜିକ ଆନ୍ଦୋଳନରେ ବଳିଷ୍ଠ ଯୋଗଦାନ କରିଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ "ପ୍ରତ୍ୟୁଷ" ଓ ଭଞ୍ଜନଗର ଓକିଲ ସଂଘର ମିଳିତ ଆନୁକୂଲ୍ୟରେ କୋର୍ଟ ପରିସରରେ ଶୁକ୍ରବାର ଦୁଇ ଦିନିଆ ଆୟୁର୍ବେଦ ଚିକିତ୍ସା ସଚେତନତା ଓ ସହାୟତା ଶିବିର ଅନୁଷ୍ଠିତ ହୋଇଯାଇଛି। ଓକିଲ ସଂଘ…

ବାଇକ ପୋଡ଼ିଲେ ଦୁର୍ବୁତ୍ତ

ଭଞ୍ଜନଗର, : ଭଞ୍ଜନଗର ଥାନା ଅଧିନ ଲଣ୍ଡେଇ ସାହି ୟୁନିଟ-୪ରେ ରହୁଥିବା ରାଜୀବ ବ୍ରହ୍ମା ଗତ ୫ମାସ ପୂର୍ବେ କିଣିଥିବା ହୋଣ୍ଡା ବାଇକ ନଂ ଓଡ଼ି ୩୨-ଜି ୯୧୧୭ଟିକୁ ଘର ଆଗରେ ରଖିଥିଲେ।ହେଲେ ମଧ୍ୟରାତ୍ରୀରେ କେହି ଦୁର୍ବୁତ୍ତ ଆସି ବାଇକ ଟିକୁ ନିଆଁ ଲଗେଇ ଦେଇଥିଲେ। ଭୋର ସମୟରେ ପଡୋଶୀ ଆସି…

ବୁଥ୍ ବୈଠକରେ ଯୋଗଦେଲେ ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡା

ଭୁବନେଶ୍ୱର: ‘ମୋ ବୁଥ୍‌, ସବୁଠୁ ମଜବୁତ୍‌’ । ଏହାକୁ ଆଧାର କରି ଭାରତୀୟ ଜନତା ପାର୍ଟୀ ବୁଥ୍ ସ୍ତରୀୟ କାର୍ଯ୍ୟକର୍ତାଙ୍କ ବୈଠକରେ ଯୋଗ ଦେଇଥିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା । ଦୁଇ ଦିନିଆ ଓଡିଶା ଗସ୍ତରେ ଥିବା ଶ୍ରୀ ନଡ୍ଡା ଆଜି ଦିଲ୍ଲୀ ପ୍ରତ୍ୟାବର୍ତନ ପୂର୍ବରୁ ମଧ୍ୟ…

ରିଲାଏନ୍ସ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନି “ଟାଇମ୍ ୧୦୦ ନେକ୍ସଟ୍‌’ ତାଲିକାରେ ସାମିଲ

ସାରା ବିଶ୍ୱରେ ଉଦୀୟମାନ ତାରକାଙ୍କ ମଧ୍ୟରେ ଏକମାତ୍ର ଭାରତୀୟ ଭୁବନେଶ୍ୱର: ରିଲାଏନ୍ସ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନିଙ୍କୁ ଲୋକପ୍ରିୟ ଟାଇମ୍ ପତ୍ରିକା ପକ୍ଷରୁ “ଟାଇମ୍ ୧୦୦ ନେକ୍ସଟ’ ତାଲିକାରେ ସାମିଲ କରାଯାଇଛି । ତାଙ୍କୁ “ଲିଡର୍ସ’ ବର୍ଗରେ ସାମିଲ କରାଯାଇଛି । ଆକାଶ ଅମ୍ବାନିଙ୍କ ବିଷୟରେ…

ବୃନ୍ଦାବତୀ ମହିଳା ମହାବିଦ୍ୟାଳୟରେ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ

ମେଲଛାମୁଣ୍ଡା(ମନୋଜ ଭୋଇ)-ରାଜବୋରାସମ୍ବର ବ୍ଳକ ଅର୍ନ୍ତଗତ ସର୍ଗିବାହାଲସ୍ଥିତ ବୃନ୍ଦାବତୀ ମହିଳା ମହାବିଦ୍ୟାଳୟରେ ଶୁକ୍ରବାର ଦିନ ସରୋଜ ବେହେରାଙ୍କ ସଭାପତିତ୍ୱରେ ସୁରକ୍ଷିତ ଭବିଷ୍ୟତ ପାଇଁ ଗଛଟିଏ ଉପରେ ଏକ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଭାରେ ଘେଁସ…

ଭିନ୍ନକ୍ଷମ ଭାନୁମତିଙ୍କ ମୁଁହରେ ହସ ଫୁଟାଇଲା ଓଡ଼ିଶା ମୋ ପରିବାର

ଭୁବନେଶ୍ୱର: ପରିବାର ମୁହଁରେ ମୁଠାଏ ଖାଇବାକୁ ଦେବା ପାଇଁ ସ୍ଵାମୀଙ୍କୁ ସହଯୋଗ କରୁଥିଲେ କିନ୍ତୁ କିଛି ମାସ ତଳେ ବିଦ୍ୟୁତ ଦୁର୍ଘଟଣାରେ ଦୁଇଟି ହାତ ହରାଇବା ପରେ ଏବେ ସେ ଦିବ୍ୟାଙ୍ଗ । ଗଞ୍ଜାମ ଜିଲ୍ଲା ବାଘଦେବୀ ମନ୍ଦିର ସାହି ଅଞ୍ଚଳର ୫୧ ବର୍ଷିୟା ମହିଳା କେ. ଭାନୁମତି । ପେଟ ପାଟଣା ପାଇଁ…

୬୮ତମ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ଓଡ଼ିଶା ପାଇଁ ଆଣିଦେଇଛି ବିରଳ ସମ୍ମାନ

ଏହି ପୁରସ୍କାରର ହକଦାର କେବଳ ମୁଁ ନୁହେଁ, ଚଳଚ୍ଚିତ୍ର ପାଇଁ ସମର୍ପିତ ପ୍ରତି ଓଡ଼ିଆ ସାମ୍ବାଦିକଙ୍କୁ ଉତ୍ସର୍ଗୀତ : ସୂର୍ଯ୍ୟ ଦେଓ ନୂଆଦିଲ୍ଲୀ : ବିଜ୍ଞାନ ଭବନଠାରେ ଆଜି ୨୦୨୦ବର୍ଷ ପାଇଁ ୬୮ତମ ରାଷ୍ଟ୍ରୀୟ ଚଳଚ୍ଚିତ୍ର ଏବଂ ଦାଦାସାହେବ ଫାଲକେ ପୁରସ୍କାର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ…

ଜୀବନଶୈଳୀର ପରିବର୍ତନ ଏବଂ ମାନସିକ ଚାପ ନିୟନ୍ତ୍ରଣ ଦ୍ୱାରା ହୃଦ୍‌ଘାତକୁ ଏଡାଇହେବ

ଭୁବନେଶ୍ୱର , ୩୦/୯: କରୋନା ମହାମାରୀ ମଣିଷର ସ୍ୱାସ୍ଥ୍ୟଗତ ବ୍ୟବସ୍ଥାକୁ ବିଗାଡି ଦେଇଛି । ଏଭଳି ପରିସ୍ଥିତିରେ ଜୀବନଶୈଳୀରେ ପରିବର୍ତନ ଏବଂ ମାନସିକ ଚାପ ନିୟନ୍ତ୍ରଣ ଦ୍ୱାରା ହିଁ ହୃଦଘାତ ଭଳି ସମସ୍ୟାକୁ ଏଡାଇ ହେବ ବୋଲି ଗୁରୁବାର ବିଶ୍ୱ ହୃଦୟ ଦିବସ ଅବସରରେ ହୃଦରୋଗ ବିଶେଷଜ୍ଞମାନେ ମତ…