Sign in
Sign in
Recover your password.
A password will be e-mailed to you.
ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ମହିଳା ଜନତା ଦଳ ସଭାପତି ହେଲେ କବିତା ସେନାପତି
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନାଙ୍କୁ ଜଣାଇଲେ କୃତଜ୍ଞତା
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ସୁପାରିଶ କ୍ରମେ ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ମହିଳା ଜନତା ଦଳ ନବନିଯୁକ୍ତ ସଭାପତି ଭାବେ କବିତା…
ମାନସିକ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦିଆଯିବା ଉଚିତ: କିମ୍ସ ବିଶେଷଜ୍ଞ
ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ
ଭୁବନେଶ୍ୱର: ମହାମାରୀ ପରବର୍ତ୍ତୀ ସ୍ଥିତିରେ ଚିନ୍ତା ଏବଂ ମାନସିକ ବିକୃତି, ଚାପ ସମ୍ବନ୍ଧୀୟ ବ୍ୟାଧି, ଆତ୍ମହତ୍ୟା ପ୍ରବୃତ୍ତି ଏବଂ ନିଶା ଜନିତ ରୋଗ, ଶୋଇବାରେ ବ୍ୟାଘାତ ଜନିତ ସମସ୍ୟା ସମଗ୍ର ବିଶ୍ୱରେ ବୃଦ୍ଧି ପାଇବାରେ ଲାଗିଛି । ଦେଶ ଦେଶ ମଧ୍ୟରେ ଦୀର୍ଘ…
ପାରିବାରିକ କଳହ ଲାଗି ହତ୍ୟାକାଣ୍ଡ
ଚିଲିକା/ଖୋର୍ଦ୍ଧା:(ସେକ କୌଶର) ଖୋର୍ଦ୍ଧାଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ପଙ୍କାଳ ଗ୍ରାମରେ ଏକ ହତ୍ୟାକାଣ୍ଡ ହୋଇଥିବାର ସୂଚନା ମିଳିଛି। ତେବେ ଉକ୍ତ ହତ୍ୟାକାଣ୍ଡ ପାରିବାରିକ କଳହ ଲାଗି ହୋଇଥିବାର ଜଣାପଡିଛି।
ସୂଚନା ମୁତାବକ ପଙ୍କାଳ ଗ୍ରାମର ସୁବାସ ରାଉତରାୟ ଓ ତାଙ୍କର ତିନି ଭାଇ ଏକାଠି…
ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷିତ
ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷିତ | ବ୍ୟାଙ୍କ ଓ ଆର୍ଥିକ ସଙ୍କଟ ("research on banks, financial crises") ପାଇଁ ଚଳିତ ବର୍ଷର ନୋବେଲ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ବେନ ବର୍ଣ୍ଣନକେ, ଡ଼ଗଲସ ଡାଇମଣ୍ଡ ଓ ଫିଲିଫ ଡିବଭିଗ |
ଲଉଡ଼ିଦରହା ରେ ଶାନ୍ତି ଶୃଙ୍ଖଳା ସହିତ ସମାପନ ହେଲା ରାବଣ ପୋଡି ଉତ୍ସବ l
ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡ଼ିଦର୍ହl ପଞ୍ଚାୟତ ଲଉଡ଼ିଦରହା ଗ୍ରାମ ରେ ରାବଣ ପୋଡି ଉତ୍ସବ ଗତ 9,10 ଦିନ ସନ୍ଧ୍ୟା ରେ ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ରାମ, ସୀତା, ଲକ୍ଷ୍ମଣ, ହନୁମାନ ଙ୍କ ମୂର୍ତ୍ତି ନିର୍ମାଣ ସହ ପୂଜା ମଣ୍ଡପ କୁ ସଜ୍ଜିତ…
ପରଲୋକରେ ମୁଲାୟମ ସିଂ ଯାଦବ
ଗୁରୁଗାଓଁ: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ତିନିଥର ମୁଖ୍ୟମନ୍ତ୍ରୀ ରହିଥିବା ଭେଟେରାନ ରାଜନେତା ମୁଲାୟମ ସିଂ ଯାଦବଙ୍କର ଆଜି ସକାଳେ ୮୨ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି | ମୂତ୍ରାଶୟ ସଂକ୍ରମଣ କାରଣରୁ ୨୬ ସେପ୍ଟେମ୍ବରରୁ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ…
ଗୀତିନାଟ୍ୟ ଜଗତର ମଉଡମଣୀ ଗଣକବି ବୈଷ୍ଣବ ପାଣିଙ୍କ 140 ତମ ଜୟନ୍ତୀ ଉତ୍ସବରେ ପାଣି ସାହିତ୍ୟି ଆଲୋଚନା ଚକ୍ର ଉଦଘାଟିତ l
ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ) ମାହାଙ୍ଗା ବ୍ଲକ କୋଠପଦା ସ୍ଥିତ ରଘୁନାଥ ନୋଡାଲ ବିଦ୍ୟାପୀଠ ପରିସରରେ ପାଣି ସାହିତ୍ୟର ଶ୍ରେଷ୍ଠ ମଉଡମଣି ଗଣକବି ବୈଷ୍ଣବ ପାଣି ଙ୍କ 140 ତମ ଜୟନ୍ତୀ ଉପଲକ୍ଷେ ଗଣକବି ବୈଷ୍ଣବ ପାଣି ସାଂସ୍କୃତିକ ସଂସଦ ପକ୍ଷରୁ ଜୟନ୍ତୀ ସମାରୋହ କାର୍ଯ୍ୟକ୍ରମ ଉଦଘାଟିତ…
ବିଧାନସଭା ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ
ଭୁବନେଶ୍ୱର: ଓଡ଼ିଶା ବିଧାନସଭା ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ୧୪୫ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ବିଧାନସଭା ପରିସରସ୍ଥ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାନ୍ୟବର ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ପୁଷ୍ପାର୍ଘ୍ୟ ଅର୍ପଣପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ…
ରାଜ୍ୟର ୧୪୭ ଆସନରେ ପ୍ରାର୍ଥୀ ଦେବ ସମୃଦ୍ଧ ଓଡ଼ିଶା
ସମୃଦ୍ଧ ଓଡ଼ିଶା ଦଳର ସାଧାରଣ ପରିଷଦ ବୈଠକରେ ଘୋଷଣା
ଡଃ ଯତୀଶ ଚନ୍ଦ୍ର ମହାନ୍ତି ପୁନଃ ଦଳର ସଭାପତି ପଦ ନିମନ୍ତେ ନିର୍ବାଚିତ
ଭୁବନେଶ୍ୱର: ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ ଦିବସ ଅବସରରେ ସମୃଦ୍ଧ ଓଡ଼ିଶାଦଳ ତରଫରୁ ୧୫ତମ ପ୍ରତିଷ୍ଠା ଦିବସ ଓ ସାଧାରଣ ପରିଷଦବୈଠକ ଆୟୋଜିତ…
ଇଛାଶକ୍ତି ଆଗରେ ହାର ମାନିଲା ଭିନ୍ନକ୍ଷମତା
ଚିଲିକା/ଖୋର୍ଦ୍ଧା:(ସେକ୍ କୌଶର) : ବାଣପୁର ବ୍ଲକ ନନ୍ଦପୁର ପଞ୍ଚାୟତ ଅଲାଇଡିହ ଗ୍ରାମର ଯୁବକ ପ୍ରସନ ପ୍ରସନ୍ନ ଅନ୍ଧ । ତଥାପି ପାଇଛନ୍ତି ସଫଳତା । ଇଛାଶକ୍ତି ଆଗରେ ହାର ମାନିଲା ଭିନ୍ନକ୍ଷମତା | ପ୍ରକାଶିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା-୨୦୨୦ (ଓସିଏସ୍)ରେ ଯଥାକ୍ରମେ ୨୬୨ ରାଙ୍କରେ…