Sign in
Sign in
Recover your password.
A password will be e-mailed to you.
ଜିଲ୍ଲାସ୍ତରୀୟ ବିଶ୍ୱ ମାନସିକ ସ୍ୱାସ୍ଥ୍ୟଦିବସ ପାଳନ
ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜିଲ୍ଲା ସ୍ୱାସ୍ଥ୍ୟସମିତି ଜଗତସିଂହପୁର ଆନୁକୂଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହଠାରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ…
କୁଜଙ୍ଗ ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କୁଜଙ୍ଗ ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି l ଏହି ଜନଅଭିଯୋଗ ଶିବିରରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟୱାରୀ ଯୋଗଦେଇ ଜନସାଧାରଣଙ୍କର ବିଭିନ୍ନ ଆପତ୍ତି ଅଭିଯୋଗର…
କାର୍ତ୍ତିକ ପ୍ରଥମ ସୋମବାରରେ ସମସ୍ତ ଶୈବପୀଠ ଚଳଚଞ୍ଚଳ
ଭଞ୍ଜନଗର: କାର୍ତ୍ତିକ ମାସ ପ୍ରଥମ ସୋମବାରରେ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଶୈବପୀଠ ଗୁଡ଼ିକ ଉତ୍ସବ ମୁଖର ହୋଇ ଉଠିଛି। ଭକ୍ତମାନେ ଏହି ମାସର ସୋମବାର, ବଡ଼ ଏକାଦଶୀ,ପଞ୍ଚୁକ, ଦୀପାବଳି, କାର୍ତ୍ତିକ ପୂର୍ଣ୍ଣିମା ଭଳି ପବିତ୍ର ଦିନ ଗୁଡିକରେ ରୀତିନୀତି ଅନୁସାରେ ପୂଜାପାଠ…
ଯାତ୍ରାବର ପାଟଣାରେ ଝାମୁଯାତ୍ରା ପାଳିତ
ନିଜ ଛୁଆଙ୍କୁ କାଖରେ ଧରି ଖାଲିପାଦରେ ଅଗ୍ନିକୁଣ୍ଡକୁ ଅତିକ୍ରମ କଲେ ମାନସିକଧାରୀ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଥାନା ନନ୍ଦିଘୋର ପଂଚାୟତ ଅନ୍ତର୍ଗତ ଯାତ୍ରାବରପାଟଣାରେ ଅନୁଷ୍ଠିତ ଝାମୁଯାତ୍ରାରେ ସ୍ଥାନୀୟ ଅଂଚଳର ୬ ମଙ୍ଗଳା କୋଠୀର କଳଶଧାରୀ ଶତାଧିକ ଦେଖଣାହାରୀଙ୍କ…
ଜୁଆ ଆଡ଼ା ଉପରେ ଚଢଉ : ତାସ,ଟଙ୍କା, ମୋବାଇଲ୍ ଫୋନ୍ ଓ ବାଇକ୍ ଜବତ, ୫ଗିରଫ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ରବିବାର ବିଳମ୍ବିତ ରାତିରେ ଓଡ଼ଗାଁ ଆଦର୍ଶଥାନା ପୁଲିସ ଏକ ଜୁଆଆଡା ଉପରେ ଚଢଉକରି ତାସ, ଟଙ୍କା,ମୋବାଇଲ୍ ଫୋନ୍ ଓ ବାଇକ୍ ଜବତ କରିବା ସହ ୫ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ୧୦ରୁ ଅଧିକ ଜୁଆଡ଼ି ଘଟଣା ସ୍ଥଳରୁ ଚମ୍ପଟମାରିଥିବା ସୂଚନା…
ସମାନ ସ୍ଥାନରେ ପୁନଃ ନୂତନ ଦୋକାନ ଗୃହ ନିର୍ମାଣକୁ ବିରୋଧ
ତହସିଲଦାରଙ୍କୁ ଦାବିପତ୍ର ଦେଲେ ଆଞ୍ଚଳିକ ବିକାଶ ପରିଷଦ
ଓଡ଼ଗାଁ: ଓଡ଼ଗାଁ ଶ୍ରୀ ଶ୍ରୀରଘୁନାଥ ଜିଉଙ୍କ ସାମ୍ନାରେ ଦୋକାନ ଘରକୁ ଭାଙ୍ଗି ପୁନର୍ବାର ଦୋକାନ ଘର ନିର୍ମାଣ ନକରିବାକୁ ଆଞ୍ଚଳିକ ବିକାଶ ପରିଷଦ ବିରୋଧ କରିଛି। ଏହି ମର୍ମରେ ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପରିଷଦ ପକ୍ଷରୁ ଏକ…
ନିଖୋଜ ଯୁବକଙ୍କୁ ମୃତ୍ୟୁ ଦେହ ଠାବ ହୋଇଥିବା ଘଟଣା ରେ ଆଜି 5ଜଣକୁ କୋର୍ଟ ଚାଲାଣ।
କାଶୀପୁର / ପୋଡାପାଡ଼ି ରୁ ବୈକୁଣ୍ଠ ଦୁରିଆ: ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ପୋଡାପାଡି ପଞ୍ଚାୟତ ବନ୍ଦପଦର ଗ୍ରାମର ପଇଲି ମାଝି ଚାରିଦିନ ହେଲା ନିଖୋଜ ଥିଲେ । ସୂଚନା ଅନୁଯାୟୀ ପଇଲି ମାଝି ବୁଧବାର ଦିନ ଦଶହରା ଦିନ କେଉଁ ଆଡେ ପଳେଇଯାଇଥିଲେ । ଗୋଟିଏ ଦିନରେ ଅପେକ୍ଷା କରିବା ପରେ ପଇଲି…
ହବିଷ୍ୟାଳି ମା’ଙ୍କ ପାଇଁ ବୃନ୍ଦାବତୀ ନିବାସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ପୁରୀରେ ହବିଷ୍ୟାଳି ମା ମାନଙ୍କ କାର୍ତ୍ତିକ ବ୍ରତ ଆରମ୍ଭ
ହବିଷ୍ୟାଳି ଯୋଜନା ର ମା’ଙ୍କୁ ଗୋଟିଏ ଗୋଟିଏ ଶାଲ୍ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ଜଗନ୍ନାଥ ମୁଖ୍ୟମନ୍ତ୍ରୀଙ୍କୁ ‘କୋଟିଏ ପରମାୟୁ ଦିଅନ୍ତୁ’ – ହବିଷ୍ୟାଳି ମା ମାନେ
ଭୁବନେଶ୍ୱର,: ପୁରୀରେ…
ୱାର୍ଲଡ଼ ସ୍କିଲ ସେଣ୍ଟର ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ ଭି. କେ. ପାଣ୍ଡିଆନ
ଭୁବନେଶ୍ୱର: ଓଡିଶାର ଯୁବଗୋଷ୍ଠୀଙ୍କୁ ବିଶ୍ୱସ୍ତରୀୟ କୌଶଳ ତାଲିମ ପ୍ରଦାନ କରି ରାଜ୍ୟକୁ ଆଗେଇ ନେବାକୁ ହେବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-‘ଟି’ ସଚିବ ଶ୍ରୀ ଭି. କେ. ପାଣ୍ଡିଆନ କହିଛନ୍ତି । ଆଜି ଶ୍ରୀ ପାଣ୍ଡିଆନ ୱାର୍ଲଡ଼ ସ୍କିଲ ସେଣ୍ଟର ପରିଦର୍ଶନରେ ଆସି…
ସମ୍ବେଦନହୀନ ବ୍ଲକ ପ୍ରଶାସନ: ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ବ୍ୟାପକ ଅବ୍ୟବସ୍ଥା
ତଳେ ବସି କାର୍ଯକ୍ରମ କଭର କଲେ ବରିଷ୍ଠ ସାମ୍ବାଦିକ
ବରଗଡ :- ଆଜି ବରଗଡ଼ ଜିଲ୍ଲା ପାଇକମାଲ ଠାରେ ଜିଲ୍ଲାପାଳ ମନୀଷା ବାନାର୍ଜୀ ଙ୍କର ମିଳିତ ଅଭିଯୋଗ ଶୁଣାଣୀ କାର୍ଯକ୍ରମ ରହିଥିଲା । ଜିଲ୍ଲାପାଳ ଙ୍କୁ ନିଜର ସମସ୍ୟା ଜଣାଇବାକୁ ସମଗ୍ର ପାଇକମାଲ ସହିତ ନିକଟସ୍ଥ ଝାରବନ୍ଧ, ଓ ଅନ୍ୟ ସ୍ଥାନରୁ…