Sign in
Sign in
Recover your password.
A password will be e-mailed to you.
ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହା ଙ୍କ ବିୟୋଗରେ ସର୍ଗିବାହାଲ ବୃନ୍ଦାବତୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶୋକସଭା…
ପଦ୍ମପୁର -ସର୍ଗିବାହାଲ ବୃନ୍ଦାବତୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସ୍ବର୍ଗିୟ ବିଜୟ ରଞ୍ଜନ ସିଂ ବରିହା ଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏ ସଭାରେ ପୂର୍ବତନ ସଭାପତି ଶ୍ରୀଯୁକ୍ତ ତ୍ରୀଲୋଚନ ବରିହା, ସମ୍ପାଦକ ଚିତ୍ରସେନ ବେହେରା, ଅଚ୍ୟୁତ କୁମାର ଦାଶ, ରାମଚନ୍ଦ୍ର…
ଯନ୍ତ୍ର ଖତ ଖାଇବା ଆଗରୁ ଲୋକଙ୍କ କାମରେ ଲାଗିବ ତ !!!!!
ଭିତ୍ତିଭୂମି ଅଭାବରୁ ପଦ୍ମପୁର ଏକ୍ସରେ ବିଭାଗରେ ପଡି ପଡି ଖତ ହେଉଛି ଉନ୍ନତ ମାନର ଯନ୍ତ୍ରପାତି ।
ପଦ୍ମପୁର- ଲୋକମାନେ ସୁବିଧାରେ ଏବଂ ବିନା ମୂଲ୍ୟରେ ସ୍ବାସ୍ଥ୍ୟ ସେବା ପାଇ ପାରିବେ ବୋଲି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କିଛି କର୍ମଚାରୀ ଙ୍କ ଖାମଖିଆଲି ମନୋଭାବ ଯୋଗୁଁ…
ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର: ମହାନ୍ ସ୍ୱାଧୀନତା ସଂଗ୍ରାମୀ, ସମାଜବାଦୀ ଆଦର୍ଶର ପ୍ରବକ୍ତା, ‘ସଂପୂର୍ଣ୍ଣ କ୍ରାନ୍ତି’ ଭାବଧାରାର ପ୍ରବର୍ତ୍ତକ ତଥା ସାମାଜିକ ନ୍ୟାୟ ପାଇଁ ଅଙ୍ଗୀକାର ବଦ୍ଧ ଜନନେତା ସ୍ୱର୍ଗତ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କର ଜୟନ୍ତୀ ଅବସରରେ ଆଜି ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ…
ସମ୍ ହସ୍ପିଟାଲରେ ଶିଶୁ ପେଟରୁ ସାଢେ ୭ କେଜି ଓଜନର ଟ୍ୟୁମର୍ ବାହାରିଲା
ଭୁବନେଶ୍ୱର: ସ୍ଥାନୀୟ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲର ଶୈଲ୍ୟ ଚିକିତ୍ସା ବିଭାଗର ଚିକିତ୍ସକ ମାନେ ଏକ ୨୦ ମାସ ବୟସର ଶିଶୁ ପୁତ୍ର ପେଟରୁ ଏକ ଜଟିଳ ଅସ୍ତ୍ରୋପଚାର ମାଧ୍ୟମରେ ସାଢେ ୭ କିଲୋଗ୍ରାମ ଓଜନର ଏକ ଟ୍ୟୁମର ସଫଳତାର ସହ ବାହାର କରିପାରିଛନ୍ତି…
ଜୟ ଓଡ଼ିଶା ଶକ୍ତି ଓ ଗଜଲକ୍ଷ୍ମୀ ସାଂସ୍କୃତିକ ସଂଘ ଦ୍ଵାରା ପବିତ୍ର ଗଜଲକ୍ଷ୍ମୀ ପୂଜା
ଭୁବନେଶ୍ୱର : ବିଗତ କିଛିବର୍ଷ ପରି ଚଳିତ ବର୍ଷ ମଧ୍ୟ, ୟୁନିଟ ୩ ଠାରେ ଜୟ ଓଡ଼ିଶା ଶକ୍ତି ଓ ଗଜଲକ୍ଷ୍ମୀ ସାଂସ୍କୃତିକ ସଂଘ ଦ୍ଵାରା ପବିତ୍ର ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଛି। ଏହା ଅକ୍ଟୋବର ୯ ରୁ ଅକ୍ଟୋବର ୧୬ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ, ପ୍ରତ୍ୟେକ ଦିନ ସନ୍ଧ୍ୟାବେଳେ ଅନେକ…
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ନୂଆଗଡ ବ୍ଲକ୍ ଅନ୍ତର୍ଗତ ଖଜୁରୀପଦାର ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଓ ଆରକ୍ଷୀ ଅଧିକ୍ଷକ…
ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ସଚେତନତା ଶିବିର
https://youtu.be/voXrd3uw2rM
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ରାଣୀପେଣ୍ଠ ସ୍ଥିତ ''ନିୟତୀ" ମାନସିକ ଅନଗ୍ରସର ବିଦ୍ୟାଳୟ ଠାରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।…
ମନ୍ଦାକିନୀ କର ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା
ଭୁବନେଶ୍ୱର: ବିଜୁ ଜନତା ଦଳର ଯୁବନେତ୍ରୀ ମନ୍ଦାକିନୀ କର ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଭାବରେ ନିଯୁକ୍ତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏଥି ନେଇ ନିର୍ଦ୍ଦେଶନାମା ପ୍ରକାଶ ପାଇଛି | ସୂଚନାଯୋଗ୍ୟ ଯେ ମନ୍ଦାକିନୀ ପୂର୍ବରୁ ଶିଶୁ…
“ଅର୍ଚ୍ଚନା ନାଗ ଯୌନ କେଳେଙ୍କାରୀ ସିବିଆଇ ଦ୍ୱାରା ତଦନ୍ତ କରାନ୍ତୁ ମୁଖ୍ୟମନ୍ତ୍ରୀ”
କାହା ଚାପରେ ପୋଲିସ ‘ଅର୍ଚ୍ଚନା ନାଗ ହନିଟ୍ରାପ୍’ ଘଟଣାର ତଦନ୍ତକୁ ଚାପି ଦେବାର ପ୍ରୟାସ କରୁଛି ?
ଶାସକ ବିଜେଡିର ପ୍ରତ୍ୟକ୍ଷ ପୃଷ୍ଟପୋଷକତାରେ ଗତ ୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଚାଲିଆସୁଥିଲା ‘ଅର୍ଚ୍ଚନା ନାଗ ହନିଟ୍ରାପ୍’ ଓ ‘ବ୍ଲାକମେଲିଂ ରାକେଟ୍’
ପୋଲିସ ଜବତ୍…
ଅସହାୟ ଓ ଅବହେଳିତଙ୍କ ଦରଦୀ ବନ୍ଧୁ ଦୀପା
ପ୍ରଶାସନ ଓ ଲୋକଙ୍କ ଭିତରେ ସାଜିଛନ୍ତି ସମ୍ପର୍କର ସେତୁ
ଅଞ୍ଚଳବାସୀଙ୍କ ସମସ୍ୟାର ସମାଧାନ ପାଇଁ ଟ୍ଵିଟର ଗାର୍ଲଙ୍କ ନିରବଛିନ୍ନ ପ୍ରଚେଷ୍ଟା
ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମରେ କଲେ ଅନେକ ସମସ୍ୟା ଉପସ୍ଥାପନ
ବରଗଡ଼: ଯେଉଁଠି ପ୍ରଶାସନର ଲମ୍ଵାହାତ ପହଂଚି ପାରେନି…