ରାଜ୍ୟ ଖ୍ୟଦ୍ୟ ସୁରକ୍ଷା ଯୋଜନାରେ ଆହୁରି ବର୍ଷେ ୫ କେଜି ଲେଖାଏଁ ମାଗଣା ଚାଉଳ

0

ଭୁବନେଶ୍ୱର : ରାଜ୍ୟ ଖ୍ୟଦ୍ୟ ସୁରକ୍ଷା ଯୋଜନାରେ ଆହୁରି ବର୍ଷେ ୫ କେଜି ଲେଖାଏଁ ମାଗଣା ଚାଉଳ ହିତାଧୀକାରୀମାନଙ୍କୁ ମିଳିବ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୩ ନୂଆ ବର୍ଷ ଆରମ୍ଭରୁ ରାଜ୍ୟବାସୀଙ୍କ ପାଇଁ ଏହି ଘୋଷଣା କରିଛନ୍ତି।
ରାଜ୍ୟ ଖାଦ୍ୟ ସୁରକ୍ଷା ହୀତାଧିକାରୀଙ୍କୁ ଆହୁରି ବର୍ଷେ ଯାଏ ମାସକୁ ୫ କେଜି ଲେଖାଏଁ ମିଳିବ ମାଗଣା ଚାଉଳ ପ୍ରଦାନ କରାଯିବ । ଏଥିପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେବ ୧୮୫ କୋଟି ଟଙ୍କା । କୋଭିଡ ସମୟରେ ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ମାଗଣା ଚାଉଳ ପ୍ରଦାନ କରିଥିଲେ । ସେ ସମୟରେ ଗରିବ ଅସହାୟ ଲୋକଙ୍କ ପାଇଁ ତାହା ବେଶ ସହାୟକ ହୋଇଥିଲା |

Leave A Reply

Your email address will not be published.