ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଓ ବିଂଝାଲ ସମାଜ ତରଫରୁ ଦିବଙ୍ଗତ ବିଧାୟକ ଙ୍କୁ ଶ୍ରଦ୍ଧାଞ୍ଜଳୀ

ବରଗଡ :- ଛାତ୍ର ଜୀବନ ରୁ ବିଭିନ୍ନ ଆନ୍ଦୋଳନ ସହିତ ପ୍ରତକ୍ଷ ଭାବରେ ଜଡିତ ରହି ଲୋକଙ୍କ ଅତି ପ୍ରିୟ ନେତା ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାଞ୍ଚ ଥର ବିଧାୟକ ହୋଇଥିବା ବାରିଷ୍ଟ ନେତା , ବିଜୁ ଜନତା ଦଳର ଜିଲ୍ଲା ସଭାପତି , ପୂର୍ବତନ କ୍ୟାବିନେଟ ମନ୍ତ୍ରୀ , ପଦ୍ମପୁର ବିଧାୟକ…

୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍ ଇଣ୍ଡିଆ ୨୦୨୨ ପାଇଁ ଜାତୀୟ ସମର୍ଥନକାରୀଙ୍କ ନାମ ଘୋଷିତ

ଭୁବନେଶ୍ୱର : ଏଆଇଏଫ୍‌ଏଫ୍ ଅଧ୍ୟକ୍ଷ କଲ୍ୟାଣ ଚୌବେ, ଫିଫା ଡାଇରେକ୍ଟର ଅଫ୍ ୟୁଥ୍ ଟୁର୍ଣ୍ଣାମେଂଟ୍‌ସ ଜାମି ୟାର୍‌ଜା ଓ ଏଆଇଏଫ୍‌ଏଫ୍ ସେକ୍ରେଟାରୀ ଜେନେରାଲ ଡଃ ସାଜି ପ୍ରଭାକରନ୍‌ଙ୍କ ଉପସ୍ଥିତିରେ ଓଡିଶା ଟୁରିଜିମ୍‌, ହିରୋ ମୋଟୋକର୍ପ, ଏନ୍‌ଟିପିସି ଲିମିଟେଡ୍‌, ପାୱାର ଗ୍ରିଡ୍ କର୍ପୋରେଶନ…

ଚଳିତ ଶିକ୍ଷାବର୍ଷରେ କିସ୍‍ ଛାତ୍ରଛାତ୍ରୀଙ୍କ ଉଚ୍ଚକୋଟୀର ଶୈକ୍ଷିକ ପ୍ରଦର୍ଶନ

ଭୁବନେଶ୍ୱର, ୮ ।୧୦- ବିଶ୍ୱର ସର୍ବବୃହତ ଆବାସିକ ଜନଜାତି ଅନୁଷ୍ଠାନ କିସରେ ଉପଯୁକ୍ତ ଯତ୍ନ ଓ ଶୈକ୍ଷିକ ପରିବେଶ ପାଇଁ ଏହାର ଛାତ୍ରଛାତ୍ରୀମାନେ ସର୍ବଦା ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ କରିଆସୁଛନ୍ତି । ଚଳିତ ଶିକ୍ଷାବର୍ଷରେ କିସ୍‍ର ଛାତ୍ରଛାତ୍ରୀମାନେ ଉଚ୍ଚକୋଟୀର ଶୈକ୍ଷିକ…

ଘୁମୁସର ମାଟିର ଗର୍ବ : ଓଏଏସ ପାଇଲେ ଫାଲଗୁନୀ କୁମାର ଓ ଲିପିନା ଦାସ

ଭଞ୍ଜନଗର: ଚଳିତ ବର୍ଷର ଓଡିଶା ପ୍ରଶାସନିକ ସେବାର ରେଜଲ୍ଟ ଶୁକ୍ରବାର ପ୍ରକାଶ କରିଛି। ଏଥିରେ ଘୁମୁସର ମାଟି ପାଇଁ ଗର୍ବ ଆଣିଛନ୍ତି ଭଞ୍ଜନଗର ଥାନା ନିକଟ ଭଞ୍ଜ ପରିଷଦ ଗଳିରେ ରହୁଥିବା ଫାଲଗୁନୀ କୁମାର ଓ ଜଗନ୍ନାଥ ପ୍ରସାଦ ନିକଟସ୍ଥ ଜଗନ୍ନାଥପୁର ଶାସନ ଗ୍ରାମର ସ୍ୱର୍ଗତ ସୁରେନ୍ଦ୍ର ଦାସ ଙ୍କ…

ବେଙ୍ଗାଲୁରୁରେ ଦୁର୍ଘଟଣା ଗ୍ରସ୍ତ ଓଡ଼ିଆ ସ୍ୱିଗି ବୟ ଙ୍କୁ ଉଦ୍ଧାର କଲା “ଓଡିଶା ମୋ ପରିବାର”

ଭୁବନେଶ୍ୱର: କ୍ଷତ ବିକ୍ଷତ ହୋଇ ରାସ୍ତା କଡ଼ରେ ପଡ଼ିଥିଲେ ବେଙ୍ଗାଲୁରୁରେ କାମ କରୁଥିବା ଜଣେ ଓଡିଆ ସ୍ଵିଗି ବୟ |  ଏହି ଦୁଃଖଦ ଖବର ଶୁଣିବା ପରେ ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର | ସୁଦୂର ବେଙ୍ଗାଲୁରୁରେ ଚିକିତ୍ସା ସେବା ପାଇଲେ ଏବଂ ସୁସ୍ଥ ହେବା ପରେ ନିଜ ଘରକୁ ମଧ୍ୟ ଫେରିଲେ ।…

ଚଳିତ ପାର୍ବଣ ଋତୁରେ ରିଲାଏନ୍ସ ଜୁଏଲ୍ସ ଶୁଭାରମ୍ଭ କରିଛି ମହାଳୟା କଲେକ୍‌ସନ

 ପାରମ୍ପରିକ ଜୁଏଲାରୀର ଆକର୍ଷଣୀୟ ସମ୍ଭାର ଯାହାକି ମହାରାଷ୍ଟ୍ରର କଳା, ସଂସ୍କୃତି ଓ ଐତିହ୍ୟ ଦ୍ୱାରା ଅନୁପ୍ରେରିତ ଭୁବନେଶ୍ୱର : ରିଲାଏନ୍‌ସ ଜୁଏଲ୍‌ସ, ଭାରତର ସବୁଠାରୁ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ ଯାହାକି କଳା, ସଂସ୍କୃତି, ପରମ୍ପରା ଓ ବିଶ୍ୱାସ ଦ୍ୱାରା ଅନୁପ୍ରେରିତ ଅନେକ କଲେକ୍‌ସନ…

କିସ୍‍ର ୪ ଛାତ୍ରୀଛାତ୍ର ପାଇଲେ ଓସିଏସ୍‍

ଭୁବନେଶ୍ୱର : ଓଡ଼ିଶା ସିଭିଲ୍‍ ସର୍ଭିସେସ୍‍ ପରୀକ୍ଷା ଫଳ ୨୦୨୦ ପ୍ରକାଶ ପାଇଛି । ଏଥିରେ କିସ୍‍ର ୪ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନେ ହେଲେ ରାଇମାତ ଟୁଡୁ, ମଣ୍ଟୁ ଖମାରୀ, ହେମନ୍ତ ପୁଟା ଓ ନୀଳମାଧବ ପାତ୍ର। ରାଇମାତ ମୟୂରଭଞ୍ଜ ଜିଲ୍ଲାରୁ ଆସିଥିବା ବେଳେ ମଣ୍ଟୁ ଓ ହେମନ୍ତ…

ଜଗତସିଂହପୁରରେ ଦଶହରା ଦୁର୍ଗାପୂଜା ଭସାଣି ଅନୁଷ୍ଠିତ

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ପୋୖରାଞ୍ଚଳରେ ଦଶହରା ଦୁର୍ଗାପୂଜା ଭଷାଣି ଧୁମ ଧାମରେ ସମାପ୍ତ ହୋଇଯାଇଛି । ଏହି ଦଶହରା ପର୍ବରେ ପାଞ୍ଚ ଦିନ ବ୍ୟାପି ମା ଦୁର୍ଗା ନିଜ ଅନ୍ୟାନ୍ୟ ରୂପରେ ପୂଜା ପାଇବା ପରେ ଆଜି ମା ଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିଯୋଗୁ ମାଙ୍କ…

ଚହରଙ୍କ ବଦଳରେ ସୁନ୍ଦର

ନୂଆଦିଲ୍ଲୀ :ପିଠିରେ ଯନ୍ତ୍ରଣା ଅନୁଭବ କରିବା ପରେ ପେସର ଦୀପକ ଚହାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅବଶିଷ୍ଟ ଦୁଇଟି ଦିନିକିଆ ମ୍ୟାଚରୁ ଅବ୍ୟାହତି ନେଇଛନ୍ତି | ଦୀପକ ବଦଳରେ  ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦରଙ୍କୁ ଭାରତୀୟ  ଦଳରେ ସ୍ଥାନ ଦିଆଯାଇଛି। ଆସନ୍ତା କାଲି ଦ୍ଵିତୀୟ ଦିନିକିଆ ମ୍ୟାଚ…

ଓଡ଼ିଶା ପ୍ରଶାସନିକ ସେବାରେ ସଫଳତା ଆଣିଲେ ପଦ୍ମପୁର ର ପ୍ରାଚୁର୍ଯ୍ୟ ।

ପଦ୍ମପୁର-ପିଲାଟି ଦିନରୁ ଜନ୍ମାନ୍ଧ ହୋଇ କେବେ ହାର ମାନି ନଥିବା ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ସତିଭଟା ଗ୍ରାମର ପ୍ରଧ୍ୟାପକ ରବିରଞ୍ଜନ ପ୍ରଧାନ ମାତା ଜୟନ୍ତୀ ପ୍ରଧାନ ଙ୍କ ପୁତ୍ର ପ୍ରାଚୁର୍ଯ୍ୟ କୁମାର ପ୍ରଧାନ ଓଡ଼ିଶା ପ୍ରଶାସନୀକ ସେବା ୨୦୨୦ ରେ ୨୯୨ ରେଙ୍କ୍ ରେ କୃତକାର୍ଯ୍ୟ…