ମନ୍ଦିର ଜମିରୁ ଜବରଦଖଲ ହଟାଇବା ଦାବି କରି ଆକ୍ରମଣ ଶିକାର ହେଲେ ସମାଜସେବୀ

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଆଦର୍ଶ ଥାନା ଓ ଏନ୍ଏସି ଅନ୍ତର୍ଗତ ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିର ଜାଗାରୁ ଜବରଦଖଲ ହଟାଇବାକୁ ଦାବିକରି ସମାଜସେବୀ ସୁଶାନ୍ତ କୁମାର ସାହୁ ଆକ୍ରମଣର ଶିକାର ହୋଇଥିବା ନେଇ ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ ହୋଇଛି । ନୟାଗଡ଼ ଉପ-ଜିଲ୍ଲାପାଳ ତଥା…

ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସୋଆର ୧୬ ଗବେଷକ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୧୬ ଜଣ ବିଶିଷ୍ଟ ଗବେଷକ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛନ୍ତି । ୨୦୨୨ ନିମନ୍ତେ ଆମେରିକାର ପ୍ରତିଷ୍ଠିତ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଷୟବସ୍ତୁ ଆଧାରକୁ ନେଇ ପ୍ରକାଶିତ ଏହି…

ନିର୍ଭୀକ ଦାୟିତ୍ବବୋଧ ସତ୍ୟ ଓ ତଥ୍ୟ ଭିତ୍ତିକ ଖବର ପ୍ରସାରଣ ର ମାଧ୍ୟମ ହେଉ ୱେବମିଡ଼ିଆ

ବରଗଡ଼ : ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ପଶ୍ଚିମ ଓଡିଶା ୱେବ ମିଡ଼ିଆ ଆସୋସିଏସନ ଆନୁକୂଲ୍ୟ ରେ ଅନୁଷ୍ଠିତ ସ୍ଵନକ୍ଷତ୍ର ଦିବସ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅବସର ରେ ଆୟୋଜିତ ସାମ୍ରାତିକ ସମାଜରେ ୱେବ ମିଡ଼ିଆ ର ଭୂମିକା ଶୀର୍ଷକ ଆଲୋଚନା ଚକ୍ର ରେ ଗଣ ମାଧ୍ୟମ ର ଗୁରତ୍ବ ପୂର୍ଣ ଭୂମିକା…

“ସଖୀ”ୱାନ୍ ଷ୍ଟପ୍ ସେଣ୍ଟର ପକ୍ଷରୁ ଆନ୍ତର୍ଜାତିକ କନ୍ୟା ସନ୍ତାନ ଦିବସ ପାଳିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ "ସଖୀ"ୱାନ୍ ଷ୍ଟପ୍ ସେଣ୍ଟର ପକ୍ଷରୁ ଆନ୍ତର୍ଜାତିକ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ "ସଖୀ"ୱାନ୍ ଷ୍ଟପ୍ ସେଣ୍ଟର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ…

ଷଷ୍ଠ ଜଗତସିଂହପୁର ଜିଲ୍ଲାପରିଷଦର ଦ୍ଵିତୀୟ ସାଧାରଣ ବୈଠକ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଷଷ୍ଠ ଜଗତସିଂହପୁର ଜିଲ୍ଲାପରିଷଦ ଦ୍ଵିତୀୟ ସାଧାରଣ ବୈଠକ ଜିଲ୍ଲାପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି l ବୈଠକରେ ଯୋଗଦେଇ ସରକାରୀ ମୁଖ୍ୟ ସଚେତନ ତଥା ବିଧାୟକ, ଜଗତସିଂହପୁର ଶ୍ରୀ…

ଟାଇମ୍‍ସ ହାଇଅର ଏଜୁକେସନ୍‍ ର‌୍ୟାଙ୍କିଙ୍ଗ ୨୦୨୩

ବିଶ୍ୱ ରାଙ୍କିଙ୍ଗରେ ଉପରକୁ ଉଠିଲା କିଟ୍‍ ଭୁବନେଶ୍ୱର, ୧୨ ।୧୦: ଟାଇମ୍‍ସ ହାଇଅର ଏଜୁକେସନ୍‍ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ ଉପରକୁ ଉଠିଛି କିଟ୍‍ ବିଶ୍ୱବିଦ୍ୟାଳୟ । ବୁଧବାର ଟାଇମ୍‍ସ ହାଇଅର ଏଜୁକେସନ୍‍ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ- ୨୦୨୩ ପ୍ରକାଶିତ ହୋଇଥିବା ବେଳେ ଏଥିରେ…

ବିଧାୟକ ଅରୁଣ ସାହୁଙ୍କ ନେତୃତ୍ୱରେ ସାକେରି ପଂଚାୟତରେ ଜନସମ୍ପର୍କ ପଦଯାତ୍ରା

ପଦଯାତ୍ରାରେ ସାମିଲ ହେଲେ ଶତାଧିକ ସମର୍ଥକ କୋରପିଠା ପଞ୍ଚାୟତ ପଦଯାତ୍ରାର ନେତୃତ୍ୱ ନେଲେ ବ୍ଳକ ଅଧ୍ୟକ୍ଷ ଲୋକନାଥ ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ବିଜେଡି ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କର ନିର୍ଦେଶକ୍ରମେ ଓଡଗାଁ ବିଜୁ ଜନତା ଦଳ ପକ୍ଷରୁ ସାକେରୀ…

ଶିଖରପୁର ପଞ୍ଚାୟତ ଉପ-ନିର୍ବାଚନ: ସମିତିସଭ୍ୟ ପଦବୀ ପାଇଁ ୩ ପ୍ରାର୍ଥୀପତ୍ର ଦାଖଲ

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ ଜିଲ୍ଲା ଓଡଗାଁ ବ୍ଲକ୍ ଅଧୀନ ଶିଖରପୁର ପଞ୍ଚାୟତରେ ସମିତିସଭ୍ୟ ପଦବୀ ନିମନ୍ତେ ଉପନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜନୀତି ଉଷ୍ମତା ଦେଖିବାକୁ ମିଳିଛି। ପ୍ରଥମ ଓ ଦ୍ବିତୀୟ ଦିନରେ କେହି ପ୍ରାର୍ଥୀପତ୍ର ଦାଖଲ କରିନଥିବା ବେଳେ ତୃତୀୟ…

ସର୍ବମଙ୍ଗଳ କାମନା କରି ମା ଲଷ୍ମୀ ଙ୍କୁ ଦର୍ଶନ କଲେ ବ୍ଲକ ଅଧ୍ୟକ୍ଷ୍ୟା ସାବିତ୍ରୀ ସେଠୀ

ହାଟଡିହି, (ମକର ଧ୍ୱଜ ଯେନା) : କେଉଁଝର ଜିଲ୍ଲା ହାଟଡିହି ବ୍ଲକର ହାଟଡିହି, ଛେନାପଦି, ମତାବାଜ, ଶାଳଣିଆଁ ବଜାର ଭଳି ବିଭିନ୍ନ ଅଞ୍ଚଳରେ ମହାସମାରୋହରେ ଅନୁଷ୍ଟିତ ହୋଇଛି ପ୍ରସିଦ୍ଧ ଗଜ ଲକ୍ଷ୍ମୀ ପୂଜା।ଏହି ପୂଜାରେ ଆକର୍ଷଣୀୟ ତୋରଣ ସହିତ ସୁ ସଜ୍ଜିତ ଆଲୋକ ମାଳାରେ ପୂଜାମଣ୍ଡପ ଗୁଡିକ ହଜାର…

ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସୋଆ ଉଦାହରଣ ସୃଷ୍ଟି କରିଛି: ସ୍ୱାସ୍ଥ୍ୟ ମନ୍ତ୍ରୀ

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ପକ୍ଷରୁ ବିଶ୍ୱ ଗଣ୍ଠିବାତ ଦିବସ ପାଳିତ ଭୁବନେଶ୍ୱର: ଦୀର୍ଘ ବର୍ଷ ଧରି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓଡ଼ିଶାବାସୀଙ୍କୁ ନିରନ୍ତର ସ୍ୱାସ୍ଥ୍ୟ ସେବା ପ୍ରଦାନ କରି ଆସୁଛି । କୋଭିଡ ମହାମାରୀ ସମୟରେ ସୋଆ ପରିଚାଳିତ କୋଭିଡ ହସ୍ପିଟାଲଗୁଡ଼ିକର ଉତ୍କୃଷ୍ଟ…