Sign in
Sign in
Recover your password.
A password will be e-mailed to you.
ଗଜପତି ଜିଲ୍ଲା ସ୍ତରୀୟ ଆନ୍ତଃବିଦ୍ୟାଳୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ୧୭ ବର୍ଷରୁ କମ୍ ବୟସର ବାଳକ ବାଳିକା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଗଜପତି ଷ୍ଟାଡିୟମ୍ ପାରଳାଖେମୁଣ୍ଡି ପରିସରରେ ଅନୁଷ୍ଠିତ ହୋଯାଇଅଛି। ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟନ ଉତ୍ସବରେ ଜିଲ୍ଲାପରିଷଦ ସଭାପତି…
ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ
ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆନୁକୂଲ୍ୟରେ ସରକାରୀ ବାଳିକା ବିଦ୍ୟାଳୟଠାରେ ପାଳିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରରୁ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଚ୍ଚଳା ମହାନ୍ତି ଡେପୁଟି ମ୍ୟାନେଜର ସୁକାନ୍ତ କୁମାର…
ଜିଲ୍ଲାସ୍ତରୀୟ ଆନ୍ତଃବିଦ୍ୟାଳୟ ସମୂହ ଫୁଟବଲ ଟୁର୍ନାମେଣ୍ଟ -୨୦୨୨ ଉଦଘାଟନ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମଠାରେ ଜିଲ୍ଲାସ୍ତରୀୟ ଅନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ନାମେଣ୍ଟ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟୱାରୀ ଦ୍ୱାରା ଉଦଘାଟିତ ହୋଇଯାଇଅଛି l ଜଗତସିଂହପୁର ଜିଲ୍ଲାର ସମସ୍ତ ବ୍ଲକରୁ ୧୭ ବର୍ଷରୁ କମ ବର୍ଗର କ୍ରୀଡା ଛାତ୍ରଛାତ୍ରୀ…
ବିକଳାଙ୍ଗ ଭତ୍ତାରୁ ବଞ୍ଚିତ ବାସୁଦେବ
କାଶୀପୁର / ଟିକିରି ରୁ ବୈକୁଣ୍ଠ ଦୁରିଆ : "ଆମେ ଗରିବ ଲୋକ | ସରକାର ବିକଳାଙ୍ଗ ଙ୍କୁ ଭତ୍ତା ଦେଉଛନ୍ତି | ଏହା ମିଳୁଥିଲେ କିଛି ମାତ୍ରାରେ ଆମ ଚଳିବାରେ ସହାୟକ ହେଉଥାନ୍ତା | କିନ୍ତୁ ମୋତେ ଭତ୍ତା ମିଳୁନି | ମୁ କାହାକୁ କହିବି ? ଶୁଣିବ କିଏ ? କଥା କହିବା ପାଇଁ ବି ଜୋର ପାଉନି | ଏଇ ଦୁଃଖ…
ଓଡିଶାର ସର୍ବୋତମ ମୋବାଇଲ ନେଟ୍ୱର୍କର ମାନ୍ୟତା ହାସଲ କରିଛି ଏୟାରଟେଲ୍
ଭୁବନେଶ୍ୱର : ଦେଶର ଅଗ୍ରଣୀ ଟେଲି-କମ୍ୟୁନିକେଶନ୍ସ ସର୍ଭିସ୍ ପ୍ରଦାତା ଏୟାରଟେଲକୁ ଓପନ୍ସିଗ୍ନାଲ ପକ୍ଷରୁ ଭିଡିଓ ଷ୍ଟ୍ରିମିଙ୍ଗ୍, ଗେମ୍ସ, ଭଏସ୍ ଆପ୍ ଓ ଡାଉନ୍ଲୋଡ୍ ସ୍ପିଡ୍ ପାଇଁ ଓଡିଶାର ସର୍ବୋତମ ନେଟ୍ୱର୍କ ଭାବେ ସମ୍ମାନିତ କରାଯାଇଛି । ଓଡିଶାରେ ଏୟାରଟେଲ୍ର ଉପଭୋକ୍ତାମାନେ…
୫ଜି ଜରିଆରେ ବଦଳିବ ଗାଁର ରୂପରେଖ, “ଜିଓ ଗୋ-ସମୃଦ୍ଧି” ଜରିଆରେ ଲମ୍ପି ଭଳି ରୋଗ ଦୂର ହେବ
- ଜିଓ-କୃଷି ଜରିଆରେ ରିଅଲ ଟାଇମ୍ରେ ଚାଷୀଙ୍କୁ ମିଳିବ ମହତ୍ୱପୂର୍ଣ୍ଣ ସୂଚନା
- ୫ଜି ସଂଯୁକ୍ତ ଡ୍ରୋନ୍ ମାଧ୍ୟମରେ ହେବ ଔଷଧ ସିଂଚନ
ଭୁବନେଶ୍ୱର: ରିଲାଏନ୍ସ ଜିଓ ଏଭଳି କିଛି ୫ଜି ସମାଧାନ ବିକାଶ କରିଛି ଯାହା ଗ୍ରାମୀଣ ଭାରତର ରୂପରେଖ ବଦଳାଇବାର କ୍ଷମତା ରଖିଛି । ଏହି ୫ଜି…
ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ ହେଲେ ‘ଆମ ମାହାଙ୍ଗା” ଅଧ୍ୟକ୍ଷ
ସାଲେପୁର/ମାହାଙ୍ଗା : ଦେବେନ୍ଦ୍ର ଷଡ଼ଙ୍ଗୀ- ସାଲେପୁର ଆଞ୍ଚଳିକ ସାମ୍ବାଦିକ ସଂଘ ପକ୍ଷରୁ ଶାରଦୀୟ ଅଭିନନ୍ଦନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କଲେଜ ରୋଡ଼ ସ୍ଥିତ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ସଂଘର ସଭାପତି ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ଦାଶ ଙ୍କ ସଭାପତିତ୍ବ ରେ…
କେତେ ଥର କହିବା ଲଜ୍ଜା ଲଜ୍ଜା ବୋଲି !!!!!!!!
ପୁଣି ଖଟିଆ ରେ ବୁହା ହେଲେ ଗର୍ଭବତୀ ।
ନବରଙ୍ଗପୁର/ଝରିଗାଁ : ଲଜ୍ଜା ଲଜ୍ଜା ବୋଲି ଯେତେ କହିଲେ ବି ସ୍ଥିତିରେ ସୁଧାର ଆସୁନି | ବାରମ୍ବାର ଦୁର୍ଭାଗ୍ୟଜନକ ଅଘଟଣ ପଦାକୁ ଆସୁଛି | ଏବେ ପୁଣି ଏକ ଦୁଭାର୍ଗ୍ୟଜନକ ଅଘଟଣ ଖବର ଆସିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ…
ସ୍ବର୍ଗତ ବିଧାୟକ ଙ୍କୁ ଶ୍ରଦ୍ଧାଞ୍ଜଳୀ
ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ସ୍ବର୍ଗତ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବାରିହା ଙ୍କର ଉଦ୍ଧେଶ୍ୟରେ ଆଜି ପାଇକମାଲ ସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ଧର୍ମଶାଳା ଠାରେ ସ୍ଥାନୀୟ ବିଜୁ ଜନତା ଓ ପାଇକମାଲ ବଣିକ ସଂଘ ତରଫରୁ ଏକ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ କରାଯାଇଥିଲା ।…
‘ମୋ ସ୍କୁଲ୍ ଅଭିଯାନ’ର ୩୬ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ: ୭୬୯.୭୦ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ
ସ୍କୁଲ୍ସ୍ତରରେ ସର୍ଭିସ୍ ଭଲୁ୍ୟଣ୍ଟିୟରିଂକୁ ପ୍ରୋତ୍ସାହନ
ସ୍କୁଲ୍ ସୁରକ୍ଷା, ରକ୍ଷଣାବେକ୍ଷଣ ପାଇଁ ପ୍ରଶିକ୍ଷଣ ନେବେ ଏସ୍ଏଚ୍ଜି ସଦସ୍ୟ
୩୪୬୫ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟରେ ନୂଆ ପ୍ରକଳ୍ପ
ରୂପାନ୍ତରିତ ସ୍କୁଲ୍ରେ ‘ଇନ୍ଫ୍ରାଷ୍ଟ୍ରକcର୍…