ହିତାଧିକାରୀଙ୍କ ଜମାଖାତାରୁ ୧୫ଶହଟଙ୍କା ଉଠାଇ କିଓସ୍କ ବ୍ୟାଙ୍କ କର୍ମଚାରୀ ଗିରଫ।

ଉମରକୋଟ/ ଜିତେନ୍ଦ୍ର ମହାନ୍ତି-ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ ଅନ୍ତର୍ଗତ ବୋକଦା ପଞ୍ଚାୟତ ର ଉମର ଗାଁରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା।ଜମା ଖାତାରୁ ଟଙ୍କା ଉଠାଇ ନେଇଯାଇଛନ୍ତି ନିଜେ କିଓସ୍କ ବ୍ୟାଙ୍କ କର୍ମଚାରୀ। ବିକ୍ରମ (୩୫) ଙ୍କ ମାଁ ମିତାଲି ଭତ୍ରା (୭୦) ବୃଦ୍ଧ…

ମୁଖ୍ୟ ଛକ ମରାମତି ନ ହେଲେ ଆନ୍ଦୋଳନର ଚେତାବନୀ ଦେଲେ ସାମ୍ବାଦିକ ସଙ୍ଘ

ବରଗଡ :- ବରଗଡ ଜିଲ୍ଲାର ପାଇକମାଲ ବ୍ଲକ ରେ ବିଶ୍ୱପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ର ପାଦଦେଶରେ ଅବସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଙ୍କର ମନ୍ଦିର କୁ ପ୍ରତ୍ୟେକ ଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ, ତୀର୍ଥଯାତ୍ରୀ ଓ ପର୍ଯଟକ ପାଇକମାଲ ମୁଖ୍ୟ ଛକ…

ଲୋକଙ୍କ ସେବା କୁ ଅଗ୍ରାଧିକାର ଦିଅ :- ବିଧାୟକ ଶ୍ରୀ ସୁଶାନ୍ତ ସିଂ

ସୋହେଲା ସରପଞ୍ଚ ସଂଘର ପ୍ରଥମ ବୈଠକ ଓ ନିର୍ବାଚନ ବରଗଡ :- ଆଜି ସୋହେଲା ବ୍ଲକ୍ ର ସମସ୍ତ ଗ୍ରାମ ପଞ୍ଚାୟତ ର ସରପଞ୍ଚ ତଥା ସରପଞ୍ଚ ପ୍ରତିନିଧି ଙ୍କ ଉପସ୍ଥିତି ରେ ସୋହେଲା ସରପଞ୍ଚ ସଂଘ ର ପ୍ରଥମ ବୈଠକ ସୋହେଲା ଗୌରୀ କଲ୍ୟାଣ ମଣ୍ଡପ ସ୍ଥିତ ସାଂସ୍କୃତିକ ଭବନ ଠାରେ ଆୟୋଜନ କରାଯାଇଥିଲା । ଏହି…

Breaking : ବ୍ରିଟେନ ଅର୍ଥମନ୍ତ୍ରୀଙ୍କୁ ବହିଷ୍କାର କଲେ ପ୍ରଧାନମନ୍ତ୍ରୀ

 ଲଣ୍ଡନ : ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ ତାଙ୍କ ଅର୍ଥମନ୍ତ୍ରୀ କ୍ୱାସି କ୍ୱାର୍ଟେଙ୍ଗଙ୍କୁ ବରଖାସ୍ତ କରିଛନ୍ତି ବୋଲି ବିସିସି ସୂତ୍ରରୁ ଜଣାପଡିଛି |

ବେଆଇନ ହୁକ ପକାଇବାରେ ଭୟଙ୍କର ବିପଦ

ଭୁବନେଶ୍ୱର: ବେଆଇନ ଭାବେ ହୁକ ଜରିଆରେ ବିଦ୍ୟୁତ୍ ସଂଯୋଗ ଯୋଗୁଁ ମହାକାଳପଡ଼ାର ବିଜୟନଗର ଗ୍ରାମରେ ତିନି ମଇଁଷିର ମୃତ୍ୟୁ ଘଟିଛି । ସେହି ଗ୍ରାମର ବାସିନ୍ଦା ସଞ୍ଜୟ ଦାଶ ବାଉଁଶରେ ତିଆରି ଅସ୍ଥାୟୀ ଖୁଂଟ ଏବଂ ବେଆଇନ ହୁକ ଜରିଆରେ ବିଦ୍ୟୁତ୍ ସଂଯୋଗ ନେଇଥିଲେ । ଗତକାଲି ଯେତେବେଳେ ଗ୍ରାମର…

ବିଜୟ ରଞ୍ଜନ ସିଂ ବାରିହାଙ୍କର ଶ୍ରାଦ୍ଧଦିବସରେ 30 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମ

ଶ୍ରଦ୍ଧାଞ୍ଜଳୀ ସଭାରେ ବିଜୟ ବାବୁଙ୍କ ସ୍ମରଣିକା ଉନ୍ମୋଚିତ ବରଗଡ :- ପୂର୍ବତନ କ୍ୟାବିନେଟ ମନ୍ତ୍ରୀ , ଜିଲ୍ଲା ବିଜୁ ଜନତା ଦଳର ସଭାପତି , ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର ଆଜି ଥିଲା ଶ୍ରାଦ୍ଧ । ଏହି ଅବସରରେ ପଦ୍ମପୁର ସହର ଓ ରାଜବାଟି ପଡିଆ…

ଜ୍ଞାନବାପି ମାମଲା: ମସଜିଦ କମ୍ପ୍ଲେକ୍ସ ଭିତରେ ‘ଶିବଲିଙ୍ଗ’ ଥିବାର କୌଣସି ପ୍ରାମାଣିକ ତଥ୍ୟ ନାହିଁ !

ଜ୍ଞାନବାପି ମାମଲା: ମସଜିଦ କମ୍ପ୍ଲେକ୍ସ ଭିତରେ 'ଶିବଲିଙ୍ଗ' ଥିବାର କୌଣସି ବୈଜ୍ଞାନିକ ବା ବିଜ୍ଞାନସମ୍ମତ ପ୍ରାମାଣିକ ତଥ୍ୟ ନାହିଁ ବୋଲି  ଦର୍ଶାଇ ବନାରସର ଏକ ଅଦାଲତ ହିନ୍ଦୁ ପକ୍ଷଙ୍କ ଆବେଦନକୁ ଖାରଜ କରିଛନ୍ତି |

ହୋଇପାରିଲାନି ମାନଭଞ୍ଜନ, ସ୍ୱାଧୀନ ଭାବେ ରାଜେନ୍ଦ୍ରଙ୍କ ନାମାଙ୍କନ ପତ୍ର ଦାଖଲ

ଭଦ୍ରକ : (ସତ୍ୟବ୍ରତ ନାୟକ): ଧାମନଗର ଉପନିର୍ବାଚନ ପାଇଁ ଜାରି ରହିଥିବା ସସପେନ୍ସରେ ପଡିଛି ପୂର୍ଣ୍ଣଛେଦ । ବିଜେଡି ଟିକଟରୁ ବଞ୍ଚିତ ହେବା ପରେ ଦଳୀୟ ନିଷ୍ପତ୍ତିରେ କ୍ଷୁବ୍ଧ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲର…

ଆଗାମୀ ଦିନରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ମଙ୍ଗ କିଏ ଧରିବ !

ପଦ୍ମପୁର : ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଜୟ ରଂଜନ ସିଂ ବରିହାଙ୍କ ଗତ ୩ ତାରିଖ ଦିନ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ଘଟିଛି । ବିଧାୟକଙ୍କ ଦେହାନ୍ତ ପରେ ରାଜନୈତିକ ଚର୍ଚାରେ ଏବେ ଯୋର ଧରିଛି କି ଆଗାମୀ ଦିନରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ମଙ୍ଗ କିଏ…

ଜିଲ୍ଳା ସାମ୍ବାଦିକ ସଂଘ ତରଫରୁ କୁଷ୍ଠାଶ୍ରମରେ ନୁଆଖାଇ ଭେଟଘାଟ: ସମ୍ବର୍ଦ୍ଧିତ ହେଲେ ହାସ୍ୟ ଲେଖକ

ମେଲଛାମୁଣ୍ଡା(ମନୋଜ ଭୋଇ)- ଜିଲ୍ଳା ସମ୍ବାଦିକ ସଂଘ ତରଫରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମଣ୍ଡାପଡାସ୍ଥିତ କୁଷ୍ଠାଶ୍ରମ ଅନ୍ତେବାସୀଙ୍କ ସହ ବାର୍ଷିକ ଉତ୍ସବ ଏବଂ ନୂଆଖାଇ ବେଟ ପାଳିତ ହୋଇଯାଇଛି । ସଂଘର ସଭାପତୀ ନାସିର ଖାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବରଗଡ ବିଧାୟକ ଦେବେଶ…