Sign in
Sign in
Recover your password.
A password will be e-mailed to you.
“ଉଷାକୋଠୀ” ପର୍ବ ଉଦଯାପିତ : ଶେଷ ଦୁଇ ଦିନରେ ଦୁଇଟି ନାଟକ ମଞ୍ଚସ୍ଥ
https://youtu.be/8UL7pLoWUKk
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ବାପୁଜୀ ପେଣ୍ଠ ଗାଁ ରେ ପ୍ରତି ପାଞ୍ଚ ବର୍ଷରେ ଥରେ ହେଉଥିବା ବହୁ ପୂରାତନ "ଉଷାକୋଠୀ" ପର୍ବ ଉଦଯାପିତ ହୋଇଯାଇଛି। ଦଶହରା ଦିନ ଠାରୁ ଆରମ୍ଭ ହେଇଥିବା ଏହି ପର୍ବ ଗୁରୁବାର ଭୋର…
ତୃତୀୟ ଦିବସରେ ଗଜପତି ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ତୃତୀୟ ଦିବସରେ ଗଜପତି ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ୧୭ ବର୍ଷରୁ କମ୍ ବୟସର ବାଳକ ବାଳିକା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଗଜପତି ଷ୍ଟାଡିୟମ୍ ପାରଳାଖେମୁଣ୍ଡି ପରିସରରେ ଚାଲୁରହିଛି। ଦ୍ୱିତୀୟ ଦିବସର ପ୍ରଥମ ପ୍ରଯ୍ୟାୟରେ ଆର. ଉଦୟଗିରି ଓ ନୂଆଗଡ…
ଆନ୍ତର୍ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅନ୍ତର୍ଗତ ନେହେରୁ ଯୁବ କେନ୍ଦ୍ର ତରଫରୁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳିତ…
‘୫-ଟି’ ଉପକ୍ରମର କାର୍ଯ୍ୟାନ୍ୱୟନରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନେ ଅଗ୍ରଣୀ ଭୂମିକା ନିର୍ବାହ କରନ୍ତୁ ।…
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନଙ୍କୁ ହିସାବ ରକ୍ଷଣ ଓ ବିତ୍ତୀୟ ପରିଚାଳନା ପ୍ରଶିକ୍ଷଣ
ଭୁବନେଶ୍ୱର : ଅଧୁନା ବୈଷୟିକ ବିଜ୍ଞାନର ଦ୍ରୁତ ପରିବର୍ତ୍ତନ ଘଟୁଛି l ସେହି ଅନୁସାରେ ଆଇନ୍, ନିୟମ କାନୁନ୍ ଏବଂ କାରବାରରେ ପରିବର୍ତ୍ତନ କରାଯାଉଛି l ରାଜ୍ୟ ସରକାର ଏବେ‘୫-ଟି’ ଉପକ୍ରମ…
ଜୟ ଓଡ଼ିଶା ଶକ୍ତି ଓ ଗଜଲକ୍ଷ୍ମୀ ସାଂସ୍କୃତିକ ସଂଘ ଗଜଲକ୍ଷ୍ମୀ ପୂଜା: ଚତୁର୍ଥ ସନ୍ଧ୍ୟାରେ ଆଳତୀରେ ସାମିଲ ହେଲେ…
ଭୁବନେଶ୍ୱର :ଧରାବତରଣ କରିଛନ୍ତି ଧନଦାତ୍ରୀ ମା' ଗଜଲକ୍ଷ୍ମୀ। ମା'ଙ୍କ ଆବାହନ ପାଇଁ ଉତ୍ସବମୁଖର ହୋଇଉଠିଛି ପୂରପଲ୍ଲୀ। ବିଭିନ୍ନ ପୀଠ ଓ ମଣ୍ଡପରେ ରୀତିନୀତି ଅନୁଯାୟୀ ମା'ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ଚଳିତ ବର୍ଷ ମଧ୍ୟ, ୟୁନିଟ ୩ ଠାରେ ଜୟ ଓଡ଼ିଶା ଶକ୍ତି ଓ ଗଜଲକ୍ଷ୍ମୀ…
ବଂଚିବାର ନୂଆ ରାହା ପାଇଲେ ଦିବ୍ୟାଙ୍ଗ ଅଖିଳ, ସାହା ହେଲା ଓଡିଶା ମୋ ପରିବାର
ଭୁବନେଶ୍ୱର : ଦିବ୍ୟାଙ୍ଗ ଅଖିଳଙ୍କ ଜୀବନରେ ଘୋଟି ଆସିଥିବା ଅନ୍ଧକାରକୁ ଦୂର କଲା ଓଡ଼ିଶା-ମୋ ପରିବାର । ଜୀବନ ଜିଇବା ଦୁର୍ବିସହ ହୋଇପଡ଼ିଥିଲା ତାଙ୍କର, ତାଙ୍କ ଜୀବନକୁ ସହଜ କରିବା ପାଇଁ ଆଶାର ଆଲୋକ ସାଜି ଓଡ଼ିଶା-ମୋ ପରିବାର ଯୋଗାଇଦେଲା “କୃତ୍ରିମ ଅଙ୍ଗ” |କେନ୍ଦ୍ରାପଡ଼ା ଜିଲ୍ଲା ନୂଆପଡ଼ା…
ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ସହ ଫ୍ରେଞ୍ଚ ପ୍ରତିନିଧିମଣ୍ଡଳଙ୍କ ଆଲୋଚନା
ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ପୂର୍ବାହ୍ନରେ ଲୋକସେବା ଭବନସ୍ଥ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ୱଥୀ.ଏସ୍ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ କୋଲକାତାରେ ଥିବା କନସୋଲାଟ୍ ଜେନେରାଲ ଡେଡିଅର ତାଲପେନ୍ଙ୍କ ନେତୃତ୍ୱରେ ଫ୍ରେଞ୍ଚ ପ୍ରତିନିଧିମଣ୍ଡଳ ଓଡ଼ିଶାର…
ଚଳିତ ପାର୍ବଣ ଋତୁରେ କ୍ୟୁନେଟ୍ ଅଳଙ୍କାରରେ ନିଜକୁ ସଜାନ୍ତୁ
ଭୁବନେଶ୍ୱର: କ୍ୟୁନେଟ୍ ଏକ ବିଶ୍ୱସ୍ତରୀୟ ଇ-କମର୍ସ-ଭିତ୍ତିକ ଡାଇରେକ୍ଟ ସେଲିଂ କମ୍ପାନୀ ଯାହା ବିଶ୍ୱବ୍ୟାପୀ ଗ୍ରାହକଙ୍କୁ ଅନନ୍ୟ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ଉତ୍ପାଦ ଓ ସେବା ଯୋଗାଇଦେବା ସହିତ ଏହିସବୁ ଉତ୍ପାଦକୁ ପ୍ରୋତ୍ସାହିତ କରି ସେମାନଙ୍କୁ ଏକ ବିକ୍ରୟ ବ୍ୟବସାୟ ଗଢିତୋଳିବାକୁ ସୁଯୋଗ…
ବିକଳ୍ପ ସମାଧାନ କେନ୍ଦ୍ରରେ ମଧ୍ୟସ୍ଥତା ଦ୍ୱାରା ମାମଲାର ସମାଧାନ
ଭୁବନେଶ୍ୱର(ଶାସକ ପ୍ରଶାସକ) : ସ୍ଥାନୀୟ ମଣ୍ଡଳ ନ୍ୟାୟାଧିକାରୀଙ୍କ ସୁପାରିଶ କ୍ରମେ ଏକ ଘରୋଇ ହିଂସା (ଡି.ଭି.)- ସି.ଏମ୍.ସି-୪୩୪ -୨୦୨୨ ମାମଲାର ବିକଳ୍ପ ସମାଧାନ କେନ୍ଦ୍ରକୁ ଆପୋଷ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ପାଇଁ ଜିଲ୍ଲା ମଧ୍ୟସ୍ଥତା କେନ୍ଦ୍ର,ଭୁବନେଶ୍ୱରରେ ଆଗତ କରାଯାଇଥିଲା…
ଭୀମ ଭୋଇ ସାମର୍ଥ୍ୟ ଶିବିର ଏବଂ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ପ୍ରସ୍ତୁତି ବୈଠକ
ଭୁବନେଶ୍ୱର : ଚଳିତ ଅକ୍ଚୋବର ୨୮ ତାରିଖରେବାଲିପାଟଣା ବ୍ଲକରେ ଭୀମ ଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହେବାକୁ ଥିବା ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ବାଲିପାଟଣା ବ୍କକ ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପଂଚାୟତ ସମିତି ଅଧକ୍ଷା ଶ୍ରୀମତୀ…