ସମ୍ବଲପୁର/ଭୁବନେଶ୍ୱର:: ସମ୍ବଲପୁରର ଗଙ୍ଗାଧର ମେହେର ୟୁନିଭେର୍ସିଟି ଠାରେ ଏକ ଜ଼ିଲ୍ଲା ସ୍ତରୀୟ ବୈଠକ ମୋ କଲେଜ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି | ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ ଓ ମୋ କଲେଜ ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ ଯୋଗ ଦେଇଥିଲେ. ଏତଦ୍ବ୍ୟତୀତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଭାଇସଚାନସିଲର ପ୍ରଫେସସର ଏନ .ନାଗରାଜୂ ବୈଠକକୁ ପରିଚାଳନା କରିଥିଲେ ଓ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ. ଜି.ଏମ ୟୁନିଭର୍ସିଟି ର ରେଜିଷ୍ଟ୍ରାର ଯୁଗଳେଶ୍ବରୀ ଦାଶ ଅଭିବାଦନ ଭାଷଣ ଦେଇଥିଲେ. ଏହାବ୍ୟତୀତ ଆଞ୍ଚଳିକ ଶିକ୍ଷା ନିର୍ଦେଶକ ପ୍ର. ପ୍ରଭାବତୀ ଗୁରୁ ମଧ୍ୟ ମୋ କଲେଜ ଉପରେ ଏକ ସ୍ୱଳ୍ପ ଭାଷଣ ଦେଇଥିଲେ |ଏହାପରେ ମୋ କଲେଜ ଉପରେ ଏକ ଛୋଟ ଅନିମେସନ ଭିଡ଼ିଓ ପ୍ରଦର୍ଶିତ ହୋଇଥିଲା. |
ଏହାପରେ ମୋ କଲେଜ ଉପରେ ଏକ ଛୋଟ ଅiନିମାସନ ଭିଡ଼ିଓ ପ୍ରଦର୍ଶିତ ହୋଇଥିଲା. ଉଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ ନିଜ ବକ୍ତ୍ୟବ୍ୟରେ ଉଚଶିକ୍ଷା ବିଭାଗ କିପରି ଶିକ୍ଷା ମାନ ଉପରେ ସର୍ବଦା କାର୍ଯ୍ୟରତ ସେ ବିଷୟରେ କହିଥିଲେ ତଥା ମୋ କଲେଜର ଭୁରି ପ୍ରସଂଶା କରିଥିଲେ. ସେ କହିଥିଲେ ଯେ ମୋ କଲେଜ ଏକ ସଫଳ କାର୍ଯ୍ୟକ୍ରମ ଯାହା କି ଗଙ୍ଗାଧର ମେହେର ୟୁନିଭେର୍ସିଟି ରେ ସ୍ପଷ୍ଟ ପରିଦୃଷ୍ଟ ହେଉଛି |
ଏହାପରେ ମୋ କଲେଜ ଉପରେ ଏକ ଛୋଟ ଅନିମାସନ ଭିଡ଼ିଓ ପ୍ରଦର୍ଶିତ ହୋଇଥିଲା. ଉଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ ନିଜ ବକ୍ତ୍ୟବ୍ୟରେ ଉଚଶିକ୍ଷା ବିଭାଗ କିପରି ଶିକ୍ଷା ମାନ ଉପରେ ସର୍ବଦା କାର୍ଯ୍ୟରତ ସେ ବିଷୟରେ କହିଥିଲେ ତଥା ମୋ କଲେଜର ଭୁରି ପ୍ରସଂଶା କରିଥିଲେ. ସେ କହିଥିଲେ ଯେ ମୋ କଲେଜ ଏକ ସଫଳ କାର୍ଯ୍ୟକ୍ରମ ଯାହା କି ଗଙ୍ଗାଧର ବିଶ୍ୱବିଦ୍ୟାଳୟ ରେ ସ୍ପଷ୍ଟ ପରିଦୃଷ୍ଟ ହେଉଛି.
ମୋ କଲେଜ ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ ନିଜ ବକ୍ତ୍ୟବରେ କହିଲେ ଯେ ଗଙ୍ଗାଧର ବିଶ୍ୱବିଦ୍ୟାଳୟ ସଫଲତାର ଶୀର୍ଷରେ ପହଂଚି ପାରିଛି ମୋ କଲେଜ ଅଭିଯାନ ମାଧ୍ୟମରେ ଏଂବ ଏହା ଏକ ବିଶାଳ ଆଇଟି SKILL CENTRE ଗଠନ କରିଛି ପ୍ରସିଦ୍ଧ ଆଲୁମିନି ଡ଼କ୍ଟର ନାରାୟଣୀ ପଣ୍ଡାଙ୍କ ନାମରେ. ଡ଼କ୍ଟର ପଣ୍ଡା ହେଉଛନ୍ତି ସଫଳ ଆଲୁମିନିର ଏକ ସ୍ୱତନ୍ତ୍ର ପରିଚୟ ଯାହାଙ୍କୁ ସମସ୍ତେ ଅନୁସରଣ କରିବା ଉଚିତ. ତାଙ୍କର ମହିୟସୀ ଦାନ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରିତ କରିପାରୁଛି.ଏହାଛଡା ଶ୍ରୀ ଦାସନାୟକ ମୋ କଲେଜର Mission ଓ Vision ଉପରେ ଏକ presentation ଦେଇଥିଲେ.
ପ୍ରସିଦ୍ଧ ଅଲୁମୁନି ଡ଼କ୍ଟର ନାରାୟଣୀ ପଣ୍ଡା ଦାନର ମହତ୍ୱ ଉପରେ ଚର୍ଚା କରିଥିଲେ ଏଂବ ସମସ୍ତଙ୍କୁ ନିଜ ନିଜର ଶିକ୍ଷାନୁଷ୍ଠାନ ସହିତ ଯୋଡି ହୋଇ ଦାନ କରିବା ଉଚିତ ଏଂବ ଦେଶ ଗଠନରେ ସାହାଯ୍ୟ କରିପାରିବେ.
ଏହି ବୈଠକରେ ୩ଟି ବିଶ୍ୱବିଦ୍ୟାଳୟ ଓ ୧୭ଟି କଲେଜ ତଥା ଅIଲୁମୁନି ମାନେ,ଛାତ୍ରଛାତ୍ରୀ ତଥା ବିଶ୍ୱବିଦ୍ୟାଳୟ ଅଧିକାରୀ ମାନେ ଯୋଗ ଦେଇଥିଲେ. ଡ଼ .ଉମା ଚରଣ ପତି ଡେପୁଟି ରେଜିଷ୍ଟ୍ରାର of ଗଙ୍ଗାଧର ବିଶ୍ୱବିଦ୍ୟାଳୟ ପୁରା କାର୍ଯ୍ୟକ୍ରମର ଉପସ୍ଥାପନା ପୁରା କାର୍ଯ୍ୟକ୍ରମର ଉପସ୍ଥାପନା କରିଥିଲେ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ.