ପୁରୁଷ ହକି ବିଶ୍ୱକପ୍ ଟ୍ରଫିର ଜିଲ୍ଲା ପରିକ୍ରମା ଏବଂ ଜିଲ୍ଲାମହୋତ୍ସବ କଲ୍ଲୋଳ-୨୦୨୩ ନିମନ୍ତେ ସମ୍ବାଦଦାତା ସମ୍ମିଳନୀ

0

ଜଗତସିଂହପୁର,/ସୁମନ୍ତକୁମାରଦାସ:ଆସନ୍ତା ଜାନୁୟାରୀ ୧୦ ତାରିଖରେ ପୁରୁଷ ବିଶ୍ୱକପ୍ ହକି ଟ୍ରଫିର ଜଗତସିଂହପୁର ଜିଲ୍ଲା ପରିକ୍ରମା ଏବଂ ଜାନୁୟାରୀ ୧୫ ରୁ ୨୧ ତାରିଖ ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ-୨୦୨୩, ଆୟୋଜନ ସଂପର୍କୀୟ ଏକ ସଦଭାବନା ଗୃହଠାରେ ଅନୁଷ୍ଠିତ ହୋଇଯାଇଅଛି l ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟୱାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ୱାଳ, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ନାରାୟଣ ଦାଶ, ଉପ-ଜିଲ୍ଲାପାଳ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀରଂଜନ ପଟ୍ଟନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀମତୀ ବିଶ୍ୱ ବିଜୟିନୀ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ l

Leave A Reply

Your email address will not be published.