Sign in
Sign in
Recover your password.
A password will be e-mailed to you.
ନଭେମ୍ବର ୧୨ରେ ରାଷ୍ଟ୍ରୀୟ ଲୋକଅଦାଲତ
ମାମଲା ଆପୋଷ ସମାଧାନର ସୁବିଧା ନେବାକୁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣଙ୍କ ପକ୍ଷରୁ ସୂଚନା
ଭୁବନେଶ୍ଵର :ଆସନ୍ତା ନଭେମ୍ବର ୧୨ ତାରିଖ ଶନିବାର ଦିନ ଖୋର୍ଦ୍ଧା ଜିଲ୍ଲାରେ କାର୍ଯ୍ୟରତ ଥିବା ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରର ଯଥା ଭୁବନେଶ୍ଵର,ଖୋର୍ଦ୍ଧା,ବ।ଣପୁର,ଜଟଣୀ, ଚିଲିକା ଓ…
ଶାନ୍ତି ମେମୋରିଆଲ ହସ୍ପିଟାଲରେ ‘ରୋଗୀ ପ୍ରଥମ’ କାର୍ଯ୍ୟକ୍ରମର ୧ମ ବାର୍ଷିକୀ ପାଳନ
ଭୁବନେଶ୍ୱର : ଶାନ୍ତି ମେମୋରିଆଲ ହସ୍ପିଟାଲ ପକ୍ଷରୁ ଆଜି ହସ୍ପିଟାଲ ପରିସରରେ ଏହାର ‘ରୋଗୀ ପ୍ରଥମ’ କାର୍ଯ୍ୟକ୍ରମର ପ୍ରଥମ ବାର୍ଷିକୀ ପାଳନ କରାଯାଇଛି । ରୋଗୀଙ୍କ ଆଖିରୁ ପରିସ୍ଥିତିକୁ ଦେଖିବା ଓ ଅନୁଭବ କରିବା ପାଇଁ ଏବଂ ରୋଗୀଙ୍କ ବ୍ୟକ୍ତିଗତ ଆବଶ୍ୟକତା, ଇଚ୍ଛା, ଆକାଂକ୍ଷା ଓ ଲକ୍ଷ୍ୟକୁ…
କୃଷକ ସଂଗଠନ ବୈଠକ : ଭୋଟ ବର୍ଜନ ପାଇଁ ଦେଲେ ଚେତାବନୀ l
ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ କୁରଲୁପାଲି ପଞ୍ଚାୟତ କୁରଲୁପାଲି ଗ୍ରାମ ବଜାର ପ୍ରାଙ୍ଗଣ ରେ କୃଷକ ସଂଗଠନ ର ଏକ ବୈଠକ ଗତ 27.10 ଦିନ ଅନୁଷ୍ଠିତ ହୋଇଯାଇଛି l ଏଥିରେ ରାଜ୍ୟ ଓ କେନ୍ଦ୍ର ସରକାର ଉପରେ ଚାଷୀ ଅସନ୍ତୋଷ ହେବ ସହ ଆଗାମୀ ପଦ୍ମପୁର ବିଧାନସଭା ଉପନିର୍ବାଚନ ରେ…
ବିଜେପି ବିଜୟର ଆୟୁଧ ହେବ ଧାମନଗରବାସୀଙ୍କ ଜନବଳ- ଧର୍ମେନ୍ଦ୍ର ପ୍ରଧାନ
• ଧାମନଗର ଉପନିର୍ବାଚନ ପାଇଁ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ• ଧାମନଗରରେ ଶାସକ ଦଳର କ୍ଷମତା ଓ ଅର୍ଥବଳର ଅହଙ୍କାର ପୁଣି ଥରେ ଭଙ୍ଗ ହେବ
ଭଦ୍ରକ : (ସତ୍ୟବ୍ରତ ନାୟକ)ଭଦ୍ରକ ଚରମ୍ପାସ୍ଥିତ ଉଗ୍ରେସନ ଭବନରେ ଧାମନଗର ଉପନିର୍ବାଚନ ପାଇଁ ଭାଜପା କାର୍ଯ୍ୟକର୍ତ୍ତା…
ପଶ୍ଚିମ ଓଡିଶାରେ ୯ଟି ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ଆଉ ୯ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପିତ
ପଶ୍ଚିମ ଓଡିଶା ବିକାଶ ପରିଷଦର ଏକ ସ୍ବତନ୍ତ୍ର ଲୋଗୋ ଓ ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ ଉନ୍ମୋଚିତ
ଆଗାମୀ ମେକ୍-ଇନ୍-ଓଡିଶା କନ୍କ୍ଲେଭରେ ଶିଳ୍ପ ପାଇଁ ଏକ Special Initiative package ଘୋଷଣା କରାଯିବ
୨୦୦୦ରୁ…
ଗୋଆ ଗସ୍ତରେ ମନ୍ତ୍ରୀ ତୁଷାରକାନ୍ତି ବେହେରା
କ୍ରୀଡ଼ା ଭିତ୍ତିଭୂମିର ବିକାଶ ନେଇ କରିବେ ଆଲୋଚନା
ଭୁବନେଶ୍ୱର,: ଓଡ଼ିଶା ବର୍ତ୍ତମାନ କ୍ରୀଡ଼ା କ୍ଷେତ୍ରରେ ବହୁ ଆଗରେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କ୍ରୀଡ଼ା ପ୍ରତି ଥି ବା ଭଲପାଇବା ଯୋଗୁଁ ଆଜି ଓଡ଼ିଶା ସମଗ୍ର ଦେଶରେ ଏକ କ୍ରୀଡ଼ା ହବ୍ର ମାନ୍ୟତା ପାଇଛି । କରୋନା କାଳରେ ଇଭେଣ୍ଟଗୁଡ଼ିକ ବିନା…
ଆକ୍ସିସ୍ ବ୍ୟାଙ୍କ୍ର ଟିକସ ପରବର୍ତୀ ଲାଭ ୭୦% ବୃଦ୍ଧି ପାଇ ୫,୩୩୦ କୋଟି ଟଙ୍କା
ଭୁବନେଶ୍ୱର: ଭାରତର ତୃତୀୟ ସର୍ବବୃହତ ଘରୋଇ ବ୍ୟାଙ୍କ୍ ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । କଂପାନିର ନିଟ୍ ଲାଭ ୭୦% ବୃଦ୍ଧି ପାଇ ୫,୩୩୦ କୋଟି ଟଙ୍କା ହୋଇଛି ଯାହା ୨୦୨୧-୨୨ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ…
ସ୍ବର୍ଗତ ବିଧାୟକ ଙ୍କର ପତ୍ନୀ ଓ ପୁତ୍ରଙ୍କୁ ଭେଟିଲେ ବିଜେଡି ନେତା ଓ କର୍ମୀ
ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ସ୍ବର୍ଗତ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବାରିହା ଙ୍କର ବିୟୋଗ , କେବଳ ତାଙ୍କର ପରିବାର ପାଇଁ ନୁହେଁ ,ପୁରା ପଦ୍ମପୁର ନିର୍ବାଚନ ମଣ୍ଡଳୀ ଏକ ଅପୁରଣୀୟ କ୍ଷତି । ନିଜର ଅଞ୍ଚଳକୁ , ଅଞ୍ଚଳ ବାସୀ ଙ୍କୁ , ନିଜର ଦଳ ଓ ଦଳୀୟ କର୍ମୀ ଙ୍କୁ…
ଓଡିଶା ମୋ ପରିବାରର ସହାୟତାରେ ମୁମ୍ବାଇରୁ ଗାଁରେ ପହଞ୍ଚିଲା ମହିଳା ଶ୍ରମିକଙ୍କ ମୃତଦେହ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୋହନା ବ୍ଲକ ଅନ୍ତର୍ଗତ ଗୁଲୁବା ପଞ୍ଚାଯତ ଅଧିନ ପାରମାଗୁଡା ଗ୍ରାମର ନଳିନୀ ନାୟକ ମୁମ୍ବାଇରେ ଏକ ସୁତା କଳରେ କାମ କରୁଥିଲେ। ହଠାତ ତାଙ୍କ ଦେହ ଅସୁସ୍ଥ ହୋଇ ୧୫/୧୦ରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ମୃତ ଶରୀରକୁ ଓଡିଶା ମୋ ପରିବାର ସହାୟତାରେ…
ସାମାଜିକ ଗଣମାଧ୍ୟମରୁ ଜାଣି ସହାୟ ହେଲା ‘ଓଡ଼ିଶା ମୋ ପରିବାର’
କଲେଜ ଯିବା ପାଇଁ ଯୋଗାଇ ଦେଲା କୃତ୍ରିମ ଗୋଡ଼
ଭୁବନେଶ୍ୱର : ଜନ୍ମରୁ ଦିବ୍ୟାଙ୍ଗ ହେଲେ ମଧ୍ୟ ମନରେ ପାଠ ପଢିବାର ଅନେକ ଆଗ୍ରହ | କିନ୍ତୁ ଲୋକ ଲଜ୍ଜ୍ୟା ଭୟରେ ଘରୁ ବାହାରି ପାରୁନଥିଲେ ଭାର୍ଗବଦାରିଦ୍ର୍ୟ ଯୋଗୁଁ କୃତ୍ରିମ ଗୋଡ଼ ମଧ୍ୟ ଲଗାଇପାରୁନଥିଲେ,ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିଲା…