ମୁକ୍ତା ଯୋଜାନା ମାଧ୍ୟମରେ ସ୍ୱୟଂ ସହାକ ଗୋଷ୍ଠୀଙ୍କୁ କାର୍ଯ୍ୟାଦେଶ ବଂଟନ ।

ପଦ୍ମପୁର -ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ନିଜେ ଆତ୍ମ ନିର୍ଭରଶୀଲ ହୋଇ ପାରିବେ ବୋଲି ଓଡିଶା ସରକାର ମୁଖ୍ୟ ମନ୍ତ୍ରୀ କର୍ମ ତତ୍ପର ଅଭିଯାନ ମାଧ୍ୟମରେ ପଦ୍ମପୁର ସହରର ଉନ୍ନତି କରଣ ଦାୟିତ୍ୱ ଦେଇଛନ୍ତି । ସେଥିପାଇଁ ପଦ୍ମପୁର ସହରର ବିଭିନ୍ନ ଉନ୍ନୟନ ପାଇଁ କାର୍ଯ୍ୟାଦେଶ ବଂଟନ କରିଛନ୍ତି ।…

ଆମୱେ ଇଣ୍ଡିଆ ପାଳନ କରୁଛି ‘ହେଲ୍‍ଦି ୱାଲି ଦିୱାଲି’- ଭିତରେ, ବାହାରେ ଏବଂ ଚତୁର୍ପାଶ୍ୱର୍ରେ ଉତ୍ତମ ସ୍ୱାସ୍ଥ୍ୟର…

ସ୍ୱାସ୍ଥ୍ୟକର ରାନ୍ଧଣା, ସୌନ୍ଦର୍ଯ୍ୟ ଏବଂ ବାସଗୃହରେ ସ୍ୱାସ୍ଥ୍ୟରକ୍ଷା ସମ୍ପର୍କରେ ପୂର୍ଣ୍ଣାଙ୍ଗ ବିଶାରଦ ଅଧିବେଶନ ଆୟୋଜନ ଯୋଜନା କରୁଛି ଭୁବନେଶ୍ୱର: ସାମଗ୍ରିକ କଲ୍ୟାଣକୁ ଆପଣେଇବା ଏବଂ ଘର ଭିତରେ, ବାହାରେ ଏବଂ ଚତୁର୍ପାଶ୍ୱର୍ରେ ସ୍ୱାସ୍ଥ୍ୟ ଏବଂ ସ୍ୱାସ୍ଥ୍ୟକର ପରିବେଶକୁ ଅଗ୍ରାଧିକାର…

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କେନ୍ଦ୍ରାପଡାର ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉଦ୍‌ଘାଟିତ

  ନିଷ୍ଠାର ସହ ରୋଗୀଙ୍କ ସେବା କରନ୍ତୁ, ସେମାନଙ୍କ ହସ ଓ ବିଶ୍ବାସ ହିଁ ଆମ ସମସ୍ତଙ୍କ ପାଇଁ ବଡ ପୁରସ୍କାର – ଡାକ୍ତରମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ରାପଡା ଜିଲ୍ଲାର ନୂଆ ମୁଖ୍ୟ ଚିକିତ୍ସାଳୟ କମ୍ପ୍ଲେକ୍‌ସର…

ନିର୍ମାଣଧିନ ଶ୍ରମିକ ସଂଘ ଓ ପିସ ପକ୍ଷରୁ ଡ଼େଙ୍ଗୁ ସଚେତନତା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ସ୍ଥିତ ପିସ ଅନୁଷ୍ଠାନ ଓ ଆଞ୍ଚଳିକ ନିର୍ମାଣଧିନ ଶ୍ରମିକ ସଂଘ ପକ୍ଷରୁ ମୋହନା ସହରରୁ ଡ଼େଙ୍ଗୁ ନିରାକରଣ ନିମନ୍ତେ ଏକ ସଚେତନତା ଶୋଭାଯାତ୍ରା ବିଜୁ କଲ୍ୟାଣ ମଣ୍ଡପ ଠାରୁ ବାହାରିଥିଲା। ଅନୁଷ୍ଠାନର କର୍ମକର୍ତ୍ତା ଓ ଶ୍ରମିକ…

କ୍ଲଷ୍ଟର ସ୍ତରୀୟ “ସୁରଭି” – ୨୦୨୨

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ , ତବରଡା ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋସ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଅତରସିଂ କ୍ଲଷ୍ଟର ସ୍ତରୀୟ '' ସୁରଭି '' - ୨୦୨୨ ପ୍ରତିଯୋଗିତା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ସ୍ଥାନୀୟ ସରପଞ୍ଚ…

“ପ୍ରୟାସ – ୩୦” ମେଧା ଛାତ୍ର ଗ୍ରୁପ ଶିକ୍ଷାଦାନ ଆରମ୍ଭ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନରତ ଦଶମ ଶ୍ରେଣୀ ଛାତ୍ର ମାନଙ୍କୁ ନେଇ "ପ୍ରୟାସ - ୩୦" ମେଧା ଛାତ୍ର ଗ୍ରୁପ ଗଠିତ ହୋଇଛି। ଏହି ଛାତ୍ର ମାନଙ୍କ ଶୈକ୍ଷିକ ବିକାଶ ତଥା ଆଗାମୀ ୨୦୨୨-୨୩ ରେ ଅନୁଷ୍ଠିତ ହେବାକୁ…

ବିଦ୍ୟୁତ ସଂସ୍ପର୍ଶରେ ବ୍ୟବସାୟୀଙ୍କ ମୃତ୍ୟୁ

ଭଞ୍ଜନଗର. ବେଲଗୁଣ୍ଠା ଥାନା ଜି. ନୂଆଗାଁ ନୂଆ ସାହିର ମୁରଲୀଧର ପରିଡା (୪୨)ଙ୍କର ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିବା ଜଣାପଡିଛି।ମୁରଲୀ ଗତ ଚାରି ବର୍ଷ ହେଲା ଏହି ଗ୍ରାମ ଭଗବତ ମନ୍ଦିର ଜମିରେ ଗୁଡ଼ି ଓ ବାଲି ବ୍ୟବସାୟ କରି ଆସୁଥିଲେ।ଦୋକାନ ଉପରେ ଏକ ୧୧କେଭି ବିଦ୍ୟୁତ ତାର ଦୀର୍ଘ…

ଦୀପାବଳି ପାଇଁ ଓରମାସର ଦୀପ ଷ୍ଟାଲ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାର ପ୍ରଶାସନ ଓର୍ମାଶ ମିଳିତ ଆନୁକୂଲ୍ୟରେ ମ୍ୟୁନିସିପାଲିଟି ଅଫିସ ସମ୍ମୁଖରେ ଏକ ନିଆରା ହାତ ତିଆରି ମାଟିଦୀପର ଷ୍ଟାଲକୁ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟୱାରୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ…

ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ରୋଗୀ କଲ୍ୟାଣ ସମିତି ବୈଠକ।

ପଦ୍ମପୁର: ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ରୋଗୀକଲ୍ୟାଣ ସମିତିର ଏକଜୁକେଟିବ କମିଟୀ  ବୈଠକ ପଦ୍ମପୁର ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ତ୍ରିଲୋଚନ ପାତ୍ର ଙ୍କ ଅଧ୍ୟକ୍ଷତାରେ ଉପଖଣ୍ଡ ଚିକିତ୍ସାଲୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଥିଲା।  ସଭାପ୍ରାରମ୍ଭରେ  ଉପଖଣ୍ଡ ଚିକିତ୍ସାଳୟ ରୋଗୀକଲ୍ୟାଣ ସମିତି…

ଓଡିଶା ରାସ୍ତା ସୁରକ୍ଷା ମଞ୍ଚ ତରଫରୁ ଦାବିପତ୍ର

ଜଗତିଂହପୁର ସୁମନ୍ତ କୁମାର ଦାସ: ପାରାଦୀପ କେନ୍ଦ୍ରୀୟ ବିଦ୍ୟାଳୟ ସମ୍ମୁଖରେ ବେଆଇନ ପାର୍କିଂ ଓ ସଂକୁଚିତ ରାସ୍ତା ହେତୁ ନାହିଁ ନ ଥିବା ଭିଡ଼ ହେତୁ ଛୁଟି ସମୟରେ ପିଲାମାନଙ୍କ ସମସ୍ୟା ପାଇଁ କିଛି ଅଭିଭାବକ ମାନେ "ରାସ୍ତା ସୁରକ୍ଷା ମଞ୍ଚ " କୁ ଅଭିଯୋଗ ଦେଇଥିଲେ ! ତେଣୁ ରାସ୍ତା ସୁରକ୍ଷା…