ପଦ୍ମପୁର :- ଆଜି ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ବିଧାୟିକା ବର୍ଷା ସିଂ ବରିହା ଯୋଗଦେଇ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ଡ. ଚାରୁବାଳା ରଥ, ଉପଖଣ୍ଡ ଚିକିତ୍ସାଧିକାରୀ ଡ. ସରୋଜ ସେଠ୍, ପୂର୍ବତନ ପଦ୍ମପୁର ଉପଖଣ୍ଡ ଚିକିତ୍ସାଧିକାରୀ ଡ. ରଜତ କୁମାର ସାହୁ, ଅଧ୍ୟକ୍ଷା ସାବିତ୍ରୀ ବାଗ, ଉପାଧ୍ୟକ୍ଷା ଭାରତୀ ପଟ୍ଟନାୟକ,ବିଜେଡି ନଗର ସଭାନେତ୍ରୀ ମନୋରମା ମହାପାତ୍ର,ସାମାଜସେସେବୀ ନିରୋଜ ଦୋରା, କାଉନ୍ସିଲର ସଂଯୁକ୍ତା ପୃଷ୍ଟି, କ୍ଷୀର ସନବର୍ଷା ଓ କବିତା ସେଠ୍ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post