Sign in
Sign in
Recover your password.
A password will be e-mailed to you.
ଅଶୋକ କୁମାର ମୁଦୁଲିଙ୍କୁ “ଭାଷା ଭାବନା ସେବା ଗୌରବ ” ସମ୍ମାନ
ଜଗତସିଂପୁର/ସୁମନ୍ତ କୁମାର ଦାସ: ଝିଙ୍କଟି ଡିହ ଠାରେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ "ଭାଷା ଭାବନା " ଦ୍ବାରା ଆୟୋଜିତ ଏକ ବର୍ନାଢ୍ଯ ସାରସ୍ବତ ସମାରୋହ ତଥା ଗାୟକ ବାଣୀକଣ୍ଠ ବନମାଳୀ ପତିଙ୍କ ଗୁରୁ ପୂଜନ ଓ ସମ୍ବନ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ମୁଖ୍ଯ ଅତିଥିଭାବେ ଜିଲ୍ଲା…
ନବରଙ୍ଗପୁର ବିଜେପି ତରଫରୁ ବିଜୟ ଉତ୍ସବ ପାଳନ
ନବରଙ୍ଗପୁର/ଅଶୋକ ସାହୁ : ଧାମନଗର ଉପ ନିର୍ବାଚନରେ ବିଜେପିର ବିପୁଳ ଭୋଟ ବ୍ୟବଧାନରେ ସୂର୍ଯ୍ୟବଂଶି ସୂରଜ ଙ୍କ ବିଜୟରେ ଉଲ୍ଲସିତ ହୋଇ ନବରଙ୍ଗପୁର ବିଜେପି ତରଫରୁ ଧାମନଗର ବାସି ଙ୍କୁ କୃତଜ୍ଞତା ଜଣାଇବା ସହ ମାଁ ଭଣ୍ଡାରଘରଣୀ ଙ୍କ ଠାରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ମିଷ୍ଟାନ୍ନ ବଣ୍ଟନ ସହ…
ବିଜୟ ଉତ୍ସବ ପାଳିଲା ଜଗତସିଂହପୁର ଜିଲ୍ଲା ବିଜେପି
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ବିଜେପି ପକ୍ଷରୁ ଧାମନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ବିଜୟ ଉପଲକ୍ଷେ ବିଜୁ ପଟ୍ଟନାୟକ ଛକଠାରେ ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରିଛନ୍ତି । ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ବିଜେପିର ଶତାଧିକ କର୍ମୀ…
କାଶିପୁର ବ୍ଲକ ରେ ଏକ ନିଆରା ଢଙ୍ଗରେ ପାଳିତ ହେଉଛି ଦୀଆଲ୍ ପରବ ଭେଟଘାଟ
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ଡମ୍ ସମାଜ ର ପରମ୍ପରା ଦିଆଲ୍ ପରବ ଭେଟଘାଟ 2022 ଆଜି ଏକ ନିଆରା ଢଙ୍ଗରେ ପାଳନ କରା ଯାଇଥିବା ଦେଖିବାକୁ ମିଳିଛି । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ନିକଟସ୍ଥ ଡ଼ି. କୋରଳ ଦଶହରା ପଡିଆ ଠାରେ ଆଜି ଏକ ନିଆରା ଢଙ୍ଗରେ ଡମ ପରମ୍ପରା ଅନୁଯାୟୀ ଦିଆଲ ପରବ…
ତାଲୁକ ଆଇନସେବା କମିଟି ଓ ଜିଲା ପ୍ରଶାସନ ମିଳିତ ସହଭାଗିତାରେ ମେଗା ଆଇନସେବା ସଚେତନତା ଶିବିର
ଆଠମଲ୍ଲିକ :- ଆଠମଲ୍ଲିକ ଠାରେ ଏକ ମେଗା ଆଇନସେବା ସଚେତନତା ଶିବିର କୁ ତାଲୁକ ଆଇନସେବା କମିଟି, ଆଠମଲ୍ଲିକ ଓ ଜିଲା ପ୍ରଶାସନ, ଅନୁଗୋଳ ର ମିଳିତ ସହଭାଗିତା ରେ ରବିବାର ସ୍ଥାନୀୟ ମିନି ଷ୍ଟାଡିଅମ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଥିବା ଜଣାଯାଇଛି l ଏହି ଶିବିର ରେ ମୁଖ୍ୟଅତିଥି ଭାବେ ଜିଲା…
ଆଇନ ସେବା ପ୍ରାଧିକରଣ ପକ୍ଷରୁ ମେଗା ଆଇନ ସେବା ଶିବିର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଜିଲ୍ଲା ପ୍ରଶାସନର ସହଯୋଗରେ ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରଠାରେ ମେଗା ଆଇନ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ…
ଗଜପତି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୨ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ''ସୁରଭି''-୨୦୨୨ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ସ୍ଥିତ ମହାରଜାଙ୍କର ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷଧିକାରୀ ଶ୍ରୀ ପ୍ରଦୋଷ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି…
“ମିଛକହି,ମିଳିମିଶି ଚାପିଦେଲେ”
ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ ) ଗତମାସରେ ପାଟଣାଗଡ ରେଞ୍ଜ ଅନ୍ତର୍ଗତ ବାନ୍ଧନମାଲ ଓ ଖୁଲାଗଡ ଗ୍ରାମର ବିଭାଗୀୟ ମନରେଗା କାମର ଦୀର୍ଘ ୯ ମାସ ପରେ ଲକ୍ଷାଧିକ ଟଙ୍କାର ହଡପ ମଜୁରୀ ଦାବିରେ ବାନ୍ଧନମାଲ ଗ୍ରାମରେ ଗ୍ରାମବାସୀମାନେ ଅଟକ ରଖିଥିବା ପାଟଣାଗଡ ରେଞ୍ଜରଙ୍କ ସମେତ ୬ ଜଣ ବନକର୍ମଚାରୀଙ୍କୁ…
ପୁରାଣ ପ୍ରସିଦ୍ଧ କୁଶ ବାବା ମଠ ପରିସରରେ ଲକ୍ଷ୍ମୀନାରାୟଣ ବିଶ୍ୱଶାନ୍ତି ମହାଯଜ୍ଞ
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ପୁରାଣ ପ୍ରସିଦ୍ଧ ନିଶ୍ଚିନ୍ତକୋଇଲି ବ୍ଲକ କଦମ କଂଟା କେନ୍ଦୁପାଟଣା ଠାରେ ସମାଜର କଲ୍ୟାଣ ପାଇଁ ଓଁ ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ବିଶ୍ୱଶାନ୍ତି ମହାଯଜ୍ଞ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଏହି ଚିତ୍ରୋତ୍ପଳା ନଦୀ ତଟସ୍ଥ କୁଶ ବାବା ମଠ…
ଅସୁରେଶ୍ୱର ଆଥଲେଟିକ୍ ଆନୁକୂଲ୍ୟରେ ୪୮ ତମ ଫୁଟବଲ ପ୍ରତିଯୋଗିତା
ଫୁଟବଲ କ୍ରୀଡ଼ା ପାଇଁ ଜିଲ୍ଲା ସ୍ତରରେ ଅସୁରେଶ୍ୱର ବେଶ ପରିଚିତ ହୋଇପାରିଛି : ବିଧାୟକ ପ୍ରତାପ ଜେନା
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ଆଥଲେଟିକ୍ ଆନୁକୂଲ୍ୟରେ ୪୮ତମ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡ଼ାରେ…