Sign in
Sign in
Recover your password.
A password will be e-mailed to you.
୪ ବର୍ଷ ପରେ ଗାଁକୁ ଫେରିଛନ୍ତି ମାଟିର ଗୌରବ ବୈଜ୍ଞାନିକ ଶେଷଦେବ କିସାନ୍।
ଆସନ୍ତା ୨୨ ତାରିଖରେ ହେବେ ହାତକୁ ଦି’ ହାତ , ଆସନ୍ତୁ ଜାଣିବା ଶେଷଙ୍କ ସଂଘର୍ଷ କାହାଣୀ
ରେଢାଖୋଲ /-: ଗାଁକୁ ଫେରିଛନ୍ତି ଶେଷ। ଇଏ ସେହି ଶେଷ, ଯାହାଙ୍କୁ କୋଳାଇ ଧରିଥିଲା ଦାରିଦ୍ର୍ୟ। ଆଉ ସମାଜ ଆଗରେ କରିଥିଲା ଲୋକହସା। ଖାଲି ଲୋକହସା କରିନଥିଲା, ବରଂ ଅଳ୍ପ ଦିନର ବ୍ୟବଧାନରେ ତାଙ୍କ…
୫୦ବର୍ଷ ପୂର୍ତି ଅବସରରେ ରାଧାକୃଷ୍ଣ ପୂଜା କମିଟି ଆନୁକୂଲ୍ୟରେ ରାଧା କୃଷ୍ଣ ଯୁଗଳ ମୂର୍ତିଙ୍କ ପୂଜା ଉତ୍ସବ ପାଳିତ
ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଢଙ୍ଗୀ): ପବିତ୍ର କାର୍ତିକ ମାସରେ ନିଶ୍ଚିନ୍ତକୋଇଲି ଗ୍ରାମରେ ରାଧାକୃଷ୍ଣ ପୂଜା କମିଟି ଆନୁକୂଲ୍ୟରେ ୫୦ବର୍ଷ ପୂର୍ତି ଅବସରରେ ରାଧା କୃଷ୍ଣ ଯୁଗଳମୂର୍ତିଙ୍କ ପୂଜାର୍ଚ୍ଚନା ଆନନ୍ଦ ଉଲ୍ଲାସର ଅନୁଷ୍ଠିତ ହୋଇଯାଇଛି । ଏହି କମିଟି ଏବଂ ଗ୍ରାମବାସୀଙ୍କ ସହଯୋଗରେ…
ମହିଳାଙ୍କୁ ଅଧିକ ଅଧିକାର ପ୍ରଦାନ କରିବା ଲାଗି ପ୍ରସ୍ତୁତ ଆଇଓଏର ନୂଆ ସମ୍ବିଧାନକୁ ନୀତା ଅମ୍ବାନିଙ୍କ ପ୍ରଶଂସା
ଭୁବନେଶ୍ୱର: ଆଇଓସିର ସଦସ୍ୟା ନୀତା ଅମ୍ବାନି ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ)ର ସଂଶୋଧିତ ସମ୍ବିଧାନକୁ ସ୍ୱାଗତ କରିଛନ୍ତି ଏବଂ ଏହାକୁ ଭାରତୀୟର ଅଲିମ୍ପିକ ସ୍ୱପ୍ନ ପାଇଁ ଐତିହାସିକ ମୁହୂର୍ତ ଭାବେ ଅଭିହିତ କରିଛନ୍ତି । ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଏଲ୍ ନାଗେଶ୍ୱର ରାଓ ଏହାକୁ ପ୍ରସ୍ତୁତ…
ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭାରତର ଜୀ-୨୦ ପ୍ରେସିଡେନ୍ସି ଲୋଗୋ, ଥିମ୍ ଏବଂ ୱେବସାଇଟ ଉନ୍ମୋଚିତ ହେବ
ନୂଆଦିଲ୍ଲୀ: ୮ ନଭେମ୍ବର ୨୦୨୨ ସନ୍ଧ୍ୟା ୪:୩୦ ରେ ଭିଡିଓ କନ୍ଫରେନ୍ସ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ଜୀ-୨୦ ପ୍ରେସିଡେନ୍ସିର ଲୋଗୋ, ଥିମ୍ ଏବଂ ୱେବସାଇଟ ଉନ୍ମୋଚନ କରିବେ । ଆଗାମୀ ଜୀ-୨୦ ୨୦୨୩ ସମ୍ମିଳନୀ ଆନ୍ତର୍ଜାତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଭାରତ ପାଇଁ ନିଜର…
ହୋଣ୍ଡା କାର୍ସ୍ ଇଣ୍ଡିଆ ଭାରତରେ ୨ ନିୟୁତ ଉତ୍ପାଦନ ମାଇଲଖୁଣ୍ଟରେ ପହଞ୍ଚିଲା
ରାଜସ୍ଥାନର ତାପୁକାରାସ୍ଥିତ ଏହାର କାରଖାନାରୁ ୨ ନିୟୁତତମ ଭାରତରେ ନିର୍ମିତ କାର୍ ଉତ୍ପାଦିତ
ନୂଆଦିଲ୍ଲୀ/ ଭୁବନେଶ୍ୱର : ଭାରତରେ ପ୍ରିମିୟମ କାର୍ଗୁଡିକର ଅଗ୍ରଣୀ ଉତ୍ପାଦନକାରୀ ହୋଣ୍ଡା କାର୍ସ୍ ଇଣ୍ଡିଆ ଲିମିଟେଡ (ଏଚ୍ସିଆଇଏଲ୍) ଭାରତରେ ହୋଣ୍ଡା କାର୍ସମୂହର ମୋଟ ଉତ୍ପାଦନ ୨ ନିୟୁତ…
କଟକରେ ନଭେମ୍ବର ୮ ତାରିଖରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୩ ଦିନିଆ ସାମୁଦ୍ରିକ ସମ୍ମିଳନୀ
ଭୁବନେଶ୍ୱର,: ଆସନ୍ତା ନଭେମ୍ବର ୮ ତାରିଖରୁ କଟକରେ ଆରମ୍ଭ ହେବାକୁ ଥିବା ଐତିହାସିକ ବାଲିଯାତ୍ରା ସହିତ ଓଡ଼ିଶାର ମହାନ ସାମୁଦ୍ରିକ ସଂସ୍କୃତିକୁ ନେଇ କେନ୍ଦ୍ର ସରକାରଙ୍କ ଦ୍ୱାରା ଏକ ୩ ଦିନିଆ ଜାତୀୟ ଧାରା ସମ୍ମିଳନୀର ଆୟୋଜନ କରାଯାଇଛି । ସହସ୍ର ବର୍ଷ ପୁରାତନ କଟକ ସହରରେ ଆୟୋଜିତ ହେବାକୁ…
ସ୍ୱାଧୀନତା ପରବର୍ତ୍ତୀ ପ୍ରଥମ ବିଧାନସଭା ଠାରୁ ପଦ୍ମପୁର ନିର୍ବାଚନମଣ୍ଡଳୀ : କେତେବେଳେ ପ୍ରତିନିଧିତ୍ବ କରିଥିଲେ କିଏ
ଝାରବନ୍ଧ-ମନୋହର ଦାଶ; 1950 ମସିହା ଜାନୁୟାରୀ 26 ତାରିଖରେ ଭାରତ ଏକ ସାର୍ଵଭୌମ ଗଣତାନ୍ତ୍ରୀକ ରାଷ୍ଟ୍ର ର ମାନ୍ୟତା ଲାଭ କରିବା ସହିତ ସ୍ୱାଧୀନ ଭାରତ ପାଇଁ ଏକ ସମ୍ବିଧାନ ପ୍ରସ୍ତୁତ ହୋଇ କାର୍ଯ୍ୟକାରୀ ହେଲା l ନୂତନ ସମ୍ବିଧାନ ଅନୁସାରେ ସାବାଳକ ଭୋଟ ଦାନ ର ବ୍ୟବସ୍ଥା ହେଲା ଏବଂ ପ୍ରଥମ…
ଓଇଆରସିର ୫ ବର୍ଷିଆ ବିଦ୍ୟୁତ ଶୁଳ୍କ ପ୍ରସ୍ତାବ, ତଣ୍ଡ ଗଣିବେଏକ କୋଟି ବିଜୁଳି ଗ୍ରାହକ
ଅସନ୍ତୋଷ ବ୍ୟକ୍ତ କରି ୬ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କଲା ସମାଜବାଦୀ ପାର୍ଟି
ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ପକ୍ଷରୁ ଗତ ଅକ୍ଟୋବର ମାସ ୧୩ ତାରିଖ ବିଭିନ୍ନ ସମ୍ବାଦପତ୍ରରେ ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରସ୍ତାବ ଉପରେ ବିଭିନ୍ନ ଦଳ, ଗଣସଂଗଠନ, ଶିଳ୍ପାନୁଷ୍ଠାନ ଓ…
ଗୁରୁଣ୍ଡିଆ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ ଗଣ ବିକ୍ଷୋଭ ଓ ଦାବୀ ପତ୍ର ପ୍ରଦାନ
ସୁନ୍ଦରଗଡ଼ /ରାଉରକେଲା(ବସନ୍ତ କୁମାର ଜେନା) :ଗୁରୁଣ୍ଡିଆ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ ଗଣ ବିକ୍ଷୋଭ ପ୍ରଦର୍ଶନ ଓ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଚାରି ଦଫା ଦାବି ସମ୍ବଳିତ ପତ୍ର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରବୀନ୍ଦ୍ର ମାଝୀ ଙ୍କୁ ପ୍ରଦାନ କରାଯାଇଛି l ଗୁରୁଣ୍ଡିଆ…
ଜଗତସିଂହପୁରଠାରେ ବୃହତ ଆଇନ ସଚେତନତା ଶିବିର
ଜଗତସିଂହପୁର/ସୁମନ୍ତ କୁମାର ଦାସ: ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭଵନ ପରିସରରେ ଜିଲ୍ଲା ଆଇନସେଵୀ ପ୍ରାଧିକରଣ, ଜଗତସିଂହପୁର ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ବୃହତ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି l ଏହି ସଚେତନତା ଶିବିରକୁ ଉଦଘାଟନ କରି ଜିଲ୍ଲାଜଜ୍ ଶ୍ରୀ…