ଛାତ୍ରୀମାନଙ୍କ ଶୈକ୍ଷିକ ବିକାଶ ପାଇଁ ବିଧାୟକ ପ୍ରତାପ ଜେନାଙ୍କ ଦ୍ୱାରା ସ୍ମାର୍ଟ କ୍ଲାସ ରୁମ୍ ଉଦ୍‌ଘାଟିତ:

 ଛାତ୍ରୀମାନଙ୍କ ଦାବି ପରେ ଇ-ଲାଇବ୍ରେରୀ ପାଇଁ ୧୦ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତି ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ନିଶ୍ଚିନ୍ତକୋଇଲି ନତକାଇ ବାଣୀନଗର ସ୍ଥିତ ବଲ୍ଲଭୀଦେବୀ ମହିଳା ମହାବିଦ୍ୟାଳୟରେ…

ନତକାଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମହାସଂଘ ଗୃହ ଉଦ୍‌ଘାଟିତ;

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ମହିଳାମାନେ ସ୍ୱାବଲମ୍ବୀ ହୋଇପାରୁଛନ୍ତି-ବିଧାୟକ ପ୍ରତାପ ଜେନା ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ ନତକାଇ ଗ୍ରାମପଂଚାୟତ କାର୍ଯ୍ୟାଳୟ ପରିସରରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କ ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ…

ହକି ବିଶ୍ୱକପର ସୁପରିଚାଳନା ଏବଂ ଆଇଟି ଭିତ୍ତିଭୂମି ବିକାଶ ନେଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର- ଆସନ୍ତା ଜାନୁଆରୀ 2023 ରେ ପୁରୁଷ ହକି ବିଶ୍ୱକପ ଆୟୋଜିତ ହେବାକୁ ଥିବା ବେଳେ ଚଳିତ ନଭେମ୍ବରରେ ମେକ ଇନ ଓଡିଶା କନକ୍ଳେଭ ଆୟୋଜିତ ହେବ I  ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ଓଡ଼ିଶା ଦ୍ରୁତ ପ୍ରଗତି ପଥରେ ଅଗ୍ରସର ହେଉଛି I ଏହି କ୍ରମରେ କ୍ରୀଡ଼ା ଓ…

ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ଏଚ୍‍ପିସି ପକ୍ଷରୁ ପରଫରମାନ୍ସ ଗ୍ରେଡେଡ ପ୍ରତିଯୋଗିତା ଆୟୋଜିତ; ସମଗ୍ର…

ଭୁବନେଶ୍ୱର: ଓଡ଼ିଶା ସରକାର ଏବଂ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ଏଚ୍‍ପିସି ମିଳିତ ଭାବରେ ସେମାନଙ୍କର ପରଫରମାନ୍ସ ଗ୍ରେଡେଡ ପ୍ରତିଯୋଗିତା ଆୟୋଜନ କରିଥିଲେ, ଯାହା ଉଭୟ ଏଚ୍‍ପିସି ଓ ବାହାରୁ ଆଥ୍‍ଲେଟମାନଙ୍କୁ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବା ଏବଂ ସେମାନଙ୍କ କ୍ଷେତ୍ରରେ…

ଦାନ ଲକ୍ଷ୍ମୀ : ଆଇ.ସି.ସି ମହିଳା ଉଦ୍ୟୋଗୀ ପରିଷଦ ଓ ଜୟ ଓଡ଼ିଶାର ଏକ ନିଆରା ପ୍ରୟାସ

ଦାନ ଲକ୍ଷ୍ମୀ ଉତ୍ସବରେ ୩୦ ପରିବାରକୁ ଦିଆଗଲା ଆବଶ୍ୟକୀୟ ଉପକରଣ ଭୁବନେଶ୍ୱର : ଆଇ.ସି.ସି ମହିଳା ଉଦ୍ୟୋଗୀ ପରିଷଦ, ଜୟ ଓଡ଼ିଶା ଓ ଭୁବନେଶ୍ୱର କ୍ଲବ ସହଯୋଗର ଭୁବନେଶ୍ୱରର ନାଗରିକଙ୍କ ପାଇଁ ଅବ୍ୟହୃତ ଘରୋଇ ସାମଗ୍ରୀ ଦାନ କରିବା ପାଇଁ ଦାନ ଲକ୍ଷ୍ମୀ ଏକ ସ୍ୱତନ୍ତ୍ର ପଦକ୍ଷେପ ଆରମ୍ଭ କରାଯାଇଛି…

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତମୁଖ୍ୟ ଶାସନ ସଚିବଙ୍କ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପରିଦର୍ଶନ

 ବିଶ୍ୱବିଦ୍ୟାଳୟ ସମ୍ମୁଖରେ ସ୍ଥାପତ୍ୟ ପାର୍କ ନିର୍ମାଣ କାର୍ଯ୍ୟ ୧୫ ଡିସେମ୍ବର ସୁଦ୍ଧା ସାରିବାକୁ ନିର୍ଦ୍ଦେଶ  ଇଡକୋ ଦ୍ୱାରା ନିର୍ମିତ ୩ଟି ଏକାଡେମିକ୍ ବ୍ଲକକୁ ତୁରନ୍ତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର  ବିଶ୍ୱବିଦ୍ୟାଳୟକୁ ଏକ ଉତ୍କର୍ଷକେନ୍ଦ୍ର ଭାବେ…

ବରିଷ୍ଠ ନାଗରିକଙ୍କୁ ତହସିଲଦାରଙ୍କ ଦୁବ୍ୟବହାର ଅଭିଯୋଗ!!!!!!

(ରେଢାଖୋଲ/ଶ୍ରୀୟାସ୍ମିତା ସାମଲ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ତହସିଲଦାରଙ୍କ ବିରୋଧରେ ସହରର ବରିଷ୍ଠ ନାଗରିକ ଲଳିତ ବାହାଦୁର ସିଂ ଦୁବ୍ୟବହାର ଅଭିଯୋଗ ଆଣିଛନ୍ତି। ସେ ଆଜି ଉପଜିଲାପାଳ ପବିତ୍ର ବେହେରାଙ୍କୁ ଲିଖ ଭାବରେ କରିଥିବା ଅଭିଯୋଗ ମତେ ଗତ କାଲି ମଧ୍ୟାହ୍ନରେ ଦରଖାସ୍ତ କରିଥିବା…

ଏକତରଫା ପ୍ରେମକରି ନାବାଳିକା ଅପହରଣ ଘଟଣା |

ଅଭିଯୁକ୍ତକୁ କୁ ଚବିଶି ଘଣ୍ଟାରେ କୋର୍ଟ ଚାଲାଣ କଲା ରାଜନଗର ପୋଲିସ ରାଜନଗର:ସଭ୍ୟ ସମାଜ ଆଜି କଳୁଷିତ ହୋଇଯାଇଛି | ପ୍ରେମ ନାମରେ ଯୁବ ସମାଜ କାମୁକ ପାଲଟି ଯାଇଛନ୍ତି | ନିଜର ବୁଦ୍ଧି ବିବେକ ହରାଇ କ୍ଷଣିକ ଉତେଜନାର ବଶବର୍ତ୍ତୀ ହୋଇ ନିଜ ଭବିଷ୍ୟତକୁ ଅନ୍ଧକାରକୁ ଠେଲିଦେଉଛନ୍ତି |…

ନିଷିଦ୍ଧାଞ୍ଚଳରୁ ବେଆଇନ ଭାବେ ମାଛ ମାରୁଥିବା ଟ୍ରଲର ସହ 10 ମତ୍ସ୍ୟଜୀବୀ ଗିରଫ

ରାଜନଗର:ପ୍ରକୃତିର ମନୋରମ ଭରା ଅନବେଦ୍ୟ ସୃଷ୍ଟି ପ୍ରକୃତିରାଣୀ ବିଶ୍ଵପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ତାର ବନ୍ୟ ଜୀବଜନ୍ତୁ, ଅଲିଭରିଡିଲେ କଇଁଛ ଓ କୁମ୍ଭୀର ପ୍ରଜନନ ପାଇଁ ପ୍ରସିଦ୍ଧ ଲାଭ କରିଛି |ସାମୁଦ୍ରିକ ଅଭୟାରଣ୍ୟ ଆଇନ 1972 ମାଧ୍ୟମରେ ଭିତରକନିକାକୁ ଅନ୍ତର୍ଭୁକ୍ତ କରାଯାଇ ବନ୍ୟ…

୧୨ଦଫା ଦାବିରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

(ରେଢାଖୋଲ / ଶ୍ରୀୟାସ୍ମିତା ସାମଲ ) ୧୨ ଦଫା ଦାବିରେ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ରେଢାଖୋଲ ଶାଖା ପକ୍ଷରୁ ଆଜି ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏସ୍‌ୟୁସିଆଇର…