Sign in
Sign in
Recover your password.
A password will be e-mailed to you.
” ଆମେ ଉପନିର୍ବାଚନରେ ପରାଜିତ ହେଲୁ, ଜନତାଙ୍କ ମତକୁ ସମ୍ମାନ ଦେଉଛୁ “
ଭୁବନେଶ୍ୱର : ଧାମନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପରାଜୟକୁ ନେଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇଛନ୍ତି । ଆଜି ସଂଧ୍ୟାରେ ଦ ନ୍ୟୁ-ଇଣ୍ଡିଆନ୍ ଏକ୍ସପ୍ରେସ୍ ର ଦଶମ ଓଡ଼ିଶା ସାହିତ୍ୟ ଉତ୍ସବ ଲିଟ ଫେଷ୍ଟ ରେ ଅତିଥି ଭାବେ ଯୋଗ ଦେବା…
“ଲୁଲୁ ମହାପାତ୍ର ଥିଲେ ଜଣେ ଅପ୍ରତିଦ୍ୱନ୍ଦ୍ୱି ତଥା ସାଲିସବିହୀନ ଜନନେତା”
ରାଜ୍ୟସ୍ତରୀୟ ସ୍ମୃତି କମିଟି ପକ୍ଷରୁ ସ୍ବର୍ଗତ ଲୁଲୁ ମହାପାତ୍ରଙ୍କ ଷଷ୍ଠ ଶ୍ରାଦ୍ଧବାର୍ଷିକୀ ପାଳିତ
ଭୁବନେଶ୍ୱର : ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ପକ୍ଷରୁ ବିଶିଷ୍ଟ ଜନନେତା ତଥା ତଥା ଯୁବଛାତ୍ର ମାନସର ଅପ୍ରତିଦ୍ଵନ୍ଦ୍ଵୀ ନାୟକ ସ୍ବର୍ଗତ ଲଲାଟେନ୍ଦୁ ବିଦ୍ୟାଧର…
ଧାମନଗର ଉପନିର୍ବାଚନରେ ଧର୍ମର ଜୟ, ମାତୃଶକ୍ତି ଏବଂ ଯୁବଶକ୍ତିର ବିଜୟ ହୋଇଛି -ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, ନଭେମ୍ବର ୦୬ - ଧାମନଗର ଉପନିର୍ବାଚନରେ ଧର୍ମର ଜୟ ହୋଇଛି । ଏହି ବିଜୟ ଦ୍ୱାରା ମାତୃଶକ୍ତି ଏବଂ ଯୁବଶକ୍ତିର ବିଜୟ ହୋଇଛି ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସହ ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।…
ଇତିହାସର ପୁନରାବୃତି କରି ନୂତନ ଓଡିଶା ଗଠନର ମୂଳଦୁଆ ପକାଇଛନ୍ତି ସ୍ୱାଭିମାନୀ ଧାମନଗରବାସୀ: ସମୀର ମହାନ୍ତି
ଧାମନଗର ଉପନିର୍ବାଚନରେ ବିଜେପିର ବିଜୟ
ବିଜୟୀ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଫୋନ କରି ଶୁଭେଚ୍ଛା ଓ ଅଭିନ୍ଦନ ଜଣାଇଛନ୍ତି ରାଜ୍ୟ ସଭାପତି
ଭୁବନେଶ୍ୱର: ବିଜେପି ପ୍ରାର୍ଥୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଉପରେ ଆସ୍ଥା ପ୍ରକଟ କରି ବିଜୟ ମୁକୁଟ ପିନ୍ଧାଇ ସ୍ୱର୍ଗତଃ ବିଧାୟକ ବିଷ୍ଣୁ…
ବିଦ୍ୟୁତ ବିଲ୍ ଦେୟ ପ୍ରଦାନ ପାଇଁ ଟିପିଏସ୍ଓଡିଏଲ୍ ପକ୍ଷରୁ ଏସ୍ବିଆଇ ସହିତ ସହଯୋଗିତା
ବ୍ରହ୍ମପୁର: ଗ୍ରାହକମାନଙ୍କୁ ବିଦ୍ୟୁତ ବିଲ୍ ପେମେଂଟ୍ ସୁବିଧା ପ୍ରଦାନ କରିବା ଲାଗି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଭାରତର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସହିତ ସହଯୋଗିତା ସ୍ଥାପନ କରାଯାଇଛି। ଟିପିଏସ୍ଓଡିଏଲ୍ର ସମସ୍ତ…
ଧାମନଗର ଫଳ : ପ୍ରଥମ ରାଉଣ୍ଡରେ ବିଜେଡି ପଛରେ
ଧାମନଗର: ଧାମନଗର ଉପନିର୍ବାଚନରେ କିଏ ଜିତିବ ତାକୁ ନେଇଆଶାଆଶଙ୍କା ଲାଗି ରହିଥିବା ବେଳେ ଆରମ୍ଭ ହୋଇଛି ଭୋଟ ଗଣତି | ଗଣତି ପ୍ରଥମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ ୭୬୯ ଭୋଟରେ ଆଗରେ ରହିଛନ୍ତି | ସୁରଜ ୪୭୪୯ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ୩୯୮୦ ଭୋଟ…
ଛାତି ଧଡ଼ଧଡ଼ : କା ହାତକୁ ଯିବ ଗଡ
ରାତି ପାହିଲେ ଭୋଟ ଗଣତି, ବିଜେପି ଗଡ଼ ବଜାୟ ରଖିବ ନା ବିଜେଡି ଛଡାଇନେବ!
ଭଦ୍ରକ: (ସତ୍ୟବ୍ରତ ନାୟକ)ଧାମନଗର ଉପନିର୍ବାଚନରେ କିଏ ଜିତିବ ତାକୁ ନେଇ ଗତ କିଛି ଦିନ ହେଲା ଚର୍ଚା ଜୋର ଧରିଛି । ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ ହୋଇ ରହିଛି । ବିଜେପି କହୁଛି ତାଙ୍କ ପ୍ରାର୍ଥୀ…
ଜଗତସିଂହପୁର ସାଂସ୍କୃତିକ ପରିଷଦର କାର୍ଯ୍ୟକାରିଣୀ ନିର୍ବାଚନ
ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ସାଂସ୍କୃତିକ ପରିଷଦର କାର୍ଯ୍ୟକାରିଣୀ ନିର୍ବାଚନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି l ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ତଥା ନିର୍ବାଚନ ଅଧିକାରୀ ଜଗତସିଂହପୁର ସାଂସ୍କୃତିକ ପରିଷଦ ସଚ୍ଚିଦାନନ୍ଦ…
ଆମର ଶୁଦ୍ଧ ଓ ସ୍ୱଚ୍ଛ ଚରିତ୍ର ତଥା ଆତ୍ମଶୁଦ୍ଧି ହିଁ ଦୁର୍ନୀତିମୁକ୍ତ ସମାଜ ଗଠନ ପାଇଁ ସହାୟକ ହୋଇ ପାରିବ-
ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସଭା ଅନୁଷ୍ଠିତ l
ଯୁବା ବର୍ଗ ଚାହିଁଲେ ଦେଶର ପରିବର୍ତ୍ତନ ସମ୍ଭବ l
ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ) କେନ୍ଦ୍ରୀୟ ଦୁର୍ନୀତି ନିବାରଣ ଆୟୋଗ ତରଫରୁ ସମଗ୍ର ଦେଶରେ ୩୧ ଅକ୍ଟୋବର ରୁ ୬ ନଭେମ୍ବର ପର୍ୟ୍ୟନ୍ତ…