ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୁବର୍ଣ୍ଣପୁର(ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡିଆରଡିଏ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲପାଳ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ…

ଖୁଲଣା ବାରିକ ରାଷ୍ଟ୍ରପତି ଙ୍କ ଦ୍ଵାରା ସମ୍ବର୍ଦ୍ଧିତ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଆଜି ନୂଆଦିଲ୍ଲୀ ଠାରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଠାରୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ଗୃହ ରେ କାର୍ଯ୍ୟରତ ଖୁଲଣା ବାରିକ, ନର୍ସିଂ ଅଫିସର ଇନ୍ ଚାର୍ଜ ସମ୍ମାନ ଜନକ ଜାତୀୟ ଫ୍ଲୋରେନ୍ସ ନାଇଟ୍ ଗେଲ ପୁରସ୍କାର ପାଇଛନ୍ତି l…

ବାଲିକୁଦା ବ୍ଲକ କାର୍ଯ୍ୟାଳୟରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

ଜଗତସିଂହପୁର,/ସୁମନ୍ତ କୁମାର ଦାସ:  ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲିକୁଦା ବ୍ଲକ କାର୍ଯ୍ୟାଳୟଠାରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇସାରିଛି l ଏହି ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟୱାରୀ ଜନ ସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗର…

ମାଣ୍ଡିଆର ପ୍ରଚାର ପାଇଁ ବୁଲିଲା ମାଣ୍ଡିଆ ରଥ ।

ରାଉରକେଲା /ବଣେଇ (ବସନ୍ତ କୁମାର ଜେନା): ମାଣ୍ଡିଆ ଚାଷ କୁ ଆହୁରି ବ୍ୟାପକ ତଥା ଏହାର ବ୍ଯବହାର ବଢାଇବା ଉଦ୍ଦେଶ୍ଯ ରେ ଲୋକଙ୍କ ମଧ୍ଯ ରେ ଜନ ସଚେତନତା ପାଇଁ ଆଜି ବଣାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରୁ ତିନୋଟି ମାଣ୍ଡିଆ ରଥକୁ ଉପଜିଲ୍ଲାପାଳ ଶ୍ରୀ ସୁରଂଜନ କୁମାର ସାହୁ ପତକା ଦେଖାଇ…

ବାଳ ମୁକୁନ୍ଦ କେନ୍ଦ୍ରରେ ଜଗଦଗୁରୁତ୍ତମ ମହାପରାୟଣ ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଶ୍ୱର ପଞ୍ଚମ ଜଗଦଗୁରୁ ଶ୍ରୀ କୃପାଳୁ ଜୀ ମହାରାଜଙ୍କ ମହାପରାୟଣ ଦିବସ କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ (୨୦୧୩-୨୦୨୨) ଅବସରରେ ବାଳ ମୁକୁନ୍ଦ କେନ୍ଦ୍ର ତରଫରୁ ଶିଶୁମାନେ ପରିଚ୍ଛା ମଠ ବିଜେ ଶ୍ରୀ ରସିକରାଜ ମହାପ୍ରଭୁଙ୍କ ମନ୍ଦିର ବେଢା…

କୁଡୁମୀସେନାର ବାନ୍ଦନା ପରବ ଭେଟଘାଟ କାର୍ଯ୍ୟକ୍ରମ

ସାରସକଣା ରୁ ଦିପୁ ମହାପାତ୍ର-ଶାସକ ପ୍ରସାଶକ ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଧାନଘୋରୀ ନିକଟସ୍ଥ ବଡଚାଟରା ପଡିଆରେ କୁଡୁମୀ ସେନା ପକ୍ଷରୁ ବାନ୍ଦନା ପରବ ଉପଲକ୍ଷେ କୁଡୁମୀମାନଙ୍କ ମହାସମାରୋହ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ମହାରାଣୀ ରଶ୍ମି ରାଜଲକ୍ଷ୍ମୀ…

ବଣାଇ ବ୍ଲକ ଗୁଢିଆଳି ଗ୍ରାମରେ ବନଦୁର୍ଗା ସ୍ପୋର୍ଟ୍ସ କ୍ଲବ ପକ୍ଷରୁ ତିନିଦିନିଆ ଫୁଟବଲ ମ୍ୟାଚ ଉଦଯାପିତ

ରାଉରକେଲା /ବଣେଇ (ବସନ୍ତ କୁମାର ଜେନା): ବଣାଇଁ ବ୍ଲକ କେନ୍ଦ୍ରିକଳା ପଞ୍ଚାୟତ ଅନ୍ତର୍ଗତ ଗୁଢିଆଳି ଗ୍ରାମରେ ମା ବନଦୂର୍ଗା ସ୍ପୋର୍ଟସ କ୍ଲବ ପକ୍ଷରୁ ଏକ ତିନିଦିନିଆ ଫୁଟବଲ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି। ଗତ ୪ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାର ଆଜି ଉଦଯାପନୀ ଉତ୍ସବରେ…

ପଟସରା ପଞ୍ଚାୟତ ରେ ବିଜୁଜନତା ଦଳ ର ଜନସମ୍ପର୍କ ପଦଯାତ୍ରା

ଜଗତସିଂହପୁର /ରାକେଶ କୁମାର ରାୟ : ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଅକ୍ଟୋବର ୨ତାରିଖ ଗାନ୍ଧିଜୟନ୍ତି ଠାରୁ ଆରମ୍ଭ ହୋଇଥିବା ଜନସମ୍ପର୍କ ପଦଯାତ୍ରା ପରିପ୍ରେକ୍ଷୀରେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ଜଗତସିଂହପୁର ବ୍ଲକ ପଟସରା…

ରାସ୍ତା କଡ଼ରେ ବୟସ୍କା ବୃଦ୍ଧା : ସହାୟତା ଦାବି

ଜଗତସିଂହପୁର /ରାକେଶ କୁମାର ରାୟ :-ଜଗତସିଂହପୁର ବକ୍ଳ ଅଧିନ ଯଁକୋଟି ଗ୍ରାମ କେନାଲ ରାସ୍ତା କଡ଼ରେ ଜଣେ ୭୦ ବର୍ଷ ବୟସ୍କା ବୃଦ୍ଧା ଆଜକୁ ପ୍ରାୟ ଚାରି ଦିନ ହେବ ନିଜର ଆବଶ୍ୟକ ସାମଗ୍ରୀ ଜିନିଷ ଧରି ଶୀତ କାକରରେ ଦିନ ରାତି ପଡିରହିଛନ୍ତି । ସେଠିକାର ଗ୍ରାମବାସୀଙ୍କ ସୁଚନା ଅନୁଯାୟୀ ତାଙ୍କ…

ଅବନୀ ବରାଳ ଫାଉଣ୍ଡେସନ୍ ପକ୍ଷରୁ “ଶ୍ରଦ୍ଧାଦିବସ’ ପାଳିତ

ଭୀମ ପୃଷ୍ଟିଙ୍କୁ ଅବନୀ ବରାଳ ସାହିତ୍ୟ ସମ୍ମାନ ଓ ଓମ୍ ପ୍ରକାଶ ମହାନ୍ତିଙ୍କୁ ଆଦରମଣି ମଞ୍ଚକଳା ସମ୍ମାନ ଭୁବନେଶ୍ୱର:ଅଧ୍ୟାପକ ଅବନୀ ବରାଳ ଓଡ଼ିଶାର ଶିକ୍ଷାସଂସ୍କାର ଓ ଶିକ୍ଷକମାନଙ୍କ ମର୍ଯ୍ୟାଦାବୃଦ୍ଧି ଦିଗରେ ଅନବଦ୍ୟ ଅବଦାନ ରଖିଥିବାବେଳେ ଗଳ୍ପ-ନାଟକ ରଚନାରେ ମଧ୍ୟ ବିଶେଷ ଖ୍ୟାତି ଅର୍ଜନ…