ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଶିଶୁ ଦିବସ ପାଳିତ

https://youtu.be/8pkX4mErlfc  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଶିଶୁ ମନ୍ଦିର ଓ ଅଗ୍ରଣୀ ମହିଳା ସଂଗଠନ "ଆକାଂକ୍ଷା"ର ମିଳିତ ଆନୁକୂଲ୍ୟରେ "ଶିଶୁ ଦିବସ" ମହାସମାରୋହରେ ପାଳିତ ହୋଇଯାଇଛି। ଏଇ ଅବସରରେ…

ସନ୍ଧି ଜମି ବିବାଦକୁ ନେଇ ତହସିଲଦାରଙ୍କୁ ଲିଖିତ ଅଭିଯୋଗ

କଲ୍ୟାଣସିଂହପୁର/ପ୍ରଦୀପ ଦଲାଇ: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତର ଭାଲୁମାସ୍କା ଗାଁର ଲୋକେ ସନ୍ଧି ଜମି ବିବାଦକୁ ନେଇ ତହସିଲଦାର ସୁଧାକର ରଇତ ଙ୍କୁ ଲିଖିତ ପତ୍ର ପ୍ରଦାନ କରିଛନ୍ତି ।ଉକ୍ତ ପତ୍ରରେ ଭାଲୁମାସ୍କା ମୌଜା ରେ ଥିବା ୧୫ଏକର ସରକାରୀ ଜଙ୍ଗଲ ଜମି କୁ ପୂର୍ବ…

ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ

ଚାଷୀ ଆନ୍ଦୋଳନ ଏବଂ ପଦ୍ମପୁରକୁ ଜିଲ୍ଲା ଗଠନ ଦାବିକୁ ଆମେ ପୂର୍ଣ୍ଣ ସମର୍ଥନ କରୁଛୁ-ଧର୍ମେନ୍ଦ୍ର ପ୍ରଧାନ • ଧାରଣାରତ ‘କୃଷକ ସଂଗଠନ’ ଏବଂ ‘ପ୍ରସ୍ତାବିତ ପଦ୍ମପୁର ଜିଲ୍ଲା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି’କୁ ଭେଟି ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ • ପ୍ରତ୍ୟକ୍ଷ ଭାବରେ ଆନ୍ଦୋଳନସ୍ଥଳକୁ…

ପୂର୍ବତଟ ରେଳପଥ ପରିଚାଳିତ ଫୁଲୱାରୀ ସ୍କୁଲରେ ଶିଶୁ ଦିବସ ପାଳନ |

ଭୁବନେଶ୍ୱର: ପୂର୍ବ ତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ପରିଚାଳିତ ଫୁଲୱାରୀ ବିଦ୍ୟାଳୟ ଠାରେ ଆଜି ଶିଶୁ ଦିବସ ପାଳନ କରାଯାଇଥିଲା ​​| ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଇକୋରୋ ର ସଭାପତି ଶ୍ରୀମତୀ ରାଧା ସୁନକର ସଂଗଠନର ଅନ୍ୟ ସଦସ୍ୟ ମାନଙ୍କ ଉପସ୍ଥିତିରେ ପିଲାମାନଙ୍କୁ ଉପହାର ବଣ୍ଟନ…

ବରଗଡ଼ ଜିଲ୍ଲାରେ 21 ରୁ ହେବ ଧାନ କିଣା

17 ରୁ ହେବ ଟୋକନ ଜେନେରେଟ ବରଗଡ଼ :- ସମ୍ବଲପୁର ଓ ବରଗଡ ଜିଲ୍ଲାରେ ଅନୁକୂଳ ପାଣିପାଗ ହେତୁ ଧାନ ଅମଳ ଶୀଘ୍ର ହୋଇଥିବାରୁ ଖରିଫ ଋତୁ ୨୦୨୨-୨୩ ପାଇଁ ଚାଷୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସରକାର ଚଳିତ ନଭେମ୍ବର ୨୧ରୁ ବରଗଡ ଓ ୨୨ରୁ ସମ୍ବଲପୁର ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ କରିବାକୁ…

ବାପା-ମା’ଙ୍କୁ ହରାଇଥିବା ସ୍ଵାଗତିକାର ପାଠପଢା ଖର୍ଚ୍ଚ ବହନ କଲେ ସମାଜସେବୀ ଶାନ୍ତା ଦାସ

ବାଲେଶ୍ୱର- ବରୁଣସିଂ ପଞ୍ଚାୟତ ଅଧିନସ୍ତ ସାହାର୍ଦା ଗ୍ରାମର 5ମ ଶ୍ରେଣୀରେ ପଢୁଥିବା କୁନି ଝିଅ ସ୍ଵାଗତିକା ବେହେରା ର ସମସ୍ତ ପାଠପଢା ଖର୍ଚ୍ଚ ବହନ କରିଛନ୍ତି ସମାଜସେବୀ ତଥା ବରୁଣସିଂ ପଞ୍ଚାୟତର ସମିତିସଭ୍ୟା ଶ୍ରୀମତୀ ଶାନ୍ତା ଦାସ I ଉଭୟ ବାପା ଓ ମାଙ୍କୁ ହରାଇବା ପରେ ସ୍ଵାଗତିକା…

ପାରସ୍ପରିକ ସହଭାଗିତା ନିମନ୍ତେ ସୋଆ ଏବଂ କମଭିଭା ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର : ପାରସ୍ପରିକ ସହଭାଗିତା ନିମନ୍ତେ ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓ କମଭିଭା ଟେକ୍ନିନୋଲୋଜିସ୍ ମଧ୍ୟରେ ଏଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି ।ଡିଜିଟାଲ ପେମେଂଟ, ରିଅଲ୍ ଟାଇମ୍ ମାର୍କେଟିଂ ଏବଂ ଆନାଲିଟିକ୍ସ ଓ ଡିଜିଟାଲ୍ ସଲ୍ୟୁସନ୍ କ୍ଷେତ୍ରରେ ବ୍ୟବହାରକାରୀ…

୪୦ ତମ “ଭକ୍ତି ସଙ୍ଗୀତ ସମାରୋହ” -୨୦୨୨

https://youtu.be/MXPJdyoQNno ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ଠାରେ ପାରଳାର ଅଗ୍ରଣୀ ସଂଗୀତ ଅନୁଷ୍ଠାନ ଭକ୍ତି ସଂଗୀତ ସଂସଦ ୪୦ ତମ ଅର୍ଘ୍ୟ "ଭକ୍ତି ସଙ୍ଗୀତ ସମାରୋହ -୨୦୨୨ ମହାସମାରୋହରେ…

ବରିହାପାଲ୍ଲି ଗ୍ରାମପଞ୍ଚାୟତର ବିଜେପି ଓ କଂଗ୍ରେସ ଦଳର କର୍ମକର୍ତ୍ତାଙ୍କ ବିଜେଡିରେ ଯୋଗଦାନ

https://youtu.be/ZYXVGiYdxIY ସମସ୍ତେ ମିଳିମିଶି ମୁଖ୍ୟମନ୍ତ୍ରୀଙ୍କ ସୁଶାସନକୁ ଲୋକଙ୍କ ନିକଟରେ ପହଂଚାଇବା : ପ୍ରତାପ ଜେନା ପଦ୍ମପୁର: ପଦ୍ମପୁର ଉପନିର୍ବାଚନ କୁ ଆଉ ମାତ୍ର କିଛି ଦିନ । ନିର୍ବାଚନ ରେ ନିଜ ନିଜର ବିଜୟ କୁ ସୁନିଶ୍ଚିତ କରିବା ପାଇଁ ସବୁ ଦଳ ତରଫରୁ ଇତି ମଧ୍ୟରେ ପ୍ରୟାସ…

ବାଧ୍ୟତାମୂଳକ ଧାର୍ମିକ ପରିବର୍ତ୍ତନ ବନ୍ଦ ନହେଲେ “ଅତ୍ୟନ୍ତ ଜଟିଳ ପରିସ୍ଥିତି” ସୃଷ୍ଟି ହେବ : ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ : ବାଧ୍ୟତାମୂଳକ ଧର୍ମ ପରିବର୍ତ୍ତନକୁ ଏକ “ଗୁରୁତର” ପ୍ରସଙ୍ଗ ବୋଲି ଅଭିହିତ କରିବା ସହ ଏହାରି ଉପରେ ଅଙ୍କୁଶ ଲଗାଇବା ପାଇଁ ଆନ୍ତରିକ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ସୋମବାର ପରାମର୍ଶ ଦେଇଛନ୍ତି | ଯଦି ବାଧ୍ୟତାମୂଳକ ଧାର୍ମିକ ପରିବର୍ତ୍ତନ ବନ୍ଦ ନହୁଏ…