Sign in
Sign in
Recover your password.
A password will be e-mailed to you.
ଉତ୍କଳ ଆଲୁମିନା ପକ୍ଷରୁ ସହଭାଗୀ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ : ସହଭାଗୀଙ୍କ ସହିତ ଫଳପ୍ରସୂ ସହଭାଗିତା ସକାଶେ ନିରବଚ୍ଛିନ୍ନ ପ୍ରୟାସରେ ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ପକ୍ଷରୁ ଏକ ଦିବସୀୟ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସଫଳତାର…
ବର୍ଷାଙ୍କୁ ବିଜେଡି ଟିକେଟ ଦେଇଥିବା ଯୋଗୁ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର କୃତଜ୍ଞତା ଜ୍ଞାପନ
ଭୁବନେଶ୍ୱର : ପଦ୍ମପୁର ଉପ ନିର୍ବାଚନ ପାଇଁ ବିଜେଡି ବର୍ଷା ସିଂହ ବରିହାଙ୍କୁ ପ୍ରାର୍ଥୀ କରିଛି | ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଦସ୍ତଖତରେ ଆଜି ଏ ସମ୍ପର୍କିତ ଘୋଷଣାନାମା ପ୍ରକାଶ ପାଇଛି | ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ (ସାଧାରଣ ବର୍ଗ ) ର ଉପ ନିର୍ବାଚନ ରେ ବିଧାୟକ…
ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳରେ ଆନନ୍ଦ ଉଲ୍ଲାସର ସହ ଶିଶୁ ଦିବସ ପାଳିତ
ଶିଶୁ ହସିଲେ ଦୁନିଆ ହସିବ , ଆଜିର ଶିଶୁ କାଲିର ଦେଶ ଓ ଜାତିର ଭବିଷ୍ୟତ
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ଶିଶୁ ହସିଲେ ଦୁନିଆ ହସିବ , ଆଜିର ଶିଶୁ କାଲିର ଦେଶ ଓ ଜାତିର ଭବିଷ୍ୟତ ଏହିଭଳି ଏକ ମହତ୍ ଚିନ୍ତାଧାରା ନେଇ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଶିଶୁ…
ବର୍ଷାଙ୍କୁ ବିଜେଡି ଟିକେଟ
ଭୁବନେଶ୍ୱର : ପଦ୍ମପୁର ଉପ ନିର୍ବାଚନ ପାଇଁ ବିଜେଡି ବର୍ଷା ବରିହାଙ୍କୁ ପ୍ରାର୍ଥୀ କରିଛି | ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଦସ୍ତଖତରେ ଆଜି ଏ ସମ୍ପର୍କିତ ଘୋଷଣାନାମା ପ୍ରକାଶ ପାଇଛି | ବର୍ଷା ବରିହା ହେଉଛନ୍ତି ଦିବଂଗତ ବିଧାୟକ ବିଜୟ ବରିହାଙ୍କ ଝିଅ ଓ ବିଜେପି ନେତା ରମା ରଞ୍ଜନ…
ଗର୍ଜିଲା ଓଡ଼ିଶା ସ୍ବାସ୍ଥ୍ୟ ଠିକା କର୍ମଚାରୀ ସଂଘ:ଖୋର୍ଦ୍ଧା ଶାଖା ସ୍ଥାୟୀ ନିଯୁକ୍ତି ଦାବି
ଭୁବନେଶ୍ୱର : ଓଡ଼ିଶା ସ୍ବାସ୍ଥ୍ୟ ଠିକା କର୍ମଚାରୀ ସଂଘର ସ୍ବତନ୍ତ୍ର ସଭା ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟ ପରିସରରେ ଥିବା ମୈତ୍ରୀ ଭବନରେ ଅନୁଷ୍ଠିତ ହୋଇଯାଇଛି।ଜୟନ୍ତ କୁମାର ଭୋଇ ଓ ବସନ୍ତ କୁମାର ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି।ଜାତୀୟ ସ୍ବାସ୍ଥ୍ୟ ମିଶନ ରେ କାମ କରୁଥିବା…
ରାଜ୍ୟ ରାଜପଥ ଡେଇଁ ଗାଁରେ ପଶିଲେ ହାତୀପଲ
ଉଜାଡ଼ିଦେଲେ ଚାଷୀଙ୍କ ଏକର ଏକର ଫସଲବାଡି
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏବଂ ଶରଣକୁଳ ବନାଞ୍ଚଳ ମାନଙ୍କରେ ଅତ୍ୟଧିକ ମାତ୍ରାରେ ଜଙ୍ଗଲ କ୍ଷୟ ହୋଇଚାଲିଥିବା ବେଳେ ଘଞ୍ଚ ଜଙ୍ଗଲ ଅଭାବରୁ ହାତୀପଲ ଗ୍ରାମାଭିମୁଖି ହେଉଥିବା କାରଣରୁ ଚାଷୀକୁଳଙ୍କ ନିଦ ହଜି ଯାଇଛି ।…
ପ୍ରଧାନମନ୍ତ୍ରୀ ଫସଲ ବୀମା ଅର୍ଥ ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କୁ ଦେବାକୁ ପଡିବ: ବିଜେଡି
ବୀମା ଅର୍ଥ ନଦେବାର ଦୋଷକୁ ଏବେ ବିଜେପି ଓଡିଶା ମୁଣ୍ଡରେ ଲଦୁଛି
ତୁରନ୍ତ ବୀମା ଅର୍ଥ ନମିଳିଲେ କ୍ଷମା କରିବେନି ପଶ୍ଚିମଓଡିଶାର ଚାଷୀ
ଭୁବନେଶ୍ୱର: ଏହି ଯୋଜନାଟି ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା ଭାବରେ ନାମିତ ହୋଇଛି । ତେଣୁ ଫସଲ ବୀମା ଅର୍ଥ ବିଜେପି ନେତୃତ୍ୱାଧୀନ…
ପଣ୍ଡୁ ପୂର୍ଣ୍ଣିମା ଉତ୍ସବ ପାଳନ ପାଇଁ ଅଖାବାବାଙ୍କ ଆଶ୍ରମରେ ପ୍ରସ୍ତୁତି ବୈଠକ
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ ନତକାଇ ଗ୍ରାମର ବାଘୁଆପଡ଼ିଆ ସ୍ଥିତ ଅଖାବାବାଙ୍କ ଆଶ୍ରମରେ ପଣ୍ଡୁ ପୂର୍ଣ୍ଣିମା ଏବଂ ଗୁରୁ ପୂଜନ ଉତ୍ସବ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପଣ୍ଡୁ ପୂର୍ଣ୍ଣିମା ଏବଂ ଗୁରୁ ପୂଜନ ଉତ୍ସବ କିଭଳି ଶାନ୍ତି…
ପିକଅପ୍ ଭ୍ୟାନ୍ ଅଟକାଇ ଦୁବର୍ତମାନେ ଲୁଟିନେଲେ ୫ ଲକ୍ଷ ୪୬ ହଜାର ଟଙ୍କା : ଥାନାରେ ଅଭିଯୋଗ
ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଢଙ୍ଗୀ):ରବିବାର ମଧ୍ୟାହ୍ନରେ କଟକ-ଚାନ୍ଦବାଲି ରାସ୍ତାର ରାଣୀପଡା ବଜାର ନିକଟରେ ଏକ ବଡ ଧରଣର ଲୁଟ ହୋଇଥିବାର ଅଭିଯୋଗ ହୋଇଛି । ତିନି ଜଣ ଦୁବୁର୍ତ ଏକ ବାଇକ୍ରେ ଆସି ମାରାଣସ୍ତ୍ର ଦେଖାଇ ପିକ୍ଅପ୍ ଭ୍ୟାନ୍କୁ ଅଟକାଇ ୫ଲକ୍ଷ ୪୬ ହଜାର ଟଙ୍କା ଲୁଟି ନେଇଥିବାର…
ଧୁବଲପଡା ବାଳି ଘାଟ ଉପରେ ତହସିଲଦାର ଙ୍କ ଚଢ଼ାଉ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ନିର୍ଦ୍ଦେଶ ।
ପାଟଣାଗଡ଼, (ଯତୀନ୍ଦ୍ର ନନ୍ଦ )- ଆଜି ଦିନ ୧୧ ଟା ସମୟ ରେ ପାଟଣାଗଡ଼ ତହସିଲଦାର ଲକ୍ଷଣ ମାଝି ଓ ପାଟଣାଗଡ଼ ରାଜସ୍ବ ନିରିକ୍ଷକ ଏକ ସୂତ୍ରରୁ ଖବର ପାଇଁ ଧୁବଲାପଡା ନିକଟର ମାୟାବତୀ ନଦି ବାଲିଘାଟ ଉପରେ ଚଢ଼ାଉ କରିଥିଲେ । ଉକ୍ତ ବାଲିଘାଟ ରେ ଦାୟିତ୍ୱରେ ଥିବା ମୁନସୀ ବୈକୁଣ୍ଠ ଧରୁଆ ଙ୍କୁ…