ଭାରତ-ମିଆଁମାର ଦ୍ୱିପାକ୍ଷିକ ବାଣିଜ୍ୟ ଉପରେ ରାଉଣ୍ଡ ଟେବଲ୍ ସମ୍ମିଳନୀ ଆୟୋଜିତ

କୋଲକାତା: ଭାରତ-ମିଆଁମାର୍ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ସହ ଜଡିତ ସମସ୍ତ ଦିଗ ଉପରେ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଏକ୍ସପୋର୍ଟ ଅର୍ଗାନାଇଜେସନ୍(ଏଫ୍ଆଇଇଓ) ପୂର୍ବାଚଂଳ, ଭାରତରେ ମିଆଁମାର୍ର ଦୂତବାସ ଏବଂ ବାଣିଜ୍ୟ ମନ୍ତ୍ରଣାଳୟ, ମିଆଁମାର୍ ଏକତ୍ରିତ ହୋଇ ଆଲୋଚନା କରିଛନ୍ତି । ମିଆଁମାର୍ର…

ବିଶ୍ୱାବସୁ ଶବର ସମାଜ ପକ୍ଷରୁ ପଦ୍ମପୁର ବିଧାୟକ ପ୍ରାର୍ଥୀ ବର୍ଷା ସିଂ ବାରିହା ଙ୍କୁ ଅଭିନନ୍ଦନ

ବରଗଡ:-ବରଗଡ଼ ଜିଲ୍ଲା,ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ଉପ ନିର୍ବାଚନ ରେ ବିଧାୟକ ପ୍ରାର୍ଥୀ ଭାବରେ ପଦ୍ମପୁର ପୂର୍ବତନ ବିଧାୟକ ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହା ଙ୍କ ଝିଅ ଶ୍ରୀମତୀ ବର୍ଷା ସିଂ ବରିହା ଙ୍କୁ ଟିକେଟ ଦେଇଥିବାରୁ ଓଡିଶା ର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ…

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ “ସୁରଭି-୨୦୨୨’ ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ

ଶିଶୁମାନଙ୍କ ଅନ୍ତର୍ନିହିତ ଗୁଣାବଳୀର ପରିପ୍ରକାଶ ପାଇଁ ଏହା ଏକ ସୁନ୍ଦର ପ୍ରୟାସ :ଗଣଶିକ୍ଷା ମନ୍ତ୍ରୀ ଭୁବନେଶ୍ୱର :ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ "ସୁରଭି-୨୦୨୨' ଆଜି ଭୁବନେଶ୍ୱରସ୍ଥ ସରକାରୀ ବାଳକ ଉଚ୍ଚବିଦ୍ୟାଳୟ,ୟୁନିଟ୍-୯ ପରିସରରେ ଉଦ୍ଘାଟିତ…

ବାଣପୁରରେ ବାବା ବଳିଆଙ୍କ ଦିବ୍ୟ ପ୍ରବଚନ ଓ ୧୦୮ ଚଣ୍ଡୀପାଠ ମହା ଯଜ୍ଞ

"ପରିବେଶ ସୁରକ୍ଷା ସହ ବୟସ୍କ ପିତାମାତାଙ୍କ ଯତ୍ନ ଆମର ସବୁଠୁ ବଡ ଧର୍ମ " ଚିଲିକା/ଖୋର୍ଦ୍ଧା:- (ସେକ୍ କୌଶର)-ଖୋର୍ଧା ଜିଲ୍ଲା ବାଣପୁରକୁ ପଦ୍ମଶ୍ରୀ ଉପାଧିପ୍ରାପ୍ତ ବଳିଆ ବାବା ଦୁଇଦିନିଆ ଗସ୍ତରେ ଆସି ମା ଭଗବତୀଙ୍କ ମନ୍ଦିର ପରିସରରେ ୧୦୮ ବ୍ରାହ୍ମଣଙ୍କ ଦ୍ବାରା ୧୦୮ ଚଣ୍ଡୀପାଠ ମହା ଯଜ୍ଞ…

ରିଲାଏନ୍ସ ଜିଓ ପକ୍ଷରୁ ଟ୍ରୁ-୫ଜି ସମ୍ପର୍କିତ ସମାଧାନ ପ୍ରଦର୍ଶିତ

କୋଲକାତା: ପଶ୍ଚିମବଙ୍ଗ ସରକାରଙ୍କ ସୂଚନା ପ୍ରଯୁକ୍ତି (ଆଇଟି) ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ଦୂରସଂଚାର ବିଭାଗ ପକ୍ଷରୁ କୋଲକାତାରେ ଏକ କର୍ମଶାଳା ଆୟୋଜନ କରାଯାଇଛି । ଏହି ଦିନିକିଆ କର୍ମଶାଳାରେ ରିଲାଏନ୍ସ ଜିଓ ପକ୍ଷରୁ କୃଷି, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ସ୍ମାର୍ଟ ଅଫିସ ଭଳି କ୍ଷେତ୍ର ସହ…

ଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୨ ଘୋଷିତ: କିଟ୍‍କୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର

ଭୁବନେଶ୍ୱର: ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଚଳିତବର୍ଷର ଜାତୀୟ କ୍ରୀଡ଼ା ପୁରସ୍କାର ଘୋଷଣା କରାଯାଇଛି । ଏଥିରେ ‘କର୍ପରେଟ୍‍ ସୋସିଆଲ୍‍ ରେସ୍‍ପନ୍‍ସିବିଲିଟି ଜରିଆରେ କ୍ରୀଡ଼ାକୁ ପ୍ରୋତ୍ସାହନ’ ବିଭାଗରେ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ପାଇଁ କିଟ୍‍ର…

ଜନ୍ମ ଜୟନ୍ତୀରେ ପଣ୍ଡିତ ଜବାହରଲାଲ ନେହେରଙ୍କୁ ଶ୍ରଦ୍ଧାଞ୍ଜଳି

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଜନ୍ମ ଦିବସ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ ଙ୍କ ସଭାପତିତ୍ବରେ ପାଳନ ହୋଇଯାଇଛି। ସଭାପତି ଶ୍ରୀ ବାରିକ ପଣ୍ତିତ ନେହେରୁଙ୍କ ଫଟୋଚିତ୍ରରେ…

ଉଚ୍ଚ ବିଦ୍ୟାଳୟସ୍ତରୀୟ ଡ୍ରାମା ପ୍ରତିଯୋଗିତା

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜନାର୍ଦ୍ଦନ ମେମୋରିଆଲ ଟ୍ରଷ୍ଟ ଭୁବନେଶ୍ୱର ଓ ପ୍ରଫୁଲ୍ଲ ପାଠାଗାର ପୁରୁଣାଗଡ଼ ମିଳିତ ଆୟୋଜନରେ ଶ୍ରୀମତୀ ଦେଵୀ ସ୍ମାରକୀ ଉଚ୍ଚ ବିଦ୍ୟାଳୟସ୍ତରୀୟ ଡ୍ରାମା ପ୍ରତିଯୋଗିତାର ଶୁଭ ଉଦଘାଟନ ପଞ୍ଚାୟତ ସମିତି ଅଧ୍ୟକ୍ଷା କନକପ୍ରଭା ଲେଙ୍କା ଓ ଖଇରଙ୍ଗ ଗ୍ରାମ…

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ପାରଳାଖେମଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ ଅନ୍ତର୍ଗତ ତୁମୁଳ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଓ ଆରକ୍ଷୀ ଅଧିକ୍ଷକ ଶ୍ରୀ…

ପିତୃମାତୃହୀନ ଶିଶୁଙ୍କ ପାଇଁ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ମହକ”- ୨୦୨୨

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ସୋମବାର ଦିନ ଜିଲ୍ଲା ପ୍ରଶାସନ ଦ୍ବାରା ଜିଲ୍ଲାର ସମସ୍ତ ଶିଶୁଯତ୍ନ ଅନୁଷ୍ଠାନ ମାନଙ୍କ ଶିଶୁ ମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ "ମହକ"-…