Sign in
Sign in
Recover your password.
A password will be e-mailed to you.
ସ୍ୱାସ୍ଥ୍ୟ ବିଭାଗ ଠିକା କର୍ମଚାରୀ ଜିଲ୍ଲାସଂଘ ତରଫରୁ ଜିଲ୍ଲା ପ୍ରଶାସନକୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଠାରେ ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘର ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ସ୍ବାସ୍ଥ୍ୟ ଠିକା କର୍ମଚାରୀ ସଂଘ ପକ୍ଷରୁ ଚାକିରି ନିୟମିତ କରିବା ଦାବୀ ନେଇ ଜିଲ୍ଲା ସଂଘ ସଭାପତି ଶ୍ରୀ ଏମ୍ .ଖଗେଶ୍ବର ରାଓଙ୍କ ନେତୃତ୍ୱରେ…
ପଦ୍ମପୁର ନିର୍ବାଚନୀ ରଣ : ବିଜେପିର ହେଉଛି କଳାହରଣ
https://youtu.be/7vY7OobNZ_Q
ବଳକା ବଳ ସାଉଁଟି ମଜଭୁତ ହେଉଛି ବିଜେଡି
ବରଗଡ :- ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଧୀରେ ଧୀରେ ଶକ୍ତି ହରେଇବାକୁ ବସିଛି ବିଜେପି । ରାଜୁ ଘିବେଳା ଙ୍କର ବିଜେପି ଛାଡି ବିଜେଡି ରେ ଯୋଗଦାନ ପରେ ଇତି ମଧ୍ୟରେ ବିଜେପିର ବହୁ ନେତା ଓ କର୍ମୀ ବିଜେପିର ହାତ…
ସର୍ଗିବାହାଲ ଠାରେ ପଞ୍ଚାୟତ ସ୍ତରୀୟ ନିର୍ବାଚନ ପରିଚାଳନା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ପଦ୍ମପୁର: ଆଜି ପଦ୍ମପୁର ୨ନଂ ଜୋନ୍ ର ସର୍ଗିବାହାଲ ପଞ୍ଚାୟତରେ ବିଜୁ ଜନତା ଦଳର ବରିଷ୍ଠ ପର୍ଯ୍ୟବେକ୍ଷକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତା ରେ ପଞ୍ଚାୟତ ପର୍ଯ୍ୟବେକ୍ଷକ ଶିଶିର ରଞ୍ଜନ ପରିଜାଙ୍କ ଉପସ୍ଥିତିରେ ବିଜୁ ଜନତା ଦଳର ପଞ୍ଚାୟତ ସଭାପତି,ମୁଖ୍ୟ…
କଂଗ୍ରେସ ଛାଡି ବିଜେଡି ଶିବିରରେ ନରେନ୍ଦ୍ର ପ୍ରଧାନ
https://youtu.be/rqawps1elvs
ଝାରବନ୍ଧ ବିଜେଡି ରେ ଯୋଗଦେଲେ 400 ରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ
ବରଗଡ :- ପାଖେଇ ଆସୁଛି ପଦ୍ମପୁର ଉପନିର୍ବାଚନ । ଏହି ଉପନିର୍ବାଚନ ପାଇଁ ସବୁ ଦଳ ନିଜ ନିଜର ପ୍ରସ୍ତୁତି କୁ ଇତି ମଧ୍ୟରେ ଜୋରଦାର କରିଛନ୍ତି । ପଦ୍ମପୁର ନିର୍ବାଚନ ମଣ୍ଡଳୀ 1990…
ପଦ୍ମପୁର ଉପନିର୍ବାଚନ :ବିରୋଧୀ ବନ୍ଧରେ ଘଳିଆ, ଶଙ୍ଖ ଧରିଲେ ପଦ୍ମ ଦଳିଆ
ବରଗଡ :- ପଦ୍ମପୁର ଉପନିର୍ବାଚନ କୁ ଆଉ ମାତ୍ର କିଛିଦିନ । ବର୍ତ୍ତମାନ ସୁଦ୍ଧା ବିଜୁ ଜନତା ଦଳ ନିଜର ପ୍ରାର୍ଥୀ ନାମ ଘୋଷଣା କରିନାହିଁ କିନ୍ତୁ ଇତି ମଧ୍ୟରେ ଦଳର ବିଜୟ କୁ ସୁନିଶ୍ଚିତ କରିବା ପାଇଁ ଦଳୀୟ ନେତୃମଣ୍ଡଳୀ ତୃଣମୂଳ ସ୍ତରରୁ ଦଳକୁ ମଜବୁତ କରିବାରେ ଲାଗିଛନ୍ତି । ଅନ୍ୟପଟେ ବିଜୁ…
ତିର୍ତ୍ତୋଲ ଚେଳିତୋଳ ବାଲିଯାତ୍ରା-୨୦୨୨ ଚତୁର୍ଥ ସନ୍ଧ୍ୟାକାଳୀନ ସାଂସ୍କୃତିକ ସଭା
ତିର୍ତ୍ତୋଲ : ତିର୍ତ୍ତୋଲ ଚେଳିତୋଳ ବାଲିଯାତ୍ରା-୨୦୨୨ ଚତୁର୍ଥ ସନ୍ଧ୍ୟାକାଳୀନ ସାଂସ୍କୃତିକ ସଭା ଅନୁଷ୍ଠିତ ହୋଇଯାଇଛି ମହୋତ୍ସବ କମିଟି ସଭାପତି ଇଂ ବିଜୟ ଶଙ୍କର ଦାସଙ୍କ ଅଧ୍ୟକ୍ଷତାରେ | ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ତଥା ସମାଜ ସେବୀ ଡ଼ ଶ୍ରୀଚରଣ ଦାଶ,…
ବିଜେପି ତରଫରୁ ପଶ୍ଚିମ ବଙ୍ଗ ଜେଲ ବିଭାଗ ମନ୍ତ୍ରୀ ଅଖିଲ ଗିରିଙ୍କ ନାଁରେ ଥାନାରେ ଏତଲା।
ଉମରକୋଟ(ଜିତେନ୍ଦ୍ର ମହାନ୍ତି )-ରାଷ୍ଟ୍ରପତି ଦେଶର ସର୍ବୋଚ୍ଚ ନାଗରିକ। ତିନି ସେନାର ପ୍ରମୁଖ ହେଲେ ଏବେ ସେହି ମହାମହିମ ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁଙ୍କୁ କରାଯାଇଛି ଅପମାନ। ଓଡ଼ିଶାର ଝିଅ ଭାରତର ପ୍ରିୟ ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁଙ୍କୁ ପ୍ରତି ଅଶାଳୀନ,ଅଭଦ୍ର ଓ ଆଇନ…
ପଦଯାତ୍ରା ନୁହେଁ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ବିକାଶର ବାର୍ତ୍ତା ସାଉଣ୍ଟୁଛି ବିଜେଡି.
ରାଜନଗର :-ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ କ୍ରମେ ସାରା ରାଜ୍ୟରେ ବିଜେଡି ଜାରିରଖିଛି ଜନ ସମ୍ପର୍କ ପଦଯାତ୍ରା | ସେହିପରି ରାଜନଗର ବ୍ଲକରେ ମଧ୍ୟ ବିଜେଡି ଜାରିରଖିଛି ଜନ ସମ୍ପର୍କ ପଦଯାତ୍ରା |ଆଜି ରାଜନଗର ବ୍ଲକ ଅନ୍ତର୍ଗତ ରଙ୍ଗଣୀ, କେରୁଆପାଳ, ବାଘମାରୀ ଓ ତାଳଚୁଆ ପଞ୍ଚାୟତର ଜନ ସମ୍ପର୍କ…
ଓଡ଼ିଆ ଓ ହିନ୍ଦୀ ସିନେମା ସଙ୍ଗୀତର ନିଆରା ଆସର “ତୁମ ସ୍ମୃତି ଆମ ସ୍ୱର”
ଭୁବନେଶ୍ୱର : ଓଡ଼ିଆ ଓ ହିନ୍ଦୀ ସିନେମାରେ ଗୀତିଗୁଛକୁ ନେଇ ଓଡିଶା ଜ୍ୟୋତି ଫାଉଣ୍ଡେସନ ଆନୁକୂଲ୍ୟରେ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି ରହିବେ ହର୍ଷିନି ଅନୁଷ୍ଠାନର କଳାକାରଙ୍କୁ ନେଇ ଆୟୋଜିତ ହୋଇଯାଇଛି ସଙ୍ଗୀତ ସଂଧ୍ୟା "ତୁମ ସ୍ମୃତି ଆମ ସ୍ୱର"| ସଂଗୀତ ରାଇଜରେ ଡେଣା ମେଲାଇ ଉଡିବାକୁ…
ଅବକାରୀ ଚଢ଼ଉ :ଚୋରା ରନ୍ଧା ମଦ ଓ ମହୁଲ ପୋଚ ଜବତ
ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପନିର୍ବାଚନ କୁ ଆଖି ଆଗରେ ରଖି ନିରପେକ୍ଷ ଓ ନିର୍ଭିକ କରିବା ପାଇଁ ପାଇକମାଲ ଅବକାରୀ ଥାନା ଓ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଟିମ ଶ୍ରୀମତୀ ରଶ୍ମିତା ଲାକ୍ରା (I. E Bargarh)ଓ ଅବକାରୀ ଟିମ ମିଳିତ ଚଢ଼ଉ କରି ଚୋରା ରନ୍ଧା ମଦ ମହୁଳ ପୋଚ ଓ…