Sign in
Sign in
Recover your password.
A password will be e-mailed to you.
“ପ୍ରଦୀପ ପୁରୋହିତ ବିଧାୟକ ଭାବେ ଜିତିଲେ ପଦ୍ମପୁର ର ବିକାଶ ହେବ ।”
ବିଜେପିର କାର୍ଯ୍ୟକର୍ତ୍ତା ଙ୍କ ବୈଠକ ।
ପଦ୍ମପୁର: ପଦ୍ମପୁର ଉପ ନିର୍ବାଚନ ଯେତିକି ପାଖେଇ ଆସୁଛି ,ନିର୍ବାଚନୀ ପ୍ରଚାର ଉଷ୍ମତା ସେତିକି ବୃଦ୍ଧି ପାଉଛି । ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ଝାରବନ୍ଧ ବ୍ଳକ ବିଜାଢୋଲ, କନ୍ଧାଡଙ୍ଗର,କୁସୁମଦର୍ହା,ଅନୁଗୁଳ,ବଣ୍ଡା ମୁଣ୍ଡା,କୋଟନା ଆଦି…
୨୭ରେ ବିଜେବି ଫ୍ରେଣ୍ଡସ୍ ତରଫରୁ ଆନ୍ତଃମହାବିଦ୍ୟାଳୟ କୁଇଜ୍ ପ୍ରତିଯୋଗିତା
ଭୁବନେଶ୍ୱର: ଚଳିତ ମାସ ୨୭ ତାରିଖ ରବିବାର ଦିନ ବିଜେବି ମହାବିଦ୍ୟାଳୟର ପୁରାତନ ଛାତ୍ର ସଂଘ “ବିଜେବି ଫ୍ରେଣ୍ଡସ୍” ଆନୁକଲ୍ୟରେ ଭୁବନେଶ୍ୱର ୟୁନିଟ୍-୨ ସ୍ଥିତ ଇନ୍ଦିରା ଗାନ୍ଧି ପାର୍କ ନିକଟସ୍ଥ ଗୀତଗୋବିନ୍ଦ ଭବନରେ ଆନ୍ତଃମହାବିଦ୍ୟାଳୟ କୁଇଜ୍ ପ୍ରତିଯୋଗିତାର ଆୟୋଜନ କରାଯାଇଛି । ଏହି…
ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ “ସୁରଭି-୨୦୨୨’ର ଦ୍ୱିତୀୟ ଦିବସ
ଆକର୍ଷଣ ସାଜିଲା "ମିଟ୍ ଦି ପର୍ସନାଲିଟି' ଓ "ଛାୟା ବିଧାନସଭା'
ଭୁବନେଶ୍ୱର(ଶାସକ ପ୍ରଶାସକ) : ଶିଶୁ ଦିବସ ଅବସରରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁୟୁନିଟ୍-୯ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ "ସୁରଭି-୨୦୨୨'ର ଆଜି ଥିଲା ଦ୍ୱିତୀୟ…
ବିଜେଡିରେ ମିଶିଲେ ଯୁବ ଗୋଷ୍ଠୀ
ବରଗଡ :- ପାଖେଇ ଆସୁଛି ପଦ୍ମପୁର ଉପନିର୍ବାଚନ । ନିର୍ବାଚନ ପୂର୍ବରୁ ଦଳକୁ ମଜବୁତ କରି ପ୍ରଚାର ମୈଦାନ କୁ ବାହାରିବା ପାଇଁ ସବୁ ପ୍ରକାର ପ୍ରାଥମିକ ପ୍ରସ୍ତୁତି ଏକ ପ୍ରକାର ଶେଷ ପର୍ଯ୍ୟାୟରେ । ଆସନ୍ତା କାଲି 16 ନଭେମ୍ବର ଦିନ ବିଜୁ ଜନତା ଦଳର ପ୍ରାର୍ଥୀ ବର୍ଷା ସିଂ ବାରିହା ଙ୍କର ନାମାଙ୍କନ…
ସ୍ୱତନ୍ତ୍ର ଉନ୍ନୟନ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କୁ କନ୍ଧ କୂଳସମାଜ ବ୍ଲକ ବିଜେଡି ଦଳ କଲ୍ୟାଣସିଂହପୁର ପକ୍ଷରୁ ସ୍ୱାଗତ…
କଲ୍ୟାଣସିଂହପୁର/ପ୍ରଦୀପ ଦଲାଇ: ଆଜି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକଗସ୍ତ ରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁସୂୟାମାଝି ଓ ଉପାଧ୍ୟକ୍ଷ ବନମାଳି କାଡ୍ରକାଙ୍କ ଦାୟିତ୍ୱ ଗ୍ରହଣ କରିବା ପରେ କନ୍ଧ କୂଳ ସମାଜ ଓ ବ୍ଲକ ବିଜେଡି ଦଳପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ…
ସୋଆରେ ରକ୍ତଦାନ ଶିବିର : ୧୦୦ ୟୁନିଟ୍ ର ରକ୍ତ ସଂଗ୍ରହ
ଭୁବନେଶ୍ୱର,: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଏଚ୍ଡିଏଫ୍ସି ବ୍ୟାଙ୍କର ମିଳିତ ସହଯୋଗରେ ମଙ୍ଗଳବାର ଏକ ରକ୍ତଦାନ ଶିବିର ସୋଆ କ୍ୟାମ୍ପସ୍- ୨ରେ ଅନୁଷ୍ଠିତ ହୋଇଯାଇଛି ।ଓଡିଶା ବ୍ଲଡ୍ ବ୍ୟାଙ୍କ ଏବଂ ସମ୍ ହସ୍ପିଟାଲ୍ ର ବ୍ଲଡ୍ ବ୍ୟାଙ୍କ ପକ୍ଷରୁ ଏହି ରକ୍ତଦାନ ଶିବିର ପରିଚାଳନା କରାଯାଇଥିଲା…
“ଲୁଚିଛି ନା ଗୋଡ ଦିଟା ଦିଶୁଛି : ଧରାପଡିଲା ବିଜେପିର କୃଷକଙ୍କ ପାଇଁ ମିଛ ଦରଦ”
https://youtu.be/awkJl19bppg
ତୋମାରଙ୍କ ଟୁଇଟ୍ ଜବାବ ଦେଲେ ବିଜେଡି ସାଂସଦ ସସ୍ମିତ ପାତ୍ର
"କେନ୍ଦ୍ର କୃଷି ମନ୍ତ୍ରୀଙ୍କ ଟୁଇଟ୍ରୁ ସ୍ପଷ୍ଟ ହେଲା; କେନ୍ଦ୍ର ସରକାରଙ୍କ ପାଖରେ ଅଟକି ରହିଥିଲା ଫସଲ ବୀମା"
ଭୁବନେଶ୍ୱର : ବରଗଡ଼ ଜିଲ୍ଲା ବିଶେଷ କରି ପଦ୍ମପୁର ନିର୍ବାଚନ ମଣ୍ଡଳୀର…
ଓଡ଼ିଶା ମୋ ପରିବାର ସହାୟତାରେ ଘରକୁ ଫେରିଲା ମୃତ ଯୁବକଙ୍କ ପାର୍ଥିବ ଶରୀର
ଭୁବନେଶ୍ୱର : ଅର୍ଥ ଅଭାବରୁ,ରେଳ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଯୁବକଙ୍କ ଶବ ଘରକୁ ଫେରିପାରୁନଥିଲା,ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର, ଘରକୁ ଫେରିଲା ମୃତ ପାର୍ଥଙ୍କର ପାର୍ଥିବ ଶରୀର ।
ସୂଚନାନୁସାରେ,ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତର ଜଣେ ୨୪ ବର୍ଷିୟ ଯୁବକ ପାର୍ଥ ସାରଥି ନାୟକ…
ପଦମପୁର ଉପନିର୍ବାଚନ ପାଇଁ ନୋଡାଲ ଅଧିକାରୀଙ୍କ ବୈଠକ
ଭୁବନେଶ୍ୱର: ପଦମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନର ଯାବତୀୟ ନିର୍ବାଚନୀ ଖର୍ଚ୍ଚର ତଦାରଖ କରିବା ନିମନ୍ତେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ନୋଡାଲ ଅଧିକାରୀମାନଙ୍କର ଏକ ବୈଠକ ମୁଖ୍ୟ…
କୃଷକ ମାନଙ୍କୁ ମିଳିବ ଇନପୁଟ ସହାୟତା
200 କୋଟିର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର:ରାଜ୍ୟର ମରୁଡ଼ି ପ୍ରଭାବିତ ଅଞ୍ଚଳର ପୀଡ଼ିତ ଚାଷୀଙ୍କୁ ୨୦୦ କୋଟି ଟଙ୍କାର ଇନ୍ପୁଟ୍ ସହାୟତା ରାଶି ପ୍ରଦାନ କରାଯିବ। ଆଜି ଏ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହି ସମସ୍ତ ଅର୍ଥ ରାଜ୍ୟ…