ସହୀଦଙ୍କ ସ୍ମୃତିରେ କ୍ୟାଣ୍ଡଲ ଶୋଭାଯାତ୍ରା

0

ମେଲଛାମୁଣ୍ଡା,(ମନୋଜ ଭୋଇ)- ମେଲଛାମୁଣ୍ଡା ୟୁଥ କ୍ଳବ ଆନୁକୁଲ୍ୟରେ ପୁଲଓାମା ବୋମା ବିଷ୍ପରଣରେ ସହୀଦ ହୋଇଥିବା ବୀର ଜବାନଙ୍କ ସ୍ମୃତି ଉଦେଶ୍ୟରେ ଏକ କ୍ୟାଣ୍ଡଲ ଶୋଭାଯାତ୍ରା ମଙ୍ଗଲବାର ରାତିରେ ଅନୁଷ୍ଠିତ ହୋଇଯାଇଛି । ୟୁଥ କ୍ଳବର ସଦସ୍ୟ ସବୁ ହାତରେ କ୍ୟାଣ୍ଡର ଧରି ସହୀଦଙ୍କ ଉଦେଶ୍ୟରେ ବିଭିନ୍ନ ସ୍ଲେଗାନ ଦେବା ସହ ଗ୍ରାମ ପରିକ୍ରମା କରିଥିଲେ । କ୍ୟାଣ୍ଡଲ ଶୋଭାଯାତ୍ରାକୁ ବିଭିନ୍ନ ଛକରେ ସ୍ୱାଗତ କରାଯାଇଥିଲା ।

Leave A Reply

Your email address will not be published.