ଚାରି ଦଫା ଦାବି ନେଇ ପାଇକମାଲ ମୁଖ୍ୟ ଛକ ରେ ଗଣ ଧାରଣା

ବରଗଡ :- ଆଉ ମାତ୍ର କିଛି ଦିନ ବାକି ରହିଲା ପଦ୍ମପୁର ଉପନିର୍ବାଚନ । ଅନେକ ସମସ୍ୟା ଭିତର ଦେଇ ଗତି କରୁଥିବା ପାଇକମାଲ ଅଞ୍ଚଳ ର ଲୋକେ ଆଜି ଚାରି ଗୋଟି ମୁଖ୍ୟ ସମସ୍ୟା କୁ ନେଇ ପାଇକମାଲ ମୁଖ୍ୟ ଛକ ରେ ଗଣ ଧାରଣା ରେ ବସିଛନ୍ତି । ଏହି ଗଣଧାରଣା କୁ ପାଇକମାଲ ଅଂଚଳର ଅଧିକାଂଶ ସଙ୍ଘ ଗୁଡିକର…

ଶିଳ୍ପାୟନ ଭିତ୍ତିଭୂମି ବିକାଶ ନିମନ୍ତେ କାର୍ଯ୍ୟଯୋଜନା ଅନୁମୋଦିତ

ନିର୍ଦ୍ଧାରିତ ସମୟ ମଧ୍ୟରେ ପୋର୍ଟାଲରେ ତଥ୍ୟ ଅପ୍ଲୋଡ୍ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଭୁବନେଶ୍ୱର, : ରାଜ୍ୟରେ ଅଧିକ ଶିଳ୍ପାୟନ ବିକାଶ ଦିଗରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପଭାବେ ରାଜ୍ୟ ଲଜିଷ୍ଟିକ୍ କାର୍ଯ୍ୟ ଯୋଜନାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର…

ଉତ୍କଳ ଆଲୁମିନା ପକ୍ଷରୁ ବାଫିଲମାଳି ବକ୍ସାଇଟ ଖଣିଠାରେ ଆଞ୍ଚଳିକ ପରିବେଶ ତଥା ଖଣିଜ ସଚେତନତା କାର୍ଯ୍ୟକ୍ରମ…

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ : ଦୋରାଗୁଡା ରିଜନ୍‍ର ଟିକିରି ନିକଟ ବାଫିଲମାଳି ବକ୍ସାଇଟ ଖଣିର ଆଞ୍ଚଳିକ ପରିବେଶ ତଥା ଖଣିଜ ସଚେତନତା କାର୍ଯ୍ୟକ୍ରମ (ଇଏମ୍‍ଏପି), ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା…

ଜିଲ୍ଲା ସ୍ତରୀୟ ଅମଲା ଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବର ପ୍ରତିବାଦ

ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କ ଜରିଆରେ ଅମଲା ସଙ୍ଘର ଦାବି ପତ୍ର ନବରଙ୍ଗପୁର/ ଜିଲ୍ଲା ପ୍ରତିନିଧି ଅଶୋକ ସାହୁ : ଜିଲ୍ଲା ସ୍ତରୀୟ ଅମଲା ଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ବର୍ଷବର୍ଷ ଧରି ସଚିବାଳୟର ନାଲିଫିତା ତଳେ ଚାପିରହିବା ଅତି ପରିତାପ ବିଷୟ ହୋଇଛି । ଏହାକୁ…

ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ମଧୁମେହ ଦିବସ ପାଳିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ , ଓଡ଼ିଶା ସରକାର ଓ ମହିଳା ମହାବିଦ୍ୟାଳୟ ରେଡକ୍ରସ ବିଭାଗର ମିଳିତ ଆନୁକୂଲ୍ୟରେ ବିଶ୍ୱ ମଧୁମେହ ଦିବସ ଆଡମ୍ବର…

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୪୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଶିଳ୍ପାଞ୍ଚଳ ଠାରେ ଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୪୧ ତମ ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ସହକାରୀ ଜିଲ୍ଲାପାଳ ଶ୍ରୀ କିରଣ ମହାନ୍ତି ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି…

୪ର୍ଥ କପିଳାସ ମହୋତ୍ସବ – ୨୦୨୨: ରାଜ୍ୟ ସ୍ତରୀୟ ପ୍ରତିଭା ଚୟନ ଓ ପ୍ରତିଭା ସମ୍ମାନ ଓ ମାଇକ୍ରୋମିଡ଼ିଆର ୨୦ତମ…

 https://youtu.be/LNY5m3agrjc ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାଇକ୍ରୋମିଡ଼ିଆ ଓ ଭକ୍ତି ବିନୋଦ ସ୍ମୃତି ସଂସଦ ତରଫରୁ ମିଳିତ ଭାବେ ନଭେମ୍ବର ମାସ ୭ ତାରିଖରେ କପିଳାସ ପୀଠରେ ଉଦ୍ଘାଟନ ହେବା ସହ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏତଦ୍ ବ୍ୟତୀତ ନଭେମ୍ବର…

ଗଜପତି ମହୋତ୍ସବ -୨୦୨୨ ପ୍ରସ୍ତୁତି ବୈଠକ : ଜିଲ୍ଲାସ୍ତରୀୟ ଗଜପତି ଉତ୍ସବ ଜାନୁଆରୀ ୧୮ ତାରିଖରୁ ୨୨

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ସ୍ତରୀୟ ଗଜପତି ମହୋତ୍ସବ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲାର ଲୋକ କଳା ସାଂସ୍କୃତିକ ଉତ୍ସବକୁ ସୁରୁଖୁରୁରେ ତୁଲାଇବା ପାଇଁ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ…

ରସଲପୁରରେ ଲୁଟ ଘଟଣାରେ ୫ ଅଭିଯୁକ୍ତ ଗିରଫ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ରସଲପୁରଠାରେ ଥିବା କୁକୁଡ଼ା ଫାର୍ମ ନିକଟରେ ଦୁଇଜଣ କଲେଜ ଛାତ୍ରଛାତ୍ରୀ କଥା ହେଉଥିବା ସମୟରେ ସେମାନଙ୍କୁ ସ୍ଥାନୀୟ ଯୁବକମାନେ ଅଟକ ରଖି ସେମାନଙ୍କ ଫଟୋ ଉଠାଇ ଫଟୋକୁ ଭାଇରାଲ କରିବା ପାଇଁ ଧମକ ଦେଇ ସେମାନଙ୍କ ପାଖରେ ଥିବା…