ଚିଲିକା (ସେକ କୌଶର) ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଚିଲିକା ଏସିଆ ମହାଦେଶ ର ସର୍ବ ବୃହତମ ଲୁଣା ହ୍ରଦ ମରାଳମାଳିନୀ ନିରାମ୍ବୁ ଚିଲିକା, ବାଲୁଗାଁ ଚିଲିକା କୁଳ ଠାରୁ ପ୍ରାୟ ଷୋହଳ କିଲୋମିଟର ଜଳପଥ ଦେଇ ନୌକା ସାହାଯ୍ୟ ରେ ଗଲେ ମା କାଳୀଜାଈ ଙ୍କ ମନ୍ଦିର ଏକ ପାହାଡ଼ ରେ ଅବସ୍ଥିତ ଏଠାକୁ ପ୍ରତେକ ଦିନ ସହ ସହ ସଂଖ୍ୟାରେ ମା କାଳୀଜାଈ ଙ୍କୁ ଦର୍ଶନ ନିମନ୍ତେ ଆସିଥାନ୍ତି ପାହାଡ଼ ର ଚତୃପାର୍ଶ୍ଵ ଚିଲିକା ର ନୀଳଜଳ ରାଶି.ମା କାଳିଜାଇ ଙ୍କ ପୀଠରେ ଆସନ୍ତା ଅଠର ତାରିଖ ଶନିବାର ଦିନ ପ୍ରଥମଥର ପାଇଁ ନୂତନ ଜାଗର ପର୍ବ ଅନୁଷ୍ଠିତ ହେବାକୁ ଯାଉଅଛି ସକାଳ ଆଠ ଘଣ୍ଟା ସମୟରୁ ଆରମ୍ଭ ହେବ ନୀତିକାନ୍ତି ଯୋଗେଶ୍ୱର ମହାଦେବଙ୍କ ପୀଠରେ ଶକ୍ତିଙ୍କୁ ପୂଜା ଅର୍ପଣ କରିବା ନିନୀତ୍ତ୍ୱ ଦର୍ଶନ କରି ମା କାଳିଜାଇ ଙ୍କ ଅଶିର୍ବାଦ ପ୍ରାପ୍ତ କରିବା ଓ ମା କାଳିଜାଇଙ୍କ ପୀଠରେ ପ୍ରଥମ ଥର ଜାଗର ପର୍ବ ହେଉଥିବାରୁ ପାରିକୁଦ ଗଡ ରାଜା ଶ୍ରୀ ସନ୍ତୋଷ ଚନ୍ଦ୍ର ଦେଓ ଶ୍ରଦ୍ଧାଳୁ ମାନଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି!!
Sign in
Sign in
Recover your password.
A password will be e-mailed to you.
Prev Post
Next Post