ସକାଳ ସକାଳୁ କାଶୀପୁର ବ୍ଲକ ରେ ଭୂମିକମ୍ପ ର ଅନୁଭୂତି

0 2

କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡ଼ା ଜିଲା କାଶୀପୁର ବ୍ଲକ ବିବିନ୍ନ ସ୍ଥାନ ରେ ଶୁକ୍ରବାର ସକାଳ ୫.୬ମିନିଟ୍‌ ଭୂକମ୍ପ ଅନୁଭୂତ ହୋଇଛି। ୨ରୁ ୩ ସେକେଣ୍ଡ ଧରି ଏହି ଭୂକମ୍ପ ହୋଇଥିଲା। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୫ ଥିବା ଜଣାପଡ଼ିଛି। ଅଞ୍ଚଳରେ ଥିବା ବିଭିନ୍ନ ଘରଦ୍ୱାର ଦୋହଲି ଯାଇଥିବା ବେଳେ ଲୋକେ ଭୟଭୀତ ହୋଇ ବାହାରକୁ ବାହାରି ଆସିଥିଲେ। ଅଞ୍ଚଳବାସୀ ସମସ୍ତେ ଭୂକମ୍ପ ଅନୁଭବ କରିଥିବା କହିଛନ୍ତି।

Leave A Reply

Your email address will not be published.