ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ପାରଳାଖେମଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦମହକୁମା ପାରଳାଖେମୁଣ୍ଡି ଅନ୍ତର୍ଗତ ଜିଲ୍ଲାପାଳ ସମ୍ମିଳନୀ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା , ଅତିରିକ୍ତ…

ବ୍ଲକସ୍ତରୀୟ ବିଜ୍ଞାନ ମେଳା

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ନୟନ ରଞ୍ଜନ ମଣ୍ଡଳ ଯୋଗଦେଇ ବ୍ଲକସ୍ତରୀୟ ବିଜ୍ଞାନ ମେଳାକୁ ଉଦ୍ଘାଟନ କରିଥିଲେ।…

ସର୍ବଭାରତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ନୟାଗଡ଼ କପ୍-୨୦୨୨

ନୟାଗଡ଼(ବିଶ୍ଵଜିତ ନାୟକ) - ନୟାଗଡ଼ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ଆନୁକୂଲ୍ୟରେ ଆୟୋଜିତ ସର୍ବଭାରତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଟି-୨୦ ନୟାଗଡ଼ କପ୍-୨୦୨୨ର ପ୍ରଥମ ସେମିଫାଇନାଲ ମ୍ୟାଚ୍ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ସେମିଫାଇନାଲ ମ୍ୟାଚ୍…

ଆର୍ଥିକ ଅନିୟମିତତା: ଭଦ୍ରକ ଜିଲ୍ଲା ବଣିଆ ହାଇସ୍କୁଲର ପ୍ରଧାନଶିକ୍ଷକ ନିଲମ୍ବିତ

ଭୁବନେଶ୍ୱର : ଭଦ୍ରକ ଜିଲ୍ଲା ବଣିଆ ଉଚ୍ଚବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନଶିକ୍ଷକ ଶ୍ରୀ ଲକ୍ଷ୍ମୀଧର ମଲିକଙ୍କୁ ଆର୍ଥିକ ଅନିୟମିତତା ନେଇ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ କୁମାର ଦାସ ରାଜ୍ୟ ସରକାରଙ୍କ ଭ୍ରଷ୍ଟାଚାର ବିରୁଦ୍ଧରେ ଶୂନ୍ୟ…

ମତଦାନ ଚାଲିଥିବା ବେଳେ ଟଙ୍କା ବାଣ୍ଟି ଧରାପଡ଼ିଲେ ମାଳମାଳ ବିଜେପି ନେତା: ବିଜେଡି

 ପାଇକମାଳରେ ଟଙ୍କା ବାଣ୍ଟୁଥିଲେ କଳାହାଣ୍ଡିର ବିଜେପି ନେତା ସୁଧୀର ପାଟ୍ଟଯୋଶୀ  ଲୋକଙ୍କୁ ଟଙ୍କା ବାଣ୍ଟି ବିଜେଡି ବିରୋଧରେ କହିବାକୁ ଉସୁକାଉଥିଲେ ଅର୍ଗସ୍ ରିପୋର୍ଟର  ଧାଡ଼ିରେ ଥିବା ମହିଳା ଭୋଟରଙ୍କୁ ଟଙ୍କା ଯାଚି ହଟହଟା ହେଲେ କାଉନସିଲର  ଆଚରଣ ବିଧି…

ପଦ୍ମପୁର ରେ ରେକର୍ଡ ମତଦାନ

ଶାନ୍ତିପୂର୍ଣ୍ଣ ଭାବରେ ସମ୍ପନ୍ନ ହେଉଛି ମତଦାନ ବରଗଡ :- ପଦ୍ମପୁର ଉପ- ନିର୍ବାଚନ ମଣ୍ଡଳୀରେ ୩୧୯ ଟି ବୁଥରେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ଶ୍ରୀମତୀ ମୋନିଷା ବାନାର୍ଜୀ ବିଭିନ୍ନ ବୁଥ କୁ ପରିଦର୍ଶନ କରିଥିଲେ ।…

ଟିବି ହାରେଗା ଦେଶ ଜିତେଗା: ଟିବି ମୁକ୍ତ ପାଇଁ କନ୍ଧମାଳକୁ ପୋଷ୍ୟ ଭାବେ ଗ୍ରହଣ କଲା କିସ୍‍ ଫାଉଣ୍ଡେସନ୍‍

ଫୁଲବାଣୀ : ୨୦୨୫ ସୁଦ୍ଧା ଦେଶକୁ ଯକ୍ଷ୍ମାମୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଅଭିଯାନ ‘ଟିବି ହାରେଗା ଦେଶ ଜିତେଗା’ରେ ବିଭିନ୍ନ ରାଜ୍ୟରେ ଟିବି ନିରାକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ଯକ୍ଷ୍ମା ମୁକ୍ତ ଅଭିଯାନରେ ସାମିଲ ହୋଇ…

ସୋଆ କୃଷି ବିଜ୍ଞାନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ବିଶ୍ୱ ମୃତିକା ଦିବସ ପାଳିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ର ଚତୁର୍ଥ ବର୍ଷ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସୋମବାର ଦିନ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ‘ବିଶ୍ୱ ମୃତିକା ଦିବସ’ ପାଳିତ ହୋଇଛି । ଭୁବନେଶ୍ୱର ଉପକଣ୍ଠ ଛତାବର,…

 ଓଡିଶା ମୋ ପରିବାର ସହାୟତାରେ ହସ୍ପିଟାଲ ରୁ ଘରକୁ ଆସିଲା ‘ଶବ’

  ଭୁବନେଶ୍ୱର : ଅର୍ଥ ଅଭାବରୁ, ଶେଷକୃତ୍ୟ ନିମନ୍ତେ ଘରକୁ ଫେରିପାରୁନଥିଲା ମୃତଦେହ, ଠିକ୍ ଏହି ସମୟରେ ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର । ଘରକୁ ଫେରିବା ପାଇଁ ଯୋଗାଇଦେଲା ଆମ୍ବୁଲାନ୍ସ । ସୂଚନାନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ମଙ୍ଗରାଜପୁର ଅଞ୍ଚଳର ୬୫ବର୍ଷିୟ ଶେଷଦେବ ମହାରଣାଙ୍କର…