Sign in
Sign in
Recover your password.
A password will be e-mailed to you.
ଛତୁଆ ଗାଡି ଅଟକାଇଲେ ଅଙ୍ଗନୱାଡ଼ି କର୍ମୀ
ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଛତୁଆ ବଣ୍ଟନକୁ ବିରୋଧ କରି ଛତୁଆ ବଣ୍ଟନ ଗାଡ଼ିକୁ ଅଟକାଇଲେ ଅଙ୍ଗନୱାଡ଼ି କର୍ମୀ। ଭାରତୀୟ ମଜଦୁର ସଂଘ ପରିଚାଳିତ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ ୱ।ର୍କର୍ସ ଆସୋସିଏସନ୍ ତରଫରୁ ଆଜିକୁ ପ୍ରାୟ ୧୫ ଦିନ ହେଲା ରାଜ୍ୟର…
ଛୁରାମାଡ଼ରେ ଯୁବକ ଗୁରୁତର
ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲରେ ଆଜି ଛୁରାମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ବଡ଼ବିଲ ଥାନା ଅନ୍ତର୍ଗତ ପୁରୁଣା ବସଷ୍ଟାଣ୍ଡର ଏକ ଚା ଦୋକାନ ସମ୍ମୁଖରେ ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ, ବଡ଼ବିଲ ନ୍ୟୁ ମାର୍କେଟ ଅଞ୍ଚଳର ଏମଡି ଆକବର ତାଙ୍କ ଛୁଆକୁ ସ୍କୁଲରେ ଛାଡି ପୁରୁଣା…
ଓଡିଶା ରାଜ୍ୟ ପୁରୁଷ ଓ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ମହାସଂଘ ନିର୍ଦ୍ଦେଶ କ୍ରମେ ମହାସଂଘର ଗଜପତି ଜିଲ୍ଲା ଶାଖା ପକ୍ଷରୁ ଆସନ୍ତା ୧୪ ରିଖ ଠାରୁ ୨୧ ରିଖ ପର୍ଯ୍ୟନ୍ତ ଅସହଯୋଗ ଆନ୍ଦୋଳନ ପାଇଁ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ…
ବାଂଲାଦେଶ ଠାରୁ ମ୍ୟାଚ ହାରିଲା, ୮୦ ପ୍ରତିଶତ ମ୍ୟାଚ ଫି ବି ହରାଇଲା ଭାରତୀୟ କ୍ରିକେଟ ଦଳ
ନୂଆଦିଲ୍ଲୀ : ବାଂଲାଦେଶ ଠାରୁ ଭାରତୀୟ କ୍ରିକେଟ ଦଳ ପ୍ରଥମ ଏକଦିବସୀୟରେ ଲଜ୍ଜାଜନକ ପରାଜୟ ପରେ ଦଳକୁ ବିଭିନ୍ନ ମହଲରୁ ସମାଲୋଚନାର ଶରବ୍ୟ ହେବାକୁ ପଡିଥିବା ବେଳେ ଏବେ ପୁଣି ଏକ ଝଟକା ଲାଗିଛି ଆର୍ଥିକ ଜୋରିମାନା ହିସାବରେ | ମ୍ୟାଚ ଫିର ୮୦ ପ୍ରତିଶତ ଜୋରିମାନା ପଡିଛି ଭାରତୀୟ ଦଳ ଉପରେ |…
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ବିଭିନ୍ନ ୧୩ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ
ସୁବର୍ଣ୍ଣପୁର( ପ୍ରକାଶ କୁମାର ହାତୀ):ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡିଆରଡିଏ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲପାଳ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାଶ ଓ…
ଦିବ୍ୟ ପ୍ରେରଣା ପରିବାର ପକ୍ଷରୁ ଗୀତାଯଜ୍ଞ
ଆଠମଲ୍ଲିକ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କମ୍ପଲା ପଂଚାୟତ ମହାଦେବ ବିହାର ଠାରେ ବିଶ୍ୱକଲ୍ୟାଣନିମନ୍ତେ ଗୀତାଯଜ୍ଞ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମରେ ରାଧେଶ୍ୟାମ ମିଶ୍ର ଓ ତାଙ୍କ ଧର୍ମପତ୍ନୀ ସୁବାସିନୀ ମିଶ୍ର କର୍ତ୍ତାଭାବରେ ବସିଥିବା ବେଳେ ପୁରୋହିତ ସୁଧାଂଶୁ ଶେଖର ପଣ୍ଡା,…
ଆନ୍ତର୍ଜତୀୟ ସ୍ଵେଛାସେବୀ ଦିବସ ଓ ମୃତ୍ତିକା ଦିବସ ପାଳନ
ଜଗତସିଂହପୁର/ସୁମନ୍ତ କୁମାର ଦାସ:ନେହେରୁ ଯୁବ କେନ୍ଦ୍ର ସଂଗଠନ , ଭାରତ ସରକାର ଓ ସର୍ବୋତ୍ତମ ସୋସିଆଲ ଅର୍ଗାନାଇଜେସନ ମିଳିତ ସହଯୋଗରେ ଜଗତସିଂହପୁର ସ୍ଥିତ ଗଭର୍ମେଣ୍ଟ ପଲି ଟେକନିକାଲ କଲେଜ , ଜାମୁଗାଁ ପରିସର ରେ ଆନ୍ତର୍ଜାତୀୟ ସ୍ୱୋଚ୍ଛାସେବୀ ଦିବସ ଓ ମୃତ୍ତିକା ଦିବସ ମହା ସମରୋହରେ ପାଳିତ…
ନେହେରୁ ଯୁବ କେନ୍ଦ୍ର ତରଫରୁ ଅନ୍ତର୍ଜାତିକ ଭଲୁଣ୍ଟେର୍ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ତ ନେହେରୁ ଯୁବ କେନ୍ଦ୍ର ତରଫରୁ ଅନ୍ତର୍ଜାତିକ ଭଲୁଣ୍ଟେର୍ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ସହର ସ୍ଥିତ…
ଭୁବନେଶ୍ବରରେ ଅନୁଷ୍ଠିତ “ମେକ ଇନ ଓଡିଶା କନକ୍ଲେଭ୍”-୨୦୨୨ କାର୍ଯ୍ୟକ୍ରମରେ ଗୁମ୍ମା ବ୍ଲକର ମା ସନ୍ତୋଷୀ ଶକ୍ତି ଦଳ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା, ଗୁମ୍ମା ବ୍ଲକ ସ୍ଥିତ ମା ସନ୍ତୋଷୀ ଶକ୍ତି ଦଳ ଭୁବନେଶ୍ବରରେ ଅନୁଷ୍ଠିତ “ମେକ ଇନ ଓଡିଶା କନକ୍ଲେଭ୍ ”-୨୦୨୨ ସର୍ବୋତ୍ତମ ସ୍ଵୟଂ ସହାୟକ ଗୋଷ୍ଠୀ ଭାବରେ ମାନନୀୟା ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ , ମିଶନ ଶକ୍ତିଙ୍କ ଠାରୁ…
ଜିଲ୍ଲାସ୍ତରୀୟ ବିଶ୍ବ ମୃତ୍ତିକା ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସ୍ଥିତ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରେ ବିଶ୍ଵ ମୃତ୍ତିକା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ…