Sign in
Sign in
Recover your password.
A password will be e-mailed to you.
ଆକସ୍ମିକ ମୃତ୍ୟୁ କୁ ନେଇ କାଣ୍ଡେଲ ଶୋଭାଯାତ୍ରା
ସିମୁଳିଆ (ଅକ୍ଷୟ କୁମାର ଜେନା)ମୃତ୍ୟୁ କେତେ ବେଳେ କାହାକୁ ନିଜ କୋଳ କୁ ନେବ ସେ ହିଁ ଜାଣେ l ଯଦି ସମାଜ ରେ ଭଲ କାମ କିଏ କରିଥାଏ ତ ମୃତ୍ୟୁ ପରେ ଲୋକ ଙ୍କ ହୃଦୟ ରେ ଛାପ ହୋଈ ରହି ଯାଏ। ତେଇଶି ବର୍ଷୀୟ ଗଗନ ର ଅକାଳ ବିୟୋଗ କେହୀ ବିଶ୍ବାସ କରୁ ନଥିବା ବେଳେ ଆଜି ଏକ ଶୋକାକୁଳ ପରିବେଶ ମ ଇ…
ଆଞ୍ଚଳିକ ଖ୍ରୀଷ୍ଟିଆନ ଜନ କଲ୍ୟାଣ ସମିତି ପକ୍ଷରୁ ପ୍ରାକ୍ ବଡ଼ଦିନ ମହୋତ୍ସବ ଅନୁଷ୍ଠିତ
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅଧିନସ୍ଥ ପେଟାପାଙ୍ଗା ଗ୍ରାମପଞ୍ଚାୟତର ସମୂହ ବାପଟିଷ୍ଟ ମଣ୍ଡଳୀ ପକ୍ଷରୁ ଡ଼ାମ୍ୱାକିଆ ମଣ୍ଡଳୀ ଠାରେ ପ୍ରାକ୍ ଖ୍ରୀଷ୍ଟ ଜନ୍ମ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କନ୍ଧମାଳ ଜିଲ୍ଲା…
୭ ଦଫା ଦାବି ନେଇ ଜିଲ୍ଲା ଆଶାକର୍ମୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତୀୟ ମଜଦୂର ସଂଘ ସଂଲଗ୍ନ ଓଡିଶା ରାଜ୍ୟ ଆଶାକର୍ମୀ ସଂଘ ଗଜପତି ଜିଲ୍ଲା ଶାଖା ପକ୍ଷରୁ ପାରଳାଖେମୁଣ୍ଡି ଠାରେ ୭ଦଫା ଦାବି ପୂରଣ ନେଇ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ ଓ ଜେଲ-ଭରୋ ଆନ୍ଦୋଳନ…
ଜିଲ୍ଲା ଶିଶୁ କଲ୍ୟାଣ ସମିତିରେ ଅଧ୍ୟକ୍ଷା ଓ ସଭ୍ୟସଭ୍ୟା ପଦବୀ ଚୟନରେ ଜିଲ୍ଲାବାସୀଙ୍କୁ ଉପେକ୍ଷା କରା ଯାଇଥିବା ଅଭିଯୋଗ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଶିଶୁ କଲ୍ୟାଣ ସମିତିରେ ଅଧ୍ୟକ୍ଷ ଓ ସଭ୍ୟସଭ୍ୟା ପଦବୀ ଚୟନ ଓ ନିଯୁକ୍ତି ପ୍ରକ୍ରିୟାରେ ଚଞ୍ଚକତା କରାଯାଇ ଜିଲ୍ଲାବାସୀଙ୍କ ପ୍ରତି ଘୋର ଅନ୍ୟାୟ , ଉପେକ୍ଷା ଓ ଅବହେଳା କରାଯାଇଛି ବୋଲି ଜିଲ୍ଲାର ଆଶାୟୀ ପ୍ରାର୍ଥୀ ଓ…
ଅଟଳ ବିହାରୀ ମହାବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ଆୟୋଜିତ।
ବାସୁଦେବପୁର- ବାସୁଦେବପୁର ସ୍ଥିତ ସ୍ଥାନୀୟ ଅଟଳ ବିହାରୀ ମହାବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ଆୟୋଜିତ ହୋଇ ଯାଇଛି। ଦୁଇ ଦିନ ଏହି କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଉଦଘାଟନୀ ଉତ୍ସବରେ ଅଧ୍ୟକ୍ଷ ବ୍ୟୋମକେଶ ଚନ୍ଦନ କୁମାର ଜେନା ଓ ଅଧ୍ୟାପକ କାର୍ତ୍ତିକ ଚନ୍ଦ୍ର ବାରିକ୍ ପ୍ରଦୀପ…
ଧାନ ଖରିରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ,ସରକାରୀ ସହଯୋଗ ପାଇଁ ଦାବୀ
ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ) -ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତର କଟାପାଲି ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ କେହି ଜଣେ ଦୁବୃତ୍ତ ଧାନ ଖଳାରେ ନିଆଁ ଲଗାଇ ଦେଇଥିଲା । ଫଳରେ ଥବିର ପୁଟେଲ ନାମକ ଜଣେ ଚାଷୀଙ୍କ ଅମଳ ହୋଇ ଖଳାରେ ଗଚ୍ଛିତ ଧାନ ପୋଡ଼ି ପାଉଁଶ ହୋଇଯାଇଥିବା ଦେଖିବାକୁ…
ଜଗତସିଂହପୁର ସାଂସ୍କୃତିକ ପରିଷଦ ପୁସ୍ତକମେଳା ନିମନ୍ତେ ସ୍ମରଣିକା କମିଟି ବୈଠକ ଅନୁଷ୍ଠିତ
ଜଗତସିଂହପୁର/ସୁମନ୍ତକୁମାରଦାସ
ଜଗତସିଂହପୁର ସାଂସ୍କୃତିକ ପରିଷଦ ଦ୍ବାରା ଆହୋଜିତ ପୁସ୍ତକ ମେଳା ୨୦୨୩ ନିମନ୍ତେ ସ୍ମରଣିକା କମିଟି ବୈଠକ ମୁଖ୍ୟ ସମ୍ପାଦକ ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ଆଚାର୍ଯ୍ୟ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକର ନିଷ୍ପତି ଅନୁଯାୟୀ ଜଗତସିଂହପୁର…
ପ୍ରଥମ ବାର୍ଷିକ ନୂଆପାଟଣା ଗାଁ ମହୋତ୍ସବ
ଜଗତସିଂହପୁର/ସୁମନ୍ତ କୁମାର ଦାସ:ଗୁରୁବାରରୁ ବୁଧବାର ତାରିଖ ୯ ତାରିଖରୁ ୧୩,୨୦୨୨,୨୩ ରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ମହୋତ୍ସବର ଅନ୍ତିମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଜଗତସିଂହପୁର ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀଯୁକ୍ତ ବୀରକିଶୋର ପରିଡା, ସମ୍ମାନିତ ଅତିଥି ସୂଚନା ଓ…
ଉତ୍କଳ ଆଲୁମିନାର ସିଏସ୍ଆର ପ୍ରକଳ୍ପସମୂହକୁ ଫିକି, ସିଏସ୍ଆର ଟାଇମ୍ସ ଏବଂ ୟୁବିଏସ୍ ଫୋରମ୍ ପୁରସ୍କାର
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ : ରାୟଗଡ଼ା ଓ କଳାହାଣ୍ଡିର ଆଦିବାସୀ ଅଧ୍ୟୁଷିତ ଆଭ୍ୟନ୍ତରୀଣ ଅଞ୍ଚଳରେ ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ୧୦୦ ପ୍ରତିଶତ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ବିବିଧ ସାମାଜିକ ବିକାଶ…
ଷ୍ଟେଟ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ଓଡିଶା ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ଶାଖାର ମିଳିତ ସହଯୋଗରେ ଆଲୋଚନା ଚକ୍ର ଓ…
(ମାହାଙ୍ଗା -ଦେବେନ୍ଦ୍ର ଷଢ଼ଙ୍ଗୀ) - ଷ୍ଟେଟ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ଓଡିଶା ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ଶାଖାର ମିଳିତ ସହଯୋଗରେ ହୋଟେଲ ଚଣ୍ଡିଆ ପ୍ୟାଲେସ ପରିସରରେ ଏକ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ ସାମ୍ବାଦିକ ସଂଘ ସମ୍ପାଦକ ଶିବାଶିଷ ମହାନ୍ତି ଏହି…