Sign in
Sign in
Recover your password.
A password will be e-mailed to you.
ଅଟଳ ବିହାରୀ ମହାବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ଆୟୋଜିତ।
ବାସୁଦେବପୁର- ବାସୁଦେବପୁର ସ୍ଥିତ ସ୍ଥାନୀୟ ଅଟଳ ବିହାରୀ ମହାବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ଆୟୋଜିତ ହୋଇ ଯାଇଛି। ଦୁଇ ଦିନ ଏହି କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଉଦଘାଟନୀ ଉତ୍ସବରେ ଅଧ୍ୟକ୍ଷ ବ୍ୟୋମକେଶ ଚନ୍ଦନ କୁମାର ଜେନା ଓ ଅଧ୍ୟାପକ କାର୍ତ୍ତିକ ଚନ୍ଦ୍ର ବାରିକ୍ ପ୍ରଦୀପ…
ଧାନ ଖରିରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ,ସରକାରୀ ସହଯୋଗ ପାଇଁ ଦାବୀ
ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ) -ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତର କଟାପାଲି ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ କେହି ଜଣେ ଦୁବୃତ୍ତ ଧାନ ଖଳାରେ ନିଆଁ ଲଗାଇ ଦେଇଥିଲା । ଫଳରେ ଥବିର ପୁଟେଲ ନାମକ ଜଣେ ଚାଷୀଙ୍କ ଅମଳ ହୋଇ ଖଳାରେ ଗଚ୍ଛିତ ଧାନ ପୋଡ଼ି ପାଉଁଶ ହୋଇଯାଇଥିବା ଦେଖିବାକୁ…
ଜଗତସିଂହପୁର ସାଂସ୍କୃତିକ ପରିଷଦ ପୁସ୍ତକମେଳା ନିମନ୍ତେ ସ୍ମରଣିକା କମିଟି ବୈଠକ ଅନୁଷ୍ଠିତ
ଜଗତସିଂହପୁର/ସୁମନ୍ତକୁମାରଦାସ
ଜଗତସିଂହପୁର ସାଂସ୍କୃତିକ ପରିଷଦ ଦ୍ବାରା ଆହୋଜିତ ପୁସ୍ତକ ମେଳା ୨୦୨୩ ନିମନ୍ତେ ସ୍ମରଣିକା କମିଟି ବୈଠକ ମୁଖ୍ୟ ସମ୍ପାଦକ ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ଆଚାର୍ଯ୍ୟ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକର ନିଷ୍ପତି ଅନୁଯାୟୀ ଜଗତସିଂହପୁର…
ପ୍ରଥମ ବାର୍ଷିକ ନୂଆପାଟଣା ଗାଁ ମହୋତ୍ସବ
ଜଗତସିଂହପୁର/ସୁମନ୍ତ କୁମାର ଦାସ:ଗୁରୁବାରରୁ ବୁଧବାର ତାରିଖ ୯ ତାରିଖରୁ ୧୩,୨୦୨୨,୨୩ ରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ମହୋତ୍ସବର ଅନ୍ତିମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଜଗତସିଂହପୁର ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀଯୁକ୍ତ ବୀରକିଶୋର ପରିଡା, ସମ୍ମାନିତ ଅତିଥି ସୂଚନା ଓ…
ଉତ୍କଳ ଆଲୁମିନାର ସିଏସ୍ଆର ପ୍ରକଳ୍ପସମୂହକୁ ଫିକି, ସିଏସ୍ଆର ଟାଇମ୍ସ ଏବଂ ୟୁବିଏସ୍ ଫୋରମ୍ ପୁରସ୍କାର
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ : ରାୟଗଡ଼ା ଓ କଳାହାଣ୍ଡିର ଆଦିବାସୀ ଅଧ୍ୟୁଷିତ ଆଭ୍ୟନ୍ତରୀଣ ଅଞ୍ଚଳରେ ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ୧୦୦ ପ୍ରତିଶତ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ବିବିଧ ସାମାଜିକ ବିକାଶ…
ଷ୍ଟେଟ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ଓଡିଶା ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ଶାଖାର ମିଳିତ ସହଯୋଗରେ ଆଲୋଚନା ଚକ୍ର ଓ…
(ମାହାଙ୍ଗା -ଦେବେନ୍ଦ୍ର ଷଢ଼ଙ୍ଗୀ) - ଷ୍ଟେଟ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ଓଡିଶା ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ଶାଖାର ମିଳିତ ସହଯୋଗରେ ହୋଟେଲ ଚଣ୍ଡିଆ ପ୍ୟାଲେସ ପରିସରରେ ଏକ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ ସାମ୍ବାଦିକ ସଂଘ ସମ୍ପାଦକ ଶିବାଶିଷ ମହାନ୍ତି ଏହି…
ରାମପାଲି ଜବର ଦଖଲ ଉଚ୍ଛେଦ ପ୍ରତିବାଦରେ ସମ୍ପୃକ୍ତ ପରିବାର ପକ୍ଷରୁ ଉପଜିଲ୍ଲାପାଳ ଅଫିସ ଘେରାଉ
ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ ) -ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ୱାର୍ଡରେ ଆଜିକୁ ଦୀର୍ଘ ବର୍ଷ ହେବ ବହୁ ପରିବାର ସରକାରୀ ଜାଗାକୁ ଜବରଦଖଲ କରି ରହି ଆସୁଛନ୍ତି । ପ୍ରକାଶ ଥାଉକି,ଉକ୍ତ ପରିବାରକୁ ଥଇଥାନ ନକରି ୭ଦିନ ମଧ୍ୟରେ ଘର ନ ଛାଡ଼ିଲେ ଜେସିବି ବୁଲିବ ବୋଲି ଏନଏସି…
ବଲାଙ୍ଗିର ଠାରେ ଶିଶୁ ଯତ୍ନ ଅନୁଷ୍ଠାନ ର ଜିଲ୍ଲା ସ୍ତରୀୟ କ୍ରୀଡା ଉତ୍ସବ ” ଉତ୍ସାହ “-୨୦୨୨ ଅନୁଷ୍ଠିତ ।
ବଲାଙ୍ଗିର/ନିରୋଜ ମିଶ୍ର: ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ,ବଲାଙ୍ଗିର ଆନୁକୁଲ୍ୟରେ ସ୍ଥାନୀୟ ରାଜେନ୍ଦ୍ର ନାରାୟଣ ସିଂହଦେଓ କ୍ରୀଡା କମ୍ପ୍ଲେକ୍ସ ଠାରେ ଆଜି ଜିଲ୍ଲା ର ୫ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନ ର ଜିଲ୍ଲା ସ୍ତରୀୟ କ୍ରୀଡା ଉତ୍ସବ ” ଉତ୍ସାହ “-୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡା…
ଅଲିମ୍ପିକ୍ ମୂଲ୍ୟବୋଧ ସମ୍ପର୍କିତ ଶିକ୍ଷା କାର୍ଯ୍ୟକ୍ରମର ସମୀକ୍ଷା କଲେ ଅଭିନବ ବିନ୍ଦ୍ରା ଓ ରାଜ୍ୟ ପ୍ରକଳ୍ପ…
ଭୁବନେଶ୍ୱର : ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଚଳିତ ବର୍ଷ ଭୁବନେଶ୍ୱର ଓ ରାଉରକେଲାର ୯୦ଟି ବିଦ୍ୟାଳୟରେ ଅଲିମ୍ପିକ୍ ମୂଲ୍ୟବୋଧ ସମ୍ପର୍କିତ ଶିକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଅଛି । ଏହି ଅବସରରେ ଗତ ତା୧୩.୧୨.୨୦୨୨ରିଖ ମଙ୍ଗଳବାର ଦିନ ବିଶିଷ୍ଟ…
ଏନ ଏ ସି ପରିଦର୍ଶନ କଲେ ବିଧାୟିକା:ନିଷ୍ଠା ର ସହିତ ଜନସେବା କରିବାକୁ କର୍ମଚାରୀ ମାନଙ୍କୁ ନିର୍ଦେଶ
ବରଗଡ :- ପଦ୍ମପୁର ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧ୍ୟାୟିକା ବର୍ଷା ରାଣୀ ସିଂ ବରିହା ଆଜି ପଦ୍ମପୁର ଏନ ଏ ସି ଅଫିସ କୁ ପହଞ୍ଚିଥିଲେ । ସର୍ବପ୍ରଥମେ ଅଫିସର କାର୍ଯନିର୍ବାହୀ ଅଧିକାରୀ ଙ୍କର ସମେତ ସମସ୍ତ କର୍ମଚାରି ମାନେ ମାନ୍ୟବର ବିଧାୟିକା ଙ୍କୁ ସ୍ୱାଗତ କରିଥିଲେ । ଏହାପରେ…