ପ୍ରସନ୍ନ ଦେବଙ୍କ ଦର୍ଶନ କଲେ ବିଧାୟକ ବିଷ୍ଣୁବ୍ରତ : ଉଜ୍ଜଳ ଆଲୋକୀକରଣର କଲେ ଉଦ୍ଘାଟନ

ବାସୁଦେବପୁର/ପ୍ରତାପ ପାଢ଼ୀ - ବାସୁଦେବପୁର ର ସର୍ବ ପୁରାତନ ମନ୍ଦିର ପ୍ରସନ୍ନ ଦେବ  ମନ୍ଦିର ର ବିଧାୟକ ଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠି ରୁ  ଉଜ୍ଜଳ ଆଲୋକୀକରଣର ଶୁଭ ଉଦଘାଟନ କଲେ ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ଓ ପୌର ଅଧ୍ୟକ୍ଷା ନିବେଦିତା ବେହେରା, ଉପାଧ୍ୟକ୍ଷ ଉତ୍ତମ ବାରିକ୍ ଓ ସ୍ଥାନୀୟ…

ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଅଗ୍ନିବିପନ୍ନ ପରିବାରକୁ ସହାୟତା ପ୍ରଦାନ

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ)-ନିଶ୍ଚିନ୍ତକୋଇଲି ବ୍ଲକ ସୁକରପଡ଼ା ଗ୍ରାମର ଚିତରଂଜନ ବାରିକଙ୍କ ଏକ ବଖରା ଗୃହ ସମେତ ଲକ୍ଷାଧିକ ଟଙ୍କା ମୂଲ୍ୟର ସମ୍ପତି ଭସ୍ମୀଭୂତ ହୋଇଯାଇଥିଲା । ସ୍ଥାନୀୟ ଗ୍ରାମବାସୀ ନିଆଁକୁ ଲିଭାଇବା ନିମନ୍ତେ ଅକ୍ଲାନ୍ତ ଉଦ୍ୟମ କରିଥିଲେ ମଧ୍ୟ ଲିଭାଇ ପାରିନଥିଲେ ।…

ଶ୍ୟାମ ଷ୍ଟିଲ୍‍ ପ୍ରଚଳନ କରୁଛି ଜି ହଜୁର୍‍; ସମସ୍ତ ନିର୍ମାଣ ସାମଗ୍ରୀ ସଂଗ୍ରହ ନିମନ୍ତେ ଏକ ବି୨ବି ବଜାରସ୍ଥଳ

ଭୁବନେଶ୍ୱର: ପ୍ରାଇମେରୀ ଟିଏମ୍‍ଟି ବାର୍‍ର ଅନ୍ୟତମ ଅଗ୍ରଣୀ ଉତ୍ପାଦନକାରୀ ତଥା ବିନିର୍ମାଣକାରୀ ଶ୍ୟାମ ଷ୍ଟିଲ୍‍ ସମସ୍ତ ନିର୍ମାଣ ସାମଗ୍ରୀ ନିମନ୍ତେ ଏକ ନୂଆ ଯୁଗର ବି୨ବି ବଜାରସ୍ଥଳ ‘ଜିହଜୁର୍‍’ ପ୍ରଚଳନ ସମ୍ପର୍କରେ ଘୋଷଣା କରିଛି । ସମସ୍ତ ପ୍ରକାର ନିର୍ମାଣ ସାମଗ୍ରୀ ଏବଂ ସେବା ଗୋଟିଏ…

ମାଁ ବିନ୍ଧ୍ୟବାସିନୀ ଓ ନୃସିଂହନାଥ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ବର୍ଷା

ନବନିର୍ବାଚିତ ବିଧାୟିକାଙ୍କୁ ଭବ୍ୟ ସ୍ୱାଗତ ବୟୋଜ୍ୟେଷ୍ଠ ସଂଗ୍ରାମୀ ନେତା ସ୍ବର୍ଗତ ଗୋର୍ଷା ରଣାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କଲେ ବିଧାୟିକା ବରଗଡ :- ପଦ୍ମପୁର ଉପନିର୍ବାଚନ ରେ ବିଜୟ ଲାଭ କରିବା ପରେ ବିଧିବଦ୍ଧ ଭାବରେ ବିଧାନସଭା ରେ ଶପଥ ଗ୍ରହଣ କରିବା ପରେ ନବନିର୍ବାଚିତ ବିଧାୟିକା…

କନ୍ଧମାଳ ଠାରେ ୧୦୮ ଆମ୍ବୁଲାନ୍ସ ପକ୍ଷରୁ ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜିତ

କନ୍ଧମାଳ : ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବାକୁ ଲୋକାଭିମୁଖୀ କରିବା ସହ ସେବାକୁ ଆହୁରି ଉନ୍ନତ କରିବା ଉଦ୍ଦେଶ୍ୟରେ ଜିକିତ୍ସା ହେଲଥକେୟାର ଲିମିଟେଡ ପକ୍ଷରୁ ଚଳିତ ଡିସେମ୍ବର ୧୦ ତାରିଖ ଦିନ କନ୍ଧମାଳ ଜିଲ୍ଲା ସ୍ଥିତ ହୋଟେଲ କେପି ସାଲୁନ୍‌କି ଠାରେ ଆମ୍ବୁଲାନ୍ସ ସେବା ପାଇଥିବା ଲୋକଙ୍କୁ ନେଇ…

ମହୁମାଛି ଆକ୍ରମଣରେ ମହିଳା ମୃତ

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ :ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ କମ୍ପର ଗ୍ରାମରେ ମହୁମାଛି ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ଉଜେରବତୀ ଭତ୍ରା। ଘଟଣାରୁ ପ୍ରକାଶ ଯେ, ମୃତ ଉଜରମତୀ ଗତକାଲି ସକାଳୁ ୬ ଘଣ୍ଟା ସମୟରେ ଡ଼ିଉଟି କରିବାକୁ ଉତ୍କଳ ଆଲୁମିନା…

ନିତ୍ୟାନନ୍ଦ ପାଠାଗାରର ୯ମ ବାର୍ଷିକ ମହୋତ୍ସବ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କରଣ ସାହି ଠାରେ ନିତ୍ୟାନନ୍ଦ ପାଠାଗାରର ୯ମ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ରାଧା ମୋହନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠାନର ସଭାପତି ଗୌର ହରି ପଟ୍ଟନାୟକଙ୍କ ପରିଚାଳନାରେ ମୁଖ୍ୟ…

ଜଟେସିଂହା ମଣ୍ଡି ଉଦଘାଟିତ, ପ୍ରଥମ ଦିନରେ ଉଠିଲା ୧୩୦ କୁଇଣ୍ଟାଲ ଧାନ

ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ସେବା ସମବାୟ ଲିଃ ପ୍ରାଙ୍ଗଣରେ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି। ସଭାପତି ଜତିନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂଜାର୍ଚ୍ଚନା କରି ଧାନ କିଣାର ଶୁଭାରମ୍ଭ କରିଥିଲେ।ସେବା ସମବାୟ ସମ୍ପାଦକ…

ବେଆଇନ କୋଇଲା ଚୋରାଚାଲାଣ : ପୁଲିସ ନିରବ , ବେପାରୀ ମାଲେମାଳ

ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ଏବେ ପଥର କୋଇଲା ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି। କୋଇଲା ମାଫିଆ ଓ କିଛି ପୁଲିସ ଅଧିକାରୀ ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏହି ଅଞ୍ଚଳରେ ଖୋଲାଖୋଲି ବେଆଇନ ପଥର କୋଇଲା ବେପାର ଚାଲୁଛି। ଫଲରେ ସରକାର ଙ୍କ ନୂତନ…

ବେଙ୍ଗାଲୁରୁରେ ପ୍ରତିନିଧିମାନଙ୍କୁ ପାରମ୍ପରିକ ରୀତିନୀତିରେ ସ୍ୱାଗତ

ବେଙ୍ଗାଲୁରୁ/ଭୁବନେଶ୍ୱର:- ଭାରତର ପ୍ରଥମ ଜି୨୦ ଫାଇନାନ୍ସ ଏବଂ ସେଣ୍ଟ୍ରାଲ ବ୍ୟାଙ୍କ ଡେପ୍ୟୁଟି ବୈଠକ ଆରମ୍ଭ ହୋଇଯାଇଛି । ଭାରତ ଜି୨୦ ପ୍ରେସିଡେନ୍ସି ଫାଇନାନ୍ସ ଟ୍ରାକ୍ ଅଧୀନରେ ଏହି ବୈଠକ ଅର୍ଥ ମନ୍ତ୍ରାଳୟ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ମିଳିତ ଭାବରେ ଚଳିତ ମାସ ୧୩ରୁ ୧୫ ପର୍ଯ୍ୟନ୍ତ…