Sign in
Sign in
Recover your password.
A password will be e-mailed to you.
ବିପଦପୁର୍ଣ ଅବସ୍ଥା ରେ ଅସ୍ଥାୟୀ ପୋଲ,ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବି
ଯୋଡ଼ା(ପାର୍ଥସାରଥି ଷଡ଼ଙ୍ଗୀ)- କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ରୋଇଡା ପଂଚାୟତ ଅଧୀନ କୁନ୍ଦୁରୁପାଣି ମୌଜା ରେ ଥିବା ଏକ ପୁରୁଣା ଅସ୍ଥାୟୀ ପୋଲ ବିପଦପୂର୍ଣ୍ଣ ଅବସ୍ଥା ରେ ଥିବା ଦେଖିବାକୁ ମିଳିଛି | ଉକ୍ତ ପୋଲ ଟି କୁନ୍ଦୁରୁପାଣି ଓ ଚୋରମାଲଦା ଗ୍ରାମ କୁ ସଂଯୋଗ କରୁଥିବା ବେଳେ…
ଏନ ଏ ସି ରେ ବର୍ଷା ଙ୍କର ମାରାଥନ କାର୍ଯ୍ୟକ୍ରମ
କାଉନ୍ସିଲ ମିଟିଂରେ ସ୍ୱଚ୍ଛତାକୁ ଗୁରୁତ୍ୱ
ଜିଲ୍ଲା ଗଠନ ପାଇଁ ନେଲେ ଦାଇତ୍ୱ
ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ନବନିର୍ବାଚିତ ବିଧାୟିକା ବର୍ଷା ରାଣୀ ସିଂ ବରିହା ଆଜି ଅନେକ ଗୁଡିଏ ସରକାରୀ ଓ ବେସରକାରୀ କାର୍ଯକ୍ରମ ରେ ଯୋଗ ଦେଇଥିଲେ । ଗତ 42 ଦିନ ଧରି…
ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଆଗଭର ହେଉନି କେନ୍ଦ୍ର: ବିଜେଡି
ସମସ୍ତ ପ୍ରକାର ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ପୂର୍ଣ୍ଣ ପ୍ରତିଶ୍ରୁତି
ସମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ କେନ୍ଦ୍ର ନେଇପାରିବ ନିଷ୍ପତ୍ତି
ସମ୍ବେଦନଶୀଳ ପ୍ରସଙ୍ଗରେ ମିଛ ପ୍ରଚାର ନକରିବାକୁ ବିଜେଡିର ପରାମର୍ଶ
ନୂଆଦିଲ୍ଲୀ: ପଶ୍ଚିମ ଓଡିଶାରେ ହାଇକୋର୍ଟ…
ସମ୍ବଲପୁରରେ ଅଭାବନୀୟ ପରିସ୍ଥିତି ପାଇଁ ରାଜ୍ୟ ସରକାର ଦାୟୀ : ସୁରେଶ ପୂଜାରୀ
ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରତିଷ୍ଠା ନେଇ ନିଜ ଦାୟୀତ୍ୱ ତୁଲାଇ ନାହାନ୍ତି ରାଜ୍ୟ ସରକାର
ରାଜ୍ୟ ସରକାରଙ୍କ ନୀରବତା ଏବଂ ନିଷ୍ଠାର ଅଭାବ କାରଣରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି
ରାଜ୍ୟ ସରକାର ନିଜର ଭୁଲ୍ ଓ ତ୍ରୁଟିର ସମାଧାନ ନକରିଲେ ଆଗକୁ ପରିସ୍ଥିତି ଆହୁରି…
ଠିକଣା ସମୟରେ ପହଞ୍ଚି ଦୁର୍ଘଟଣା ଆହତଙ୍କୁ ଡାକ୍ତରଖାନା ପଠାଇଲେ ବିଧାୟକ ସୁଶାନ୍ତ ସିଂ
ବରଗଡ :- ସୋହେଲା ନିକଟସ୍ଥ ଲେଖାପଦର ଗ୍ରାମ ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣେ ବାଇକ ଆରୋହି ଆହତ ଅବସ୍ଥାରେ ପଡିରହିଥିଲେ । ଦୁର୍ଘଟଣା ଘଟିଥିବା ଖବର ପାଇ ଝଡ ବେଗରେ ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ | ଆହତ କରାଳମାଲ ଗ୍ରାମର ମନ…
ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ରେ ବ୍ୟାପକ ଜାଲିଆତି ଓ ଦୁର୍ନୀତି ସମ୍ପର୍କ ରେ ଭିଜିଲାନ୍ସ ରେ ଅଭିଯୋଗ, ତଦନ୍ତ…
ଜଗତସିଂହପୁର / ସୁମନ୍ତକୁମାର ଦାସ: ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ବ୍ୟାପକ ଜାଲିଆତି ଓ ଦୁର୍ନୀତି ହୋଇଥିବା ନେଇ ପରୁଣା ଗ୍ରାମବାସୀଙ୍କ ପକ୍ଷରୁ ଜଗତସିଂହପୁର ଜ଼ିଲ୍ଲାପାଳ, ଜ଼ିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ତିର୍ତ୍ତୋଲ ପଂଚାୟତ ସମିତି ଅଧକ୍ଷ, ତିର୍ତ୍ତୋଲ ବିଡ଼ିଓ,…
ସଡକ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ : ସାମିଲ ହେଲେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା
ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଳା ପ୍ରଶାସନ, ପରିବହନ ବିଭାଗ ତଥା ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ଆଜି ସଡକ ସୁରକ୍ଷା ପାଳନ ଅବସରରେ ହରଡଖୋଲ ଠାରେ ଥିବା ଜିଲ୍ଳା ସ୍ୱୟଂ ଚଳିତ ଡ୍ରାଇଭିଂ ଟେଷ୍ଟିଙ୍ଗ କେନ୍ଦ୍ର ସମ୍ମୁଖ ରାଜ ରାସ୍ତା ରେ ଦୁଇ ଚକିଆ, ଚାରି ଚକିଆ ଯାନର…
ଏମ.ଏଫ.ଏମ.ଇ ଯୋଜନାର କର୍ମଶାଳା
ସୁବର୍ଣ୍ଣପୁର ( ପ୍ରକାଶ କମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଶିଳ୍ପ କେନ୍ଦ୍ର ଆନୁକୂଲ୍ୟରେ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ଠାରେ ଏକ ପ୍ରଧାନ ମନ୍ତ୍ରୀ ଅଣୁ ଖାଦ୍ୟ ପ୍ରକ୍ରିୟାକରଣ ସଂଗଠିକରଣ ଯୋଜନା ଉପରେ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିଳ୍ପକେନ୍ଦ୍ରର ସାଧାରଣ ପରିଚାଳକ…
ଜଗତସିଂହପୁରରେ ୨୧୪ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
୪ଟି ମିଶନ ଶକ୍ତି ଭବନ ଉଦ୍ଘାଟିତ
ବିଜୁ ସ୍ୱାସ୍ଥ୍ୟ କଲ୍ଯାଣ ଯୋଜନା ରେ ଏ ପର୍ଯ୍ୟନ୍ତ ଆଠ ଲକ୍ଷ ଲୋକ ଉପକାର ପାଇଲେଣି.
ଲୋକଙ୍କ ଆସ୍ଥା ଓ ବିଶ୍ବାସକୁ ବଜାୟ ରଖିବା ପାଇଁ ଆମେ କାମ କରୁଛୁ - ମୁଖ୍ୟମନ୍ତ୍ରୀ
ଜଗତସିଂହପୁର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି…
ଦୁଇଟି ଅଚିହ୍ନା ଶବ ସତ୍କାରରେ ସହାୟତା କଲା ଓଡ଼ିଶା-ମୋ ପରିବାର
ଭୁବନେଶ୍ୱର, : ଭୁବନେଶ୍ୱର କମିଶନରେଟ୍ ପୋଲିସ ଦ୍ୱାରା ଉଦ୍ଧାର କରାଯାଇଥିବା ଦୁଇଟି ଅଚିହ୍ନା ଶବ ସତ୍କାର ପାଇଁ ଆଜି ସମସ୍ତ ସହାୟତା କରିଛି ଓଡ଼ିଶା-ମୋ ପରିବାର । ଏଠାରେ ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବର ୧୧ ତାରିଖରେ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗିର ଭୀମେଶ୍ୱର ମନ୍ଦରି ନିକଟରୁ…