Sign in
Sign in
Recover your password.
A password will be e-mailed to you.
ଗ୍ରାହକସେବା କେନ୍ଦ୍ରର ର ବୈଠକ
କାମାକ୍ଷାନଗର - କାମାକ୍ଷାନଗର ଥାନା ର ଭାରପ୍ରାପ୍ତ ଅଧିକାରୀ ଶରତ ଚନ୍ଦ୍ର ମହାଳିକ ଙ୍କ ଅଧ୍ୟକ୍ଷତା ରେ କାମାକ୍ଷାନଗର ଥାନା ର ଅଭିଭାବକ ପ୍ରକୋଷ୍ଟ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ରେ ମୁଖ୍ୟ ଅତିଥି ଭାବେ କାମାକ୍ଷାନଗର ବ୍ରାଞ୍ଚ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ର କ୍ୟାସିୟର…
ରାଜ୍ୟ ସ୍କାଉଟ୍ସ୍ ଓ ଗାଇଡ଼୍ସ୍ ଶିବିର “ରେନବୋ”ର ଉଦଯାପନୀ ଉତ୍ସବ
ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡ଼୍ସ୍ ସଂସ୍ଥା ଆନୁକୂଲ୍ୟରେ ତା୨୩.୩.୨୦୨୩ରିଖ ଦିନ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଓଡ଼ିଶାର ୨୮ ଜିଲ୍ଲାରୁ ଆସିଥିବା ୮୦୦ ସ୍କାଉଟ୍ ଗାଇଡ଼୍ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଶିବିର “ରେନବୋ ”ର ତା୨୫.୩.୨୦୨୩ ଦିନ ହେଉଛି ଉଦ୍ୟାପନୀ…
ଜନ କଲ୍ୟାଣ ପ୍ରତିଷ୍ଠାନ ଗଜପତି ଆନୁକୁଲ୍ୟରେ ଭବ୍ୟ ସମ୍ବର୍ଦ୍ଧନା
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଆପନ୍ନା ପରିଚ୍ଛା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ, ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସଦସ୍ୟ (ଗଜପତି) ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ପୌରହିତ୍ୟରେ ଏକ ଭବ୍ୟ ସଂବର୍ଥନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମର…
ନୟାଗଡ଼ ଭଦ୍ରକ ମଧ୍ୟରେ ଗଡ଼ିବ ମେମୁ ଟ୍ରେନ
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଭଦ୍ରକ ମଧ୍ୟରେ ଖୁବ ଶୀଘ୍ର ଗଡ଼ିବାକୁ ଯାଉଛି ମେମୁ ପାସେଞ୍ଜର ଟ୍ରେନ। ଅପ୍ରେଲ ମାସ ପ୍ରଥମ ସପ୍ତାହରୁ ଏହି ଟ୍ରେନ ଚଳାଚଳ କରିବ ବୋଲି ବିଭାଗ ପକ୍ଷରୁ ଆଭାସ ମିଳିଛି। ତେବେ ବିଧିବଦ୍ଧ ଭାବେ ଏ ନେଇ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ମିଳିଥିବା ସୂଚନା…
ବାସୁଦେବପୁର ଓକିଲ ସଂଘ ନିର୍ବାଚନ : ତାରାକାନ୍ତ ସଭାପତି ଓ ମାନସ ସମ୍ପାଦକ
ବାସୁଦେବପୁର/ପ୍ରତାପ ପାଢ଼ୀ: - ଶନିବାର ଦିନ ବାସୁଦେବପୁର ରେ ଓକିଲ ସଂଘ ପକ୍ଷରୁ ନିର୍ବାଚନ ସକାଳ ଆଠ ରୁ ଅପରାହ୍ନ ଦିନ ଦୁଇ ଘଟିକା ଯାଏ ଅନୁଷ୍ଟିତ ହୋଇଛି। ଅନୁଷ୍ଟିତ ନିର୍ବାଚନ ରେ ସଭାପତି ପଦ ପାଇଁ ତାରାକାନ୍ତ ଦାଙ୍ଗୁଆ, ସହଦେବ ଦାସ ସମ୍ପାଦକ ପଦ ପାଇଁ ଶୁଭ ପ୍ରକାଶ ନାୟକ, କୃପାସିନ୍ଧୁ…
ଗ୍ରାହକ ସେବାକେନ୍ଦ୍ର ରେ ଠକେଇ, ଗିରଫ ହେଲେ ପରିଚାଳକ
ବାସୁଦେବପୁର/ ପ୍ରତାପ ପାଢ଼ୀ: ବାସୁଦେବପୁର ବ୍ଲକ ଅନ୍ତର୍ଗତ ଇରମ ଗ୍ରାମ ପଞ୍ଚାୟତ ରେ ଥିବା ମିନି ଷ୍ଟେଟ ବ୍ୟାଙ୍କର ପରିଚାଳକଙ୍କ ନାମରେ ସ୍ଥାନୀୟ ଗ୍ରହକ ହରିବନ୍ଧୁ ପାଣି ବାସୁଦେବପୁର ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ । ସୂଚନା ଅନୁଯାୟୀ ପରିଚାଳକ ଜଣକ ଜମାକାରୀଙ୍କ ଏଟିଏମ୍ କୁ ଫରଜରି…
480 ଜଣଙ୍କୁ ସାମାଜିକ ସୁରକ୍ଷା ଭତ୍ତା, 60 ଟି ସ୍ୱୟଂ ସହାୟିକା ଗୋଷ୍ଠି ମହିଳା ଙ୍କୁ 50 ହଜାର ଟଙ୍କା ଲେଖାଏଁ ଋଣ…
ମାହାଙ୍ଗାରେ 2009 ମସିହାରେ ବିଜୟ ପରେ ବିଧାୟକ ପ୍ରତାପ ଜେନାଙ୍କ ଉଦ୍ୟମ କ୍ରମେ ଆଜି ପର୍ଯ୍ୟନ୍ତ 23 ହଜାରରୁ ଊର୍ଧ୍ଵ ବୃଦ୍ଧ, ବୃଦ୍ଧା ମାନେ ଭତ୍ତା ପାଇପାରିଛନ୍ତି l
(ମାହାଙ୍ଗା - ଦେବେନ୍ଦ୍ର ଷଡ଼ଙ୍ଗୀ)- ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ…
ସଂଗୀତ କଳା କେନ୍ଦ୍ରର ସ୍ୱର୍ଣ୍ଣ ଜୟନ୍ତୀ ପାଳନ
ମୁମ୍ବଇ: ସଂଗୀତ କଳାକେନ୍ଦ୍ର (ଏସ୍କେକେ)ର ପ୍ରେସିଡେଣ୍ଟ ଶ୍ରୀମତୀ ରାଜଶ୍ରୀ ବିର୍ଲାଙ୍କ ନେତୃତ୍ୱରେ ଆୟୋଜିତ ସଂଗୀତ କଳା କେନ୍ଦ୍ରର ୫୦ତମ ବାର୍ଷିକ ଉତ୍ସବ ପାଳନ ବାସ୍ତବରେ ପ୍ରତ୍ୟେକ ଦୃଷ୍ଟିକୋଣରୁ ଆକର୍ଷଣୀୟ ଏବଂ ଚମକ୍ରାର ହୋଇଥିଲା । ମୁମ୍ବଇର ୱର୍ଲିସ୍ଥିତ ଏନଏସ୍ସିଆଇ କମ୍ପେ୍ଲକ୍ସର…
ବିଜେଡି ଖୋର୍ଦ୍ଧା ଜିଲ୍ଲା ଉପସଭାପତି ଭାବେ ସୂର୍ଯ୍ୟକାନ୍ତ ନନ୍ଦ ପୁନଃମନୋନୀତ
ଭୁବନେଶ୍ୱର: ବିଜୁ ଜନତା ଦଳର ଖୋର୍ଦ୍ଧା ଜିଲ୍ଲା କମିଟିର ଉପସଭାପତି ଭାବେ ସୂର୍ଯ୍ୟକାନ୍ତ ନନ୍ଦ ପୁନଃମନୋନୀତ ହୋଇଛନ୍ତି । ଶ୍ରୀ ନନ୍ଦ ତାଙ୍କ ଉପରେ ଦଳର ନେତୃବୃନ୍ଦ, ମାନ୍ୟବର ସଭାପତି ଶ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ସାଂଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ, ଖୋର୍ଦ୍ଧା ଜିଲ୍ଲା…
ପ୍ରତିଭା ଭବନରେ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ଉତ୍କଳ ଦିବସ ପାଇଁ ପ୍ରସ୍ତୁତି ବୈଠକ :
ସ୍ୱାଭିମାନୀ ସଂସ୍କୃତିସମ୍ପନ୍ନ ମାହାଙ୍ଗା ରେ ସର୍ବଦା ବରପୁତ୍ର, ସାହିତ୍ୟିକ, କବି ମାନଙ୍କୁ ଉପଯୁକ୍ତ ମର୍ଯ୍ୟାଦା ଓ ସମ୍ମାନ ପ୍ରଦାନପୂର୍ବକ ବିକାଶର ଧାରା କୁ ଅଗ୍ରଗତୀ କରିପାରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା l
(ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ) - କଟକ ଜିଲ୍ଲା…