ଭୋଟର ସଚେତନତା ରଥର ଶୁଭାରମ୍ଭ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସ୍ତରୀୟ ଭୋଟର ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି। ଜିଲ୍ଲା ନିର୍ବାଚନ ଅଧିକାରୀ-ତଥା-ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ସବୁଜ ପତାକା ଦେଖାଇ ଭୋଟର ସଚେତନତା ରଥକୁ ଶୁଭାରମ୍ଭ କରିଛନ୍ତି। ଏହି ସଚେତନତା ରଥ ଗଜପତି ଜିଲ୍ଲାର…

ବଣାଇଁ ରେ ଆନ୍ତଃମହାବିଦ୍ୟାଳୟ ପ୍ରତିଯୋଗିତା ଆରମ୍ଭ

ସୁନ୍ଦରଗଡ଼ /ବଣାଇଁ(ବସନ୍ତ କୁମାର ଜେନା): ହକି ବିଶ୍ଵକପ ଅବସରରେ ବଣାଇଁ ଉପଖଣ୍ଡରେ ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆଜି ବଣାଇଁଗଡ଼ ମହାବିଦ୍ୟାଳୟ ପଡ଼ିଆଠାରେ ଆରମ୍ଭ ହୋଇଯାଇଛି। ବଣାଇଁର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ମୁଣ୍ଡା ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଏହି…

ଛାତ୍ରଙ୍କ ବେକରେ ଜାଭେଲିନ୍ ପଶିବା ଘଟଣା: ଉଦବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ବଲାଙ୍ଗୀର ଜିଲ୍ଲା ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଚାଲିଥିବା ବେଳେ ଜଣେ ଛାତ୍ରଙ୍କ ବେକରେ ଜାଭେଲିନ୍ ପଶିବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଛନ୍ତି । ଛାତ୍ର ସଦାନନ୍ଦ ମେହେରଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି…

ବହୁଚର୍ଚ୍ଚିତ ମାଇକଞ୍ଚ ଗୁଳିକାଣ୍ଡକୁ ପୁରିଲା ୨୨ ବର୍ଷ,ମାଇକଞ୍ଚ ଠାରେ ସହିଦ ଦିବସ ପାଳିତ

କାଶୀପୁର ରୁ ବୈକୁଣ୍ଠ ଦୁରିଆ - ରାୟଗଡା ଜିଲା କାଶୀପୁର ବ୍ଲକର ବହୁ ବହୁଚର୍ଚ୍ଚିତ ମାଇକଞ୍ଚ ଗୁଳିକାଣ୍ଡକୁ ପୁରିଲା ୨୨ ବର୍ଷ।ସହିଦଙ୍କୁ ମନେପକାଇ ମାଇକଞ୍ଚ ଠାରେ ଥିବା ସହିଦ ସ୍ତମ୍ବ ନିକଟରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଡିସେମ୍ବର ୧୬ ତାରିଖ ଦିନ ସହିଦ ଦିବସ ପାଳିତ ହୋଇଯାଇଛି।କାଶୀପୁର…

ଏନସିସି ନାଭାଲ କମାଣ୍ଡିଂ ଅଫିସରଙ୍କ ଏକ ଦିନିଆ ପାରଳା ଗସ୍ତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବ୍ରହ୍ମପୁର ସ୍ଥିତ ୱାନ୍ ଓଡ଼ିଶା ନାଭାଲ ୱିଙ୍ଗ୍ ଏନସିସିର କମାଣ୍ଡିଂ ଅଫିସର୍ ଶ୍ରୀ କିଶୋର ଚନ୍ଦ୍ର ରାଉତ ଓ ମୁଖ୍ୟ ପ୍ରଶିକ୍ଷକ ଶ୍ରୀ ସୁକାନ୍ତ କୁମାର ନାୟକ ଏକ ଦିନିଆ ପାରଳା ଗସ୍ତରେ ଆସି ସକାଳେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ…

କିଟ୍‍ର କିଶୋର ବୈଜ୍ଞାନିକ ସ୍ନେହାଦୀପ୍‍ ରୟାଲ ଆଷ୍ଟ୍ରୋନୋମିକାଲ୍‍ ସୋସାଇଟିର ଫେଲୋ ମନୋନୀତ

ଭୁବନେଶ୍ୱର,: କିଟ୍‍ ବିଶ୍ୱବିଦ୍ୟାଳୟର ଛାତ୍ର ସ୍ନେହାଦୀପ୍‍ କୁମାର ସମ୍ମାନଜନକ ରୟାଲ ଆଷ୍ଟ୍ରୋନୋମିକାଲ୍‍ ସୋସାଇଟି ଅଫ୍‍ ଲଣ୍ଡନର ଫେଲୋ ଭାବେ ମନୋନୀତ ହୋଇଛନ୍ତି।  କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ନେହାଦୀପଙ୍କୁ ତାଙ୍କ ସଫଳତା ପାଇଁ ସମ୍ବର୍ଦ୍ଧିତ କରିଥିଲେ।…

ରାଜ୍ୟ ସଂଗ୍ରହାଳୟ ପରିସରରେ “ମୌଖିକ ଓ ଜନଜାତି ସାହିତ୍ୟ କେନ୍ଦ୍ର”ପ୍ରତିଷ୍ଠା ପାଇଁ ଚୁକ୍ତିନାମା…

ଏହା ଦ୍ୱାରା ଜନଜାତି ସାହିତ୍ୟର ପ୍ରଚାର, ପ୍ରସାର ତଥା ଗବେଷଣା ପାଇଁ ସୁଯୋଗ ସୃଷ୍ଟି ହେବ । ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିଷ୍ପତ୍ତି ଅନୁଯାୟୀ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପରିସରରେ କେନ୍ଦ୍ର ସାହିତ୍ୟ ଏକାଡେମୀର ଏକ "ମୌଖିକ ଓ ଜନଜାତି ସାହିତ୍ୟ କେନ୍ଦ୍ର" (…

ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦୁଇଦିନିଆ ରାଜ୍ୟସ୍ତରୀୟ ତାଲିମ କାର୍ଯ୍ୟକ୍ରମ

‘ଶିକ୍ଷାଦାନରେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ’: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଭୁବନେଶ୍ୱର, :ରାଜ୍ୟର ସରକାରୀ ବିଦ୍ୟାଳୟରେ ପଢ଼ìଥିବା ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ ଲାଗି ରାଜ୍ୟ ସରକାର ଏକାଧିକ ପଦକ୍ଷେପ ଗ୍ରହଣ କରୁଛନ୍ତିି । ସ୍କୁଲ ଶିକ୍ଷାକ୍ଷେତ୍ରରେ…

ତିନିଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର,: ଆଜି ଓଡ଼ିଶା-ମୋ ପରିବାର ମାଧ୍ୟମରେ ବିଭିନ୍ନ ଦୁର୍ଘଟଣାରେ ନିଜର ଗୋଡ଼ ହରାଇଥିବା ତିନିଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଗୋଡ଼ ଯୋଗାଇ ଦିଆଯାଇଛି ।ଏଠାରେ ସୁଚନାଯୋଗ୍ୟ ଯେ, ଗତ ୨୦୨୦ ମସିହା ଜୁଲାଇ ମାସରେ ଏକ ସଡ଼କ ଦୁର୍ଘଟଣାରେ କଟକ ଜିଲ୍ଲା ବାଙ୍କି ଅନ୍ତର୍ଗତ ଦୁର୍ଗାପୁର ଗ୍ରାମର…

ଜେଲ୍‌ରୁ ବାହାରିଲେ ନିରଞ୍ଜନ ସେଠି; କ୍ୟାମେରାମେନ ମାନସ ହତ୍ୟାରେ ଥିଲା ସମ୍ପୃକ୍ତି

ଭଦ୍ରକ: (ସତ୍ୟବ୍ରତ ନାୟକ)ବହୁ ଚର୍ଚ୍ଚିତ ମାନସ ସ୍ବାଇଁ ହତ୍ୟା ଘଟଣା l ଜେଲରୁ ମୁକୁଳିଲେ ସୂଚନା ଲୋକସମ୍ପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ  ନିରଞ୍ଜନ ସେଠୀ l ଭଦ୍ରକ ସ୍ଵତନ୍ତ୍ର ଉପଗାରରୁ ସେ ଶୁକ୍ରବାର ମୁକ୍ତ ହୋଇଛନ୍ତି । ମାନସ ସ୍ବାଇଁ ହତ୍ୟା ଘଟଣା ରେ ସମ୍ପୃକ୍ତ ଅଭିଯୋଗ ରେ…