ବାସୁଦେବପୁର/ପ୍ରତାପ ପାଢ଼ୀ: – ଶନିବାର ଦିନ ବାସୁଦେବପୁର ରେ ଓକିଲ ସଂଘ ପକ୍ଷରୁ ନିର୍ବାଚନ ସକାଳ ଆଠ ରୁ ଅପରାହ୍ନ ଦିନ ଦୁଇ ଘଟିକା ଯାଏ ଅନୁଷ୍ଟିତ ହୋଇଛି। ଅନୁଷ୍ଟିତ ନିର୍ବାଚନ ରେ ସଭାପତି ପଦ ପାଇଁ ତାରାକାନ୍ତ ଦାଙ୍ଗୁଆ, ସହଦେବ ଦାସ ସମ୍ପାଦକ ପଦ ପାଇଁ ଶୁଭ ପ୍ରକାଶ ନାୟକ, କୃପାସିନ୍ଧୁ ଜେନା, ମାନସ ନାୟକ, ଉପ ସଭାପତି ପଦ ପାଇଁ ଦିଲୀପ ନାୟକ, ବିଜୟ ରାୟ ସହ ସମ୍ପାଦକ ପାଇଁ ଆଶୁତୋଷ ସାମଲ, ରମେଶ ଜେନା, ରମେଶ ଓଝା, କୋଷାଧ୍ୟକ୍ଷ ପାଇଁ ସନ୍ତୋଷ ନାୟକ, ଚକ୍ରଧର ମହାଳିକ ଙ୍କ ମଧ୍ୟ ର ଭୋଟ ଗ୍ରହଣ ହୋଇଥିଲା। ଅପରାହ୍ନ ତିନିଟା ରେ ଭୋଟ ଗଣତି ହୋଇ ଫଳାଫଳ ଘୋଷଣା ହୋଇଥିଲା। ସଭାପତି ଭାବରେ ତାରାକାନ୍ତ ଡାଙ୍ଗୁଆ, ସମ୍ପାଦକ ମାନସ ନାୟକ ଭାବରେ, ଉପ ସଭାପତି ଭାବେ ଦିଲୀପ ନାୟକ, ସହ ସମ୍ପାଦକ ଭାବରେ ରମେଶ ଚନ୍ଦ୍ର ଜେନା, କୋଷାଧ୍ୟକ୍ଷ ଭାବରେ ଚକ୍ରଧର ମହାଳିକ ନିର୍ବାଚିତ ହୋଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post