Sign in
Sign in
Recover your password.
A password will be e-mailed to you.
କୁରାଳ ଅମ୍ରିତ ଅପହରଣ ଘଟଣାକୁ ପୁରିଲା ୭୨ଘଣ୍ଟା,
ଜିଲ୍ଲାର ୪ ପୋଲିସ ଟିମ ଦ୍ବାରା ଘଟଣାର ଛାନଭିନ, ସନ୍ଦେହରେ ୨ଜଣଙ୍କୁ ଥାନାରେ ପଚରାଉଚରା
ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଥାନା କୁରାଳ ଗ୍ରାମରୁ ଗୁରୁବାର ସନ୍ଧ୍ୟାରେ ନିଖୋଜ ନାବାଳକ ଘଟଣା ୭୨ ଘଣ୍ଟା ପୁରି ଥିଲେ ମଧ୍ୟ ଏଜାବତ ପୋଲିସ ଅମ୍ରିତର ନିଖୋଜ ସମ୍ପର୍କରେ କୌଣସି ସୁରାକ…
ସର୍ବଭାରତୀୟ ଓଡ଼ଗାଁ କପ୍ ଫୁଟୁବଲ ଟୁର୍ଣ୍ଣାମେଣ୍ଟ ୨୦୨୨ଉଦଯାପିତ
ସୋନପୁର ରାମଧୁନ କ୍ଳବ ଚମ୍ପିୟାନ: ଭୁବନେଶ୍ୱର ଜଗା ୟୁନାଇଟେଡ ରନର୍ସଅପ
ଓଡଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ସ୍ଥାନୀୟ ମିନିଷ୍ଟାଡିୟମ ଠାରେ ଚାଲିଥିବା ୪ର୍ଥ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଓଡ଼ଗାଁ କ୍ଳବ ୨୦୨୨ ରବିବାର ଦିନ ଉଦଯାପିତ ହୋଇ ଯାଇଛି । ଆଜିର ଉଦଯାପନୀ ତଥା ଫାଇନାଲ…
ନୟାଗଡ଼ ସଂକୁଳ ସ୍ତରୀୟ ବାର୍ଷିକ କ୍ରିଡା ଉତ୍ସବ ପାଳିତ
ଓଡଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଆନୁକୁଲ୍ୟରେ ଚଳିତମାସ ୧୭ ଓ ୧୮ ତାରିଖ ୨ ଦିନ ଧରି ନୟାଗଡ଼ ଜିଲ୍ଲା ସଂଙ୍କୁଳ ସ୍ତରୀୟ ବାର୍ଷିକ କ୍ରିଡା ଉତ୍ସବ ୨୦୨୨/୨୩ ଓଡ଼ଗାଁ ମହୋତ୍ସବ ପଡିଆରେ ପାଳିତ ହୋଇଯାଇଛି । ରବିବାର ଦିନ କ୍ରିଡାର ଉଦଯାପନ ଦିବସରେ ଶିଶୁ…
ଜିଲ୍ଲା ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବିଭିନ୍ନ ଦାବୀ ପ୍ରସ୍ତୁତି ଉପରେ ବିରାଟ ଚାଷୀ ସମ୍ମିଳନୀ ଅନୁଷ୍ଠିତ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଚାଷୀଙ୍କ କୃଷି ଉତ୍ପାଦର ଉଚିତ୍ ମୂଲ୍ୟ ସମେତ ପ୍ରତ୍ୟେକ ଚାଷୀ ପରିବାରକୁ ମାସିକ ୫ ହଜାର ଟଙ୍କା ସୁରକ୍ଷା ଭତ୍ତା ଏବଂ ସକଳ ସ୍ତରରେ ଚାଷୀଙ୍କୁ ସମ୍ମାନ ଦେବା ଦାବୀରେ ପାରଳାଖେମୁଣ୍ଡି ସ୍ଥିତ ଆରଏମସି କାର୍ଯ୍ୟାଳୟ ପରିସରରେ ଜିଲ୍ଲା ନବ ନିର୍ମାଣ…
ସିଏସ୍ଆଇଆର୍-ଆଇଏମ୍ଏମ୍ଟିରେ ଟିଏମ୍ଆର୍ଇ-୨୦୨୨
ଭୁବନେଶ୍ୱର - ଇଣ୍ଡିଆନ୍ ରେୟାର୍ ଆର୍ଥସ୍ ଲିମିଟେଡ୍ ଦ୍ୱାରା ସିଏସ୍ଆଇଆର୍-ଆଇଏମ୍ଏମ୍ଟିଠାରେ ‘ଥିମ୍ ମିଟିଙ୍ଗ୍ ଫର୍ ରେୟାର୍ ଆର୍ଥସ୍ (ଟିଏମ୍ଆର୍ଇ-୨୦୨୨) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସିଏସ୍ଆଇଆର୍-ଆଇଏମ୍ଏମ୍ଟିର ନିର୍ଦ୍ଦେଶକ ପ୍ରଫେସର୍ ସୁଦ୍ଧାସତ୍ୱ…
ମୁଡଲିଫ୍ଟ ଫ୍ୟାଶନ ତରଫରୁ ପ୍ରତିଯୋଗିତା
ଲୀଳାନ୍ଦ୍ରୀ -ମିସେସ୍ ଭୁବନେଶ୍ୱର ଏବଂ ଶିଶୁ-ବାଳକ ବିଭାଗରେ ଆହିଲ୍- ମିଷ୍ଟର ଭୁବନେଶ୍ୱର
ଭୁବନେଶ୍ୱର: ମୁଡଲିଫ୍ଟ ଫ୍ୟାସନ ତରଫରୁ ଆୟୋଜିତ ମିଷ୍ଟର, ମିସେସ୍, ମିସ୍, ଶିଶୁ ଓ ଚାଲିବା ଆରମ୍ଭ କରିଥିବା ଛୋଟ ଶିଶୁ (ଟୋଡଲର୍ସ) ଙ୍କୁ ନେଇବିଭିନ୍ନ ବିଭାଗରେଆୟୋଜିତ ଫ୍ୟାସନ ପ୍ରତିଯୋଗିତାର…
ବଣାଇଁ ବ୍ଲକ୍ କ୍ରୀଡା ପ୍ରତିଯୋଗିତା
ସୁନ୍ଦରଗଡ଼ /ବଣାଇଁ/କରେଇପୁଟ(ବସନ୍ତ କୁମାର ଜେନା):ତା ୧୭-୧୨-୨୦୨୨ରିଖ : ବଣାଇଁ ବ୍ଲକ୍ ସ୍ତରୀୟ ବିବିଧ କ୍ରୀଡା ପ୍ରତିଯୋଗିତାର ଆଜି ଥିଲା ଦ୍ଵିତୀୟ ଦିବସ। ଖେଳର ମୁଖ୍ୟ ଆକର୍ଷଣ ଥିଲା ଖୋ ଖୋ ଓ ଆଥଲେଟିକ୍ ପ୍ରତିଯୋଗିତା। ବିଧିବଦ୍ଧଭାବେ କାର୍ଯ୍ୟକ୍ରମର ଉଦଘାଟନୀ ଶୁଭାରମ୍ଭ ହୋଇଥିଲା ଠିକ୍…
କାଠ ଗଣ୍ଠି ସହ ପିକଅପ ଜବତ
ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ଝାରବନ୍ଧ ବନ ବିଭାଗ ଚଢ଼ଉ କରି ପିକଅପ ସହିତ ଲକ୍ଷ୍ୟାଧିକ ଟଙ୍କା ର କାଠଗଣ୍ଠି ଜବତ କରିଛି ଡ଼ଭା ପଞ୍ଚାୟତ ହରଡ଼ାଟାଲ ଠାରେ କେନ୍ଦୁ କାଠଗଣ୍ଠି ଚୋରା ଚାଲାଣ କରାଯାଉଥିବା ନେଇ ବିଶ୍ୱସ୍ତ ସୂତ୍ର ରୁ ଖବର ପାଇ ଝାରବନ୍ଧ ବନପାଳ ଗିରିରାଜ କୁମ୍ଭାର ଙ୍କ…
2024ନିର୍ବାଚନ ପୂର୍ବରୁ ଟିକିରି ରେ ବିଜୁ ଜନତା ଦଳ ପକ୍ଷରୁ ବିଶାଳ କର୍ମୀ ସମ୍ମିଳନୀ
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରିଠାରେ ବିଜେଡିର ଏକ ପଦଯାତ୍ରା ଅନୁଷ୍ଠିତ ହୋଇଛି । କାଶୀପୁର ବ୍ଲକର ୨୪ଟା ପଞ୍ଚାୟତର ୧୦ ହଜାର ଲୋକ ଏଥିରେ ସାମିଲ ହୋଇଥିଲେ । ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓଙ୍କ ନେତୃତ୍ୱରେ ଏହି ସମାବେଶ ଓ ପଦଯାତ୍ରା…
‘ମୋ ସ୍କୁଲ୍ ଅଭିଯାନ’କୁ ବ୍ୟାପକ କରିବାକୁ ଆହ୍ୱାନ
ଭୁବନେଶ୍ୱର, :ଭୁବନେଶ୍ୱରସ୍ଥ କୃଷି ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ୍ ଶିକ୍ଷା ଅଧିକାରୀମାନଙ୍କ ଦ୍ୱିତୀୟ ଦିନ ତାଲିମ ଶିବିରରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶ୍ରାମତୀ ଆଶ୍ୱଥୀ ଏସ୍. ଶିକ୍ଷାଦାନ ପ୍ରକ୍ରିୟାକୁ ଅଧିକ ବ୍ୟବସ୍ଥିତ କରିବାକୁ…