Sign in
Sign in
Recover your password.
A password will be e-mailed to you.
ବିଧାୟିକା ଙ୍କ ଦ୍ଵାରା ମିଲେଟ ଶକ୍ତି ନ୍ୟୁଟ୍ରି ସେଣ୍ଟର ଉଦ୍ଘାଟିତ
ପଦ୍ମପୁର:- ଓଡିଶା ମିଲେଟ ମିସନ ଯୋଜନା ଅନୁଯାୟୀ ଆଜି ପଦ୍ମପୁର ବିଜ୍ଞାପିତ ପରିଷଦ ଠାରେ ମାଁ ଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠୀ ତରଫରୁ ନବ ନିର୍ମିତ ମିଲେଟ ଶକ୍ତି ନିଉଟ୍ରି ସେଣ୍ଟର ଉଦ୍ଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବେ ପଦମପୁର ବିଧାୟିକା ବର୍ଷା ସିଂ ବରିହା ଯୋଗଦେଇ ଏହି ଏହି ସେଣ୍ଟର କୁ…
ବୀରମହାରାଜପୁର ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ
ବୀରମହାରାଜପୁର , (ବିନୋଦ ପାଣ୍ଡେ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟର ୪୧ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅଧ୍ୟକ୍ଷ ସୁଦାମ ଚରଣ ସାହୁଙ୍କ ଦ୍ଵାରା ଉଦ୍ଘାଟିତ ହୋଇ ଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ପ୍ରାଧ୍ୟାପିକା ଗୀତାଞ୍ଜଳୀ ପୂଜାରୀ, ଅଧ୍ୟାପକ ବିଜୟ କୁମାର…
ରାଜ୍ୟସ୍ତରୀୟ ତାଇକଣ୍ଡୋ ପ୍ରତିଯୋଗିତା :ଏହେସାସ ତାଇକଣ୍ଡୋ ଏକାଡେମୀର ଖେଳାଳୀଙ୍କ ସଫଳତା
ବୀରମହାରାଜପୁର , (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଏହେସାସ ତାଇକଣ୍ଡୋ ଏକାଡେମୀର ଖେଳାଳୀଙ୍କୁ ସଫଳତା । ରାଜ୍ୟସ୍ତରୀୟ ଅଫିସିଆଲ ତାଇକଣ୍ଡୋ ଚମ୍ପିଆନସିପରେ ଖେଳାଳୀଙ୍କୁ ମିଳିଛି ଏହି ସଫଳତା । ଓଡିଶା ତାଇକଣ୍ଡୋ ସଂଘ ପକ୍ଷରୁ ପୁରୀଠାରେ ଆୟୋଜିତ ଏହି ପ୍ରତିଯାଗିତାରେ…
ଗଜପତି ପ୍ରେସ-କ୍ଳବ୍ ଉଦଘାଟିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ ପରିସରରେ ଆଜି ଜିଲ୍ଲାସ୍ତରୀୟ ସାମ୍ବାଦିକ ମାନଙ୍କ "ଗଜପତି ପ୍ରେସ-କ୍ଳବ୍" ଉଦଘାଟିତ ହୋଇଯାଇଛି। ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରିବନ୍ କାଟି "ଗଜପତି…
ଜିଲ୍ଲାସ୍ତରୀୟ 26 ତମ ବିଜେଡି ପ୍ରତିଷ୍ଠା ଦିବସ ପାଳିତ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ବିଜେଡି ପକ୍ଷରୁ ଜିଲ୍ଲାସ୍ତରୀୟ 26 ତମ ବିଜେଡି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଅଛି । ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପଡ଼ିଆଠାରେ ଆୟୋଜିତ ପ୍ରତିଷ୍ଠାଦିବସ ସମାରୋହ ମହାଆଡମ୍ବରରେ ପାଳିତ ହୋଇଯାଇଅଛି । ଏହି ପରିପେକ୍ଷିରେ ଜିଲ୍ଲାର ସମସ୍ତ…
ପଟିଆରେ ଘଟିଥିବା ପୀଡ଼ିତାଙ୍କ ଘରକୁ ମହିଳା କଂଗ୍ରେସ ପ୍ରତିନିଧିଙ୍କ ଗସ୍ତ
ଭୁବନେଶ୍ୱର : ସ୍ଥାନୀୟ ପଟିଆ ରେଳ ଷ୍ଟେସନଠାରେ ହୋଇଥିବା ନାବାଳିକା ଗଣଧର୍ଷଣର ପରିପ୍ରେକ୍ଷୀରେ ରାଜ୍ୟ ମହିଳା କଂଗ୍ରେସ ସଭାପତି ବନ୍ଦିତା ପରିଡ଼ା ଓ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ମହିଳା କଂଗ୍ରେସ ସଭାପତି ଗୀତାଞ୍ଜଳି ମହାନ୍ତିଙ୍କ…
ଅସୁରକ୍ଷିତ ଉଚ୍ଛେଦ ପ୍ରକ୍ରିୟାରେ ଚିହ୍ନଟ ବାହାରେ ଭାଙ୍ଗିଲେ ଘର,ବ୍ୟବସାୟୀ ହନ୍ତସନ୍ତ
ଯୋଡା,(ପାର୍ଥ ସାରଥି ଷଡ଼ଙ୍ଗୀ) କେନ୍ଦୁଝର ଜିଲ୍ଲା ଯୋଡ଼ା ସହର ର ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟ ନିମନ୍ତେ ବୁଧବାର ସୁନାନଦି ନିକଟରେ ଥିବ। ଦୋକାନ ଘର ଗୁଡିକୁ ଉଚ୍ଛେଦ କରାଯାଇଥିଲା ।ମିଳିଥିବା ସୂଚନା ଅନୁଯାୟୀ,ଫ୍ଲାଏ ଓଭର ନିର୍ମାଣ କାରୀ ସଂସ୍ଥା ଚେଭରକ୍ସ ପକ୍ଷରୁ ଏସ୍କ।ଭେଟର ମେସିନ…
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକା ଏକକାଳୀନ ପ୍ରକାଶନ ପାଇଁ ବ୍ଳକ ଅଧ୍ୟକ୍ଷଙ୍କ ନେତୃତ୍ୱରେ ଜନପ୍ରତିନିଧି…
ଓଡ଼ଗାଁ ପଞ୍ଚାୟତ ସମିତି ୩ୟ ସାଧାରଣ ଅଧିବେଶନ
ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ପଞ୍ଚାୟତ ସମିତି ୩ୟ ସାଧାରଣ ଅଧିବେଶନ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠୀତ ହୋଇଯାଇଛି । ଏଥିରେ ବିଡିଓ ସ୍ୱାତିଲେଖା ଦାସ, ଉପାଧ୍ୟକ୍ଷା ମିରା ନାୟକ, ଜିଲ୍ଲାପରିଷଦ ସଭ୍ୟ…
ବେଦାନ୍ତ ଆଲୁମିନିୟମ ପକ୍ଷରୁ ଯକ୍ଷ୍ମା ରୋଗ ବିରୁଦ୍ଧରେ ପ୍ରଧାନମନ୍ତ୍ରୀଙ୍କ ନି-କ୍ଷୟ ମିତ୍ର ଅଭିଯାନକୁ ସମର୍ଥନ
ଝାରସୁଗୁଡ଼ା: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀଙ୍କ ଟିବି ମୁକ୍ତ ଭାରତ ଅଭିଯାନ ନିକ୍ଷୟ ମିତ୍ରକୁ ସମର୍ଥନ କରିବାକୁ ପ୍ରତିଶ୍ରୁତି ଦେଇଛି । ନିକ୍ଷୟ ମିତ୍ର କାର୍ଯ୍ୟକ୍ରମ ହେଉଛି ୨୦୨୫ ସୁଦ୍ଧା ଦେଶରୁ ଯକ୍ଷ୍ମା ରୋଗକୁ ଦୂର କରିବା ଓ…
ନାଳ ଭିତରେ ନଳକୂଅ ,ସ୍ଵଛ ପାଣି ପିଇବେ କିପରି
https://youtu.be/X7Hyy697WEM
ନବରଙ୍ଗପୁର/ ଅଶୋକ ସାହୁ :ନାଳ ଭିତରେ ନଳକୂଅ, ଲୋକଙ୍କୁ ଆଚମ୍ଭିତ କରିଲା ଭଳି ଦୃଶ୍ୟ ! ପୁଣି ସେହି ନଳକୂଅ ରୁ ପାଣି ନେଇ ଗ୍ରାମବାସୀ ପିଇବା, ଗାଧୋଇବା, କପଡା କାଚିବା ଇତ୍ୟାଦି କାମରେ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି ! ଉକ୍ତ ନାଳଟି ଗ୍ରାମରେ ଥିବା…