ଜିଲ୍ଲା ଦଳିତ ବିକାଶ ପରିଷଦ ପକ୍ଷରୁ ଦଳିତ ବର୍ଗର ଯୁବକଙ୍କୁ ନ୍ୟାୟ ଦାବିରେ ଏସିପିଙ୍କୁ ଦାବିପତ୍ର ପ୍ରଦାନ

ଜଗତସିଂହପୁର/ସୁମନ୍ତକୁମାରଦାସ:ଜଗତସିଂହପୁର ଜିଲ୍ଲା ଦଳିତ ବିକାଶ ପରିଷଦ ପକ୍ଷରୁ ଦଳିତ ବର୍ଗର ଯୁବକଙ୍କୁ ନ୍ୟାୟ ଦାବିରେ ଏସିପିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l ଜିଲ୍ଲା ଦଳିତ ବିକାଶ ସଭାପତି ଶଙ୍କର ଦାସଙ୍କ ନେତୃତ୍ୱରେ ନ୍ୟାୟ ପାଇଁ ଏସିପିଙ୍କୁ ନ୍ୟାୟ ପତ୍ର ପ୍ରଦାନ କରାଯାଇଛି l…

ସଠିକ୍ ସମୟରେ ଟୀକାକରଣ ଏବଂ ପାପ୍ ସ୍କ୍ରିନିଂ ଦ୍ୱାରା ଗର୍ଭାଶୟ କର୍କଟ ଚିକିତ୍ସା ସମ୍ଭବ: କିମ୍‌ସ ଡାକ୍ତର

ଭୁବନେଶ୍ୱର: ଭାରତୀୟ ମହିଳାଙ୍କ କ୍ଷେତ୍ରରେ ଦେଖା ଯାଉଥିବା କର୍କଟ ରୋଗ ମଧ୍ୟରୁ ଗର୍ଭାଶୟ କର୍କଟ ଦ୍ୱିତୀୟ ସର୍ବାଧିକ । ସମୟ ପୂର୍ବରୁ ଏହାକୁ ଚିହ୍ନଟ କରାଯାଇପାରିଲେ ଏହାର ନିରାକରଣ ସମ୍ଭବ ବୋଲି କିମ୍‌ସ-ଭୁବନେଶ୍ୱରର ସ୍ତ୍ରୀ ରୋଗ ଏବଂ ପ୍ରସୂତି ବିଭାଗ ପ୍ରଫେସର (ଡା.) ସୁଧାଂଶୁ କୁମାର ରଥ…

ବିଧାୟିକା ଙ୍କ ବିଦ୍ୟାଳୟ , ମହାବିଦ୍ୟାଳୟ , ପରିଦର୍ଶନ ସହିତ ସାମାଜିକ ସଭା ଓ ସମିତି ବୈଠକରେ ଯୋଗଦାନ

ପଦ୍ମପୁର/ସ୍ୱତନ୍ତ୍ର ପ୍ରତିନିଧି :- ଉପନିର୍ବାଚନ ରେ ରେକର୍ଡ଼ ବ୍ୟବଧାନ ରେ ବିଜୟ ଲାଭ କରିବା ପରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ବର୍ତ୍ତମାନ ସିଧାସଳଖ ଅଞ୍ଚଳବାସୀ ଙ୍କର ପାଖକୁ ପହଞ୍ଚି ଯାଉଛନ୍ତି । ପ୍ରତ୍ୟେକ ଜିତିବାର ପରଠାରୁ ପ୍ରତ୍ୟେକ ଦିନ ସକାଳ ନଅ ଘଣ୍ଟା…

ପୋଲିସ ଜାଲରେ ଦୁଇ ନିଶା ବ୍ୟବସାୟୀ

ପୋଲିସ ଜବତ କଲା କୋରେକ୍ସ , ଇଂଜେକସନ ଓ ଟେବଲେଟ ବରଗଡ :- ମାତ୍ର କେଇଟା ଟଙ୍କା ପାଇଁ କିଛି ଅପରାଧିକ ପ୍ରବୃତ୍ତି ର ଲୋକ ଅବୈଧ ନିଶା ବ୍ୟବସାୟ ଚଳାଇ ଯୁବ ସମାଜକୁ ପଥଭ୍ରଷ୍ଟ କରିବାରେ ଲାଗି ପଡିଛନ୍ତି । ବାରମ୍ବାର ପୋଲିସ ରେ ଧରା ପଡିବା ସତ୍ୱେ ଏହି ବ୍ୟବସାୟୀ ମାନେ ଲଗାତାର ଭାବରେ ନିଶା…

ପଦ୍ମପୁର ଉପଖଣ୍ଡ ମଣ୍ଡି ରେ ପଡିଛି 6 ଲକ୍ଷ 53 କୁଇଣ୍ଟାଲ ଧାନ ତୁରନ୍ତ ଧାନ ନ ଉଠିଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଲା…

ବରଗଡ :- ବରଗଡ ଜିଲ୍ଲା ରେ ମୋଟ 1 ଲକ୍ଷ 39 ହଜାର 5ଶହ 58 ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକୃତ ହୋଇଥିଲେ l 1 ଲକ୍ଷ 27 ହଜାର ଚାଷୀ 67 ଲକ୍ଷ 33 ହଜାର କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି l ପ୍ରତି ଚାଷୀ ପିଛା ହାରାହାରି 53 କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି l ଏବେସୁଦ୍ଧା 6 ଲକ୍ଷ 50…

ପଦ୍ମପୁର ବିଧାୟିକା ଙ୍କ ଧୂଆଁଧାର ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ

ପଦ୍ମପୁର - ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ସାଲେଗିଡା ସ୍ଥିତ ଅଙ୍ଗ ନଦୀ ଠାରେ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରସ୍ତାବିତ ଅନ୍ତ ନଦୀ ଜଳାଶୟ ର କାର୍ଯ୍ୟ ତଦାରଖ କରିଛନ୍ତି l ଏହି ତଦାରଖ ସମୟରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ କାର୍ଯ୍ୟ କରୁଥିବା ସଂସ୍ଥା ର ଅଧିକାରୀ ବୃନ୍ଦ ଉପସ୍ଥିତ ରହି…

“ରିଲାଏନ୍‌ସ ଜୁଏଲ୍‌ସ ଡ୍ରିମ୍ ଡାଏମଣ୍ଡ ସେଲ୍ ସହିତ ଆପଣଙ୍କର ଡାଏମଣ୍ଡ ସ୍ୱପ୍ନ ପୂରଣ କରନ୍ତୁ”

- ଅତୁଳନୀୟ ଚମକ ଓ ଆକର୍ଷଣୀୟ ଡାଏମଣ୍ଡର ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତୁ ଭୁବନେଶ୍ୱର: ରିଲାଏନ୍‌ସ ଜୁଏଲ୍‌ସ, ଭାରତର ସବୁଠାରୁ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ ନେଇ ଆସିଛି “ରିଲାଏନ୍‌ସ ଜୁଏଲ୍‌ସ ଡ୍ରିମ୍ ଡାଏମଣ୍ଡ ସେଲ୍‌” । ରିଲାଏନ୍‌ସ ଜୁଏଲ୍‌ସ ଏହାର ଗ୍ରାହକମାନେଙ୍କୁ ସର୍ବୋତ୍କୃଷ୍ଟ ସପିଂ…

ଆନ୍ତର୍ଜାତୀୟ ବଜାରରେ ପ୍ରବେଶ କରିଛି ଇଭୋସ୍ ବିଲ୍ଡକନ୍‌

ଭୁବନେଶ୍ୱର : ଯୁବ ଓ ପ୍ରତିଭାଶାଳୀ ବ୍ୟବସାୟୀ କଳିଙ୍ଗ କେଶରୀ ରଥଙ୍କ ନିଜସ୍ୱ ପ୍ରକଳ୍ପ ଇଭୋସ୍ ବିଲ୍ଡକନ୍ ପ୍ରାଇଭେଟ୍ ଲିମିଟେଡ୍ ହେଉଛି ଓଡିଶାର ଏକ ଅଗ୍ରଣୀ ଓ ଦ୍ରୁତ ଅଭିବୃଦ୍ଧିଶୀଳ ରିଅଲ୍ ଇଷ୍ଟେଟ୍ କମ୍ପାନୀ । ଇଭୋସ୍ ଦୁବାଇ ଏବଂ ସାଉଦି ଆରବ, ଇଂଲଣ୍ଡ, କୁୱେତ ଭଳି ଅନ୍ୟ ୧୨ଟି ଦେଶରେ ବାସ…

ପୁସ୍ତକମେଳା ପରିସରରେ କବିତା ପାଠୋତ୍ସବ

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ସାଂସ୍କୃତିକ ପରିଷଦ ପକ୍ଷରୁ ପୁସ୍ତକମେଳା ପରିସରରେ କବିତା ପାଠୋତ୍ସବ ସାଂସ୍କୃତିକ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ବିପ୍ଳବ ଚୌଧୁରୀ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଜଗତସିଂହପୁର ତହସିଲଦାର ଅଞ୍ଜଳି ତରାଇ ଅତିଥି ରୂପେ ଯୋଗଦେଇ କବିତା…