ଉତ୍ତର ଘୁମୁସର ବନଖଣ୍ଡ ରେ ପୁଣି ଦନ୍ତାର ମୃତ୍ୟୁ

ଛଅ ମାସରେ ପ୍ରାଣ ହରାଇଲେଣି ୪ ହାତୀ ଭଞ୍ଜନଗର,/ନିଲୁ ବିଷୋୟୀ : ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ତାରସିଂ ବନାଞ୍ଚଳରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ତାରସିଂ ବନାଞ୍ଚଳର ମାଣପୁର ବିଟ୍ ରେ ରହିଥିବା ବ୍ରାହ୍ମଣସାହି ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ଏକ ପରିବା କ୍ଷେତରେ ଆଜି…

ରାସ୍ତା ରୂପାନ୍ତରଣ ପାଇଁ ଶିଳାନ୍ୟାସ କଲେ ଅରୁଣ

ନୟାଗଡ଼ (ବିଶ୍ଵଜିତ ନାୟକ) - ନୟାଗଡ଼ ମୁଖ୍ୟ ଟ୍ରାଫିକଛକଠାରୁ ଲେଙ୍କୁଡ଼ିପଡ଼ା କୋଏନା ଢାବା ପର୍ଯ୍ୟନ୍ତ ରାସ୍ତା ରୂପାନ୍ତରଣ ପାଇଁ ଆଜି ଶିଳାନ୍ୟାସ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଳାନ୍ୟାସ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ହୀରକ ଜୟନ୍ତୀ ଉଦଯାପନ ପର୍ବ ଶୁକ୍ରବାରଠାରୁ

ନୟାଗଡ଼ (ବିଶ୍ୱଜିତ ନାୟକ)- ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ହୀରକ ଜୟନ୍ତୀ ଉଦଯାପନ ପର୍ବ ଶୁକ୍ରବାରଠାରୁ ଆରମ୍ଭ ହେବ । ୩ ଦିନିଆ କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ବେଳେ ପ୍ରଥମ ଦିନ ଏହାକୁ କର୍ମଚାରୀ ଦିବସ ଭାବେ ପାଳନ କରାଯାଉଛି । ସେହିଭଳି ଭାବେ ଦ୍ୱିତୀୟ ଦିବସକୁ ଛାତ୍ର ଦିବସ ଓ ତୃତୀୟ…

ପାରମ୍ପରିକ ରୀତି ନୀତିରେ ଅନନ୍ତ ଏବଂ ରାଧିକାଙ୍କ ନିର୍ବନ୍ଧ ସମ୍ପନ୍ନ

ଗୋଲ୍‍-ଧନା ଏବଂ ଚୁନରୀ ବିଧି ପରେ ପରସ୍ପର ପରସ୍ପରକୁ ମୁଦି ପିନ୍ଧାଇଲେ ମୁମ୍ବଇ: ରାଧିକା ମର୍ଚ୍ଚାଣ୍ଟ ଏବଂ ଅନନ୍ତ ଅମ୍ବାନିଙ୍କ ମଧ୍ୟରେ ଗୁରୁବାର ପରିବାରବର୍ଗ ଏବଂ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ପୂର୍ଣ୍ଣ ରୀତି ନୀତି ଓ ବିଧି ଅନୁଯାୟୀ ବିବାହ ପୂର୍ବ ଆନୁଷ୍ଠାନିକ ନିର୍ବନ୍ଧ କାର୍ଯ୍ୟ…

ଶ୍ରୀରାମ ମହାବିଦ୍ୟାଳୟର ୪୪ତମ ବାର୍ଷିକ ଉତ୍ସବ

ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ): ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଳକ ଅନ୍ତର୍ଗତ ଶ୍ରୀରାମ ମହାବିଦ୍ୟାଳୟର ୪୪ତମ ବାର୍ଷିକ ଉତ୍ସବ ତରଣୀସେନ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଅର୍ଥ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ…

ସ୍ୱାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ସମାଜସେବୀ ପାର୍ବତୀ ଗିରି ଙ୍କୁ ଜନ୍ମଦିନରେ ଅବହେଳା !

ସମ୍ବାଦିକ ବନ୍ଧୁ ମାନେ ଜଣାଇଲେ ଶ୍ରଦ୍ଧାଞ୍ଜଳି , ଭୁଲିଗଲା ଜିଲ୍ଲା ପ୍ରଶାସନ ବରଗଡ :- ଦୁଃଖ ଓ ଲଜ୍ଜା ଜନକ ବିଷୟ , ଯେଉଁ ମାନଙ୍କ ପାଇଁ ଆମେ ନିଜକୁ ଗର୍ବିତ ବୋଲି ମନେ କରୁଛୁ , ସେମାନଙ୍କ ପ୍ରତି ଆମର କେତେ ଶ୍ରଦ୍ଧା ଓ ସମ୍ମାନ ରହିଛି ତାର ଏକ ଉଦାହରଣ ଦେଖିବାକୁ ମିଳିଛି ଆଜି ସ୍ୱାଧୀନତା…

ସପ୍ତମ ରାଜେଶ ମେମୋରିଆର୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

ବରଗଡ : - ସପ୍ତମ ରାଜେଶ ମେମୋରିଆର୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ପଦ୍ମପୁର ରାଜବୋଡାସମ୍ବର୍ ହାଇସ୍କୁଲ ଖେଲ ପଡିଆରେ ଉଦ୍ ଘଟିତ ହୋଇଜାଇଛି| ଦିର୍ଘ ଚାରିଦିନ ଧରି ଏହି ଟୁର୍ଣ୍ଣାମେଣ୍ଟ ବୋଡାସମ୍ବର୍ ସ୍ପୋଟିନ୍ସ୍ ଆନୁକୁଲ୍ୟରେ ଅନୁଷ୍ଠିତ ହେଉଛି| ଏହି ଟୁର୍ଣ୍ଣାମେଣ୍ଟରେ ପଦ୍ମପୁର…

ସି ଆର ପି ଏଫ ର ସିଭିକ ଏକ୍ସନ ପ୍ରୋଗ୍ରାମ

ଦେଶ ସେବା ସହିତ ଜନସେବାରେ ସମର୍ପିତ ସି ଅର ପି ଏଫ ବରଗଡ :- ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ର ଜଗଦଲପୁର ରେ ମାଓ ଦମନ ପାଇଁ ମୁତୟନ ରହିଥିବା ସି ଆର ପି ଏଫ 189 ବଟାଲୀୟନ ର ସି କମ୍ପାନୀ ଓ ପାଇକମାଲ ବ୍ଲକ କେରମେଲାବାହାଲ ଠାରେ ମୁତୟନ ଥିବା ଜି କମ୍ପାନୀ ଆନୁକୂଲ୍ୟରେ ଆଜି ଜଗଦଲପୁର ଓ ପଲସଦା…

ଡଟ୍ ଫେଷ୍ଟ ଉବାଚ

ଅନାମିକା ଦାସ ମୁଁ ଆଜ୍ଞା ପୁରୀ ରଘୁରାଜପୁର, ପଟ୍ଟଚିତ୍ରର ଗାଁର ଗୋଟେ ଅଯୋଗ୍ୟ ପୁଅ । ବ୍ରାହ୍ମଣ କୂଳରେ ଜନ୍ମ ହେଲେ ମୋ ବାପା-ଭାଇ ସମସ୍ତେ ପଟ୍ଟଚିତ୍ର ବେଉସାରେ ଲାଗିଛନ୍ତି । ମୋ ଦେଇ ପାଠ ହେଲାନି କି ସେ ରଙ୍ଗତୁଳୀ ସୁହାଇଲାନି । ମୁଁ କାଳେ ସୁଧୁରିଯିବି ବୋଲି ବାହା ବି କରେଇ ଦେଲେ,…

ମାତୃପିତୃହୀନ ଶିଶୁ ମାନଙ୍କୁ ବିଶ୍ବ କପ୍ ହକି ଦେଖାଇଲା ଗଜପତି ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶରେ ଗଜପତି ଜିଲ୍ଲାର ତିନିଗୋଟି ଶିଶୁ ଯତ୍ନ ଅନୁଷ୍ଠାନ ଯଥା ଶ୍ରୀଜଗନ୍ନାଥ ନିକେତନର ୭ ଜଣ , ନିସାନ୍ ସାଲୋମ୍ ଚିଲ୍ଡ୍ରେନ୍ ହୋମ୍ ୫ ଜଣ ଓ ପ୍ରାଉଡ଼ ବାଳିକା ଅନୁଷ୍ଠାନର ୮ ଜଣ…