ସମ୍ ହସ୍ପିଟାଲ୍ ଦ୍ୱିତୀୟ କ୍ୟାମ୍ପସ୍ ନିର୍ମାଣ ଘଟଣା : ଏନ୍‌ଜିଟିଙ୍କ ରହିତାଦେଶ ଉପରେ ହାଇକୋର୍ଟଙ୍କ ରୋକ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଫୁଲନଖରାଠାରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କ୍ୟାମ୍ପସ-୨ ନିର୍ମାଣ ପ୍ରସଙ୍ଗରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ (ଏନ୍‌ଜିଟି) ଡିସେମ୍ବର ୧୨, ୨୦୨୨ରେ ପ୍ରଦାନ କରିଥିବା ନିର୍ଦ୍ଦେଶ ଉପରେ ପରବର୍ତୀ ଶୁଣାଣି ପର୍ଯ୍ୟନ୍ତ…

ଆଦିତ୍ୟ ଆଲୁମିନିୟମ ତରଫରୁ ‘ପ୍ରୋଜେକ୍ଟ ସିଞ୍ଚାଇ’ ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର : ଆଦିତ୍ୟ ଆଲୁମିନିୟମ ଲପଙ୍ଗା ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍‍ ଲିମିଟେଡ୍‍ ନିଜର କର୍ପୋରେଟ୍‍ ସାମାଜିକ ଦାୟିତ୍ୱ ନିର୍ବାହ ଅଧିନରେ ସ୍ୱାସ୍ଥ୍ୟ ଶିକ୍ଷା ଠାରୁ ନେଇ ଜୀବିକା ଉପାର୍ଜନ ପର୍ଯ୍ୟନ୍ତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଗୋଷ୍ଠୀ ଓ ସରକାରଙ୍କ ମଧ୍ୟରେ ରହୁଥିବା…

୨୦୨୩-୨୪ ଶିକ୍ଷାବର୍ଷ ନିମନ୍ତେ କ୍ୟାଲେଣ୍ଡର ପ୍ରଚଳିତ

ଫେବୃଆରୀ ୧୩ରୁ ଆରମ୍ଭ ହେବ ଛାତ୍ରମାନଙ୍କ ରେଜିଷ୍ଟ୍ରେସନ୍‌ ଭୁବନେଶ୍ୱର,(ଶାସକ ପ୍ରଶାସକ): ଶିକ୍ଷା ଅଧିକାର ଆଇନ ଆକ୍ଟ ଅନୁଯାୟୀ ପ୍ରତିବର୍ଷ ଭଳି ଚଳିତ ଶିକ୍ଷାବର୍ଷ ୨୦୨୩-୨୪ ନିମନ୍ତେ କ୍ୟାଲେଣ୍ଡର ପ୍ରଚଳିତ ହୋଇଛି । ଚଳିତ ବର୍ଷର କ୍ୟାଲେଣ୍ଡର ଅନୁଯାୟୀ ସ୍କୁଲ ରେଜିଷ୍ଟ୍ରେସନ୍‌ ଏବଂ ତଥ୍ୟ…

ନିଯୁକ୍ତି ଏବଂ ପୁଞ୍ଜି ନିବେଶ ତଥ୍ୟ : ରାଜ୍ୟ ସରକାରଙ୍କ ସଂଖ୍ୟା ପରିସଂଖ୍ୟାନ ନୁହେଁ,ବରଂ ଯୁବକଙ୍କ ପ୍ରତି…

 ୨୦୧୬ ଓ ୨୦୧୮ ମେକ୍ ଇନ୍ ଓଡିଶା କନକ୍ଲେଭର ଦୁଇଟି ସଂସ୍କରଣରେ ଓଡିଶାକୁ ୬ଲକ୍ଷ ୨୬ ହଜାର କୋଟି ଟଙ୍କା ପୁଞ୍ଜି ନିବେଶର ପ୍ରସ୍ତାବ ଆସିଥିବାବେଳେ ବର୍ତମାନ ସୁଦ୍ଧା ୫୬୭୪ କୋଟି ଟଙ୍କାର କାର୍ଯ୍ୟକାରୀ ହୋଇଛି  ୭ଲକ୍ଷ ୨୮ ହଜାର ୬୮୧ ନିଯୁକ୍ତିର ଆଶ୍ୱାସନା ଦିଆଯାଇଥିବାବେଳେ…

“ଖୁଡି ନମସ୍କାର” : ତାପରେ ବେକରୁ ସୁନା ଗହଣା ଛିଣ୍ଡାଇ ଛୁ

କାମାକ୍ଷାନଗରରେ କଳା ପଲସର ଆତଙ୍କ : ପୋଲିସ ପକ୍ଷ ରୁ କଡା ପାଟ୍ରୋଲିଂ ଦାବି  କାମାକ୍ଷାନଗର( ରିତେଶ ବ୍ରହ୍ମା) କାମାକ୍ଷାନଗର ଥାନା କାନପୁରା ପଞ୍ଚାୟତ ଜିରିଡାମାଳି ତାରିଣୀ ମନ୍ଦିର ପଛ ପଟ ଆପାର୍ଟମେଣ୍ଟରେ ରହୁଥିବା । ଯମୁନା କୁଟ ଗ୍ରାମ ର ଲକ୍ଷ୍ମୀଧର ପୋଇ ଙ୍କ ସ୍ତ୍ରୀ ନମିତା ପୋଇ ଙ୍କ…

ନୀଳଗିରି ରୋଡ଼ ଦାଶରଥି ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

ରେମୁଣା: ବିଦ୍ୟାଳୟ ହେଉଛି ଏକ ମନ୍ଦିର ଏବଂ ଶିକ୍ଷକ-ଶିକ୍ଷୟିତ୍ରୀ ହେଉଛନ୍ତି ଭଗବାନଙ୍କ ଚଳନ୍ତି ପ୍ରତିମା ସଦୃଶ୍ୟ I ଯେଉଁମାନଙ୍କ ହାତରେ ଗଢ଼ା ହୋଇଥାଏ ଶିଶୁଙ୍କ ଭବିଷ୍ୟତ I ଗୁଣାତ୍ମକ ଶିକ୍ଷା ସହ ଲକ୍ଷ୍ୟ ପଥରେ ପହଁଚିବା ଲାଗି ଉଚିତ ମାର୍ଗ ବିଦ୍ୟାଳୟରୁ ମିଳିଥାଏ ବୋଲି ବରୁଣସିଂ ନୀଳଗିରି…

ଉଲ୍ଲାସର ସହ ସମାପନ ହେଲା ‘ଭୁଫେଷ୍ଟୋ ୨୦୨୩’

ଭୁବନେଶ୍ୱର : ଡଟ୍ ଫେଷ୍ଟ୍‌ରେ ଆୟୋଜିତ ସର୍ବବୃହତ୍ ଆନ୍ତର୍ଜାତୀୟ ଓରାଲ୍ ଷ୍ଟୋରିଟେଲିଙ୍ଗ ଫେଷ୍ଟିଭାଲ- ଭୁଫେଷ୍ଟୋ (ଭୁବନେଶ୍ୱର ଫେଷ୍ଟିଭାଲ ଅଫ୍ ଷ୍ଟୋରିଟେଲିଙ୍ଗ୍‌) ଆଜି ଅନେକ ଉଲ୍ଲାସର ସହ ସମାପନ ହୋଇଯାଇଛି । ଭୁଫେଷ୍ଟୋ ଆସନ୍ତା ଜାନୁଆରୀ ୧୪ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ…

“ପାଠକ ହିଁ ସର୍ବଶ୍ରେଷ୍ଠ ସାହିତ୍ୟିକ”

ଜଗତସିଂହପୁର/ସୁମନ୍ତକୁମାରଦାସ:ପୁସ୍ତକ ମେଳାର ତୃତୀୟ ସଂଧ୍ୟାରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ଗାଳ୍ପିକ ବିଷ୍ଣୁ ସାହୁ ଓ ଯୁବ ଗାଳ୍ପିକା ପ୍ରଜ୍ଞା ପାରମିତା ରଥ "ପ୍ରିୟ ଲେଖକଙ୍କ ସହ ଦିନଟିଏ"କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ । ପାଠକ ହିଁ ସର୍ବଶ୍ରେଷ୍ଠ ସାହିତ୍ୟିକ ବୋଲି…

ବାଲ୍ୟ ବିବାହକୁ ରୋକିଲା ପ୍ରଶାସନ

ଉମରକୋଟ/ଜିତେନ୍ଦ୍ର ମହାନ୍ତି - ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକରେ ସାକ୍ଷରତା ଓ ସଚେତନତା ଅଭାବରୁ ବାଲ୍ୟ ବିବାହ ଭଳି କଳଙ୍କିତ ପ୍ରଥା ଆଜି ମଧ୍ୟ ବଜାୟ ରହିଛି । ପରମ୍ପରା ନାମରେ ନାବାଳିକା ଝିଅଙ୍କୁ ବିବାହ ବନ୍ଧନରେ ବାନ୍ଧି ଅକାଳରେ ମରଣ ମୁହଁକୁ ଠେଲି ଦେଉଛନ୍ତି ଅନେକ ପିତାମାତା ଓ…

ଉମରକୋଟ ରେ ସିରିଜ୍ ଚୋରି।

ଉମରକୋଟ/ଜିତେନ୍ଦ୍ର ମହାନ୍ତି -ଗୋଟିଏ ରାତିରେ ଏକାଧିକ ଦୋକାନରୁ ଚୋରି। ନବରଙ୍ଗପୁର ଜିଲ୍ଲା ଉମରକୋଟ ରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଗତ ରାତିରେ ଉମରକୋଟ ସହରର ଗୁଲିପାଟଣା ସାହିର ୫ ଟି ଦୋକାନରୁ ଚୋରି ଉଦ୍ୟମ ହୋଇଥିବା ବେଳେ ସେଥି ମଧ୍ୟରୁ ୩ଟି ଦୋକାନରୁ ଚୋରି କରିବାରେ ସଫଳ ହୋଇଥିବା…