Sign in
Sign in
Recover your password.
A password will be e-mailed to you.
ସାହିତ୍ୟ ସଂସ୍କାର ଶିଖାଇଥାଏ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ପୁସ୍ତକ ମେଳାର ଉଦଜାପନୀ ଦିବସରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ଗୀତିକାର ଅରୁଣ ମନ୍ତ୍ରୀ ଓ ଯୁବ କବି ଡା.ଶୁଭ ଦାଶ "ପ୍ରିୟ ଲେଖକଙ୍କ ସହ ଦିନଟିଏ"କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ । ସୃଷ୍ଟି କେବେ ବି ଅଶ୍ଳୀଳ ନୁହେଁ, କେବଳ ଆମର ଦୃଷ୍ଟିଭଙ୍ଗୀରେ…
ସ୍କୃତି ଉଦ୍ଦେଶ୍ୟରେ ଚାରା ରୋପଣ
ମେଲଛାମୁଣ୍ଡା(ମନୋଜ ଭୋଇ)- ବରଗଡ ଜିଲ୍ଳା ପାଇକମାଲ ବ୍ଳଖ ଅର୍ନ୍ତଗତ ମହୁଲପାଲି ଗ୍ରାମରେ ଅବସର ପ୍ରାପ୍ତ ଶିକ୍ଷକ ସ୍ୱର୍ଗତ ମାର୍କଣ୍ଡ ଦେବତାଙ୍କ ଗଙ୍ଗାଶ୍ରଦ୍ଧ ଅବସରରେ ଏକ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରକୃତିବନ୍ଧୁ ମୀନକେତନ ସାହୁଙ୍କ ମାର୍ଗଦର୍ଶନରେ ସ୍ୱର୍ଗତ…
ଜାମୁକୋଳି ଗୋଶାଳା ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଜଟଣୀର ଜାମୁକୋଳି ଅଞ୍ଚଳରେ ଥିବା ଭୁବନେଶ୍ୱର ମହାନଗର ନିଗମ ଅଧୀନସ୍ଥ ଗୋଶାଳା ପରିଦର୍ଶନ କରି ଗୋରୁ ମାନଙ୍କ ରକ୍ଷଣା ବେକ୍ଷଣ ଓ ସେମାନଙ୍କ ପାଇଁ ଥିବା ବ୍ୟବସ୍ଥା ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଧ୍ୟାନ କରିଛନ୍ତି।
ଗାଈ ମାନଙ୍କର ଉପଯୁକ୍ତ…
ଧରମ ଭାଇର ଅଧର୍ମ କାମ
ଭଦ୍ରକ: (ସତ୍ୟବ୍ରତ ନାୟକ)ରାତିରେ ସ୍ବାମୀ ଶୋଇଥିବା ଅଵସ୍ଥାରେ ଧରମ ଭାଇ ବୋଲାଉଥିବା ପ୍ରେମିକ ସହ ମିଶି ନିଜ ସ୍ତ୍ରୀ ଏକ କଟୁରୀ ସହାୟତାରେ ହାଣିଲା ତା ସ୍ବାମୀକୁ। ସୁଚାନା ଅନୁସାେର ଭଦ୍ରକ ଜିଲା ସାବରଙ୍ଗ ଥାନା ଅଧିନ ଏରଡ଼ା ଗ୍ରାମର ସ୍ତ୍ରୀ ଲିଜା ଦାସ ବାସୁଦେବପୁର ଥାନା ଅଧିନ କମାର ଗାରେ…
ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର…
ସିନିୟର ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ପୁରୁଣା ଓ ଆଧୁନିକ ବିଭିନ୍ନ ଭାଷାର ଖବର କାଗଜ ସମାବେଶ”
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାରେ କରୋନାର କରାଳ ରୂପ ହ୍ରାସ ପାଇବା ପରେ, ଚଳିତ ବର୍ଷ ଏକ ସଙ୍ଗରେ ଜିଲ୍ଲା ସାଂସ୍କୃତିକ ପରିଷଦ ପକ୍ଷରୁ ମହା ସମାରୋହରେ ଆରମ୍ଭ ହୋଇ ଆଜି ଉଦଯାବିତ ହେଉଛି ଜିଲ୍ଲା ଉତ୍ସବ କଲ୍ଲୋଳ ଓ ୨୪ତମ ପୁସ୍ତକ ମେଳା। ଏଥିରେ ଦୈନିକ ହଜାର ହଜାର…
ନକଲି ସୁନା ଶଙ୍ଖ କାରବାର ୨ ଅଭିଯୁକ୍ତକୁ ଗିରଫ କଲା ପୋଲିସ।
ନବରଙ୍ଗପୁର,. ଅଶୋକ ସାହୁ, ନବରଙ୍ଗପୁର. ଶାସକ ପ୍ରଶାସକ.ନବରଙ୍ଗପୁର ଜିଲ୍ଲାରେ ଥମୁନି କଳା ସାମ୍ରାଜ୍ୟର କାରନାମା । ସୁନା ଇଟା କାରବାର ଘଟଣାର କିଛି ଦିନର ବ୍ୟବଧାନ ପରେ ପୁଣି ସାମ୍ନାକୁ ଆସିଲା ନକଲି ସୁନା ଶଙ୍ଖ ଘଟଣା । ଏହି ଘଟଣା ପାପଡ଼ାହାଣ୍ଡି ବ୍ଲକ୍ ମଇଦଲପୁର ନୂତନ ଥାନା ଅଧୀନରେ ଆଜି…
ଚିଲିକା ଓ ବାଣପୁର ବ୍ଲକ ଅଞ୍ଚଳରେ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର
ବାଣପୁର/ଖୋର୍ଦ୍ଧା:-(ସେକ୍ କୌସର୍):ଶନିବାର ପୂର୍ବାହ୍ନରେ ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ 'ଶାଳିଆ ପ୍ରେସ କ୍ଲବ' ର ଏକ ପ୍ରତିନିଧି ମଣ୍ଡଳି ସଭାପତି ଅଜିତ କୁମାର ସାହୁଙ୍କ ନେତୃତ୍ୱରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକବର୍ତ୍ତୀଙ୍କୁ ସାକ୍ଷାତ କରି ବାଣପୁର, ବାଲୁଗାଁ ଓ ଚିଲିକା…
ସି ଆର ପି ଏଫ ର ସିଭିକ ଏକ୍ସନ ପ୍ରୋଗ୍ରାମ
ଦେଶ ସେବା ସହିତ ଜନସେବାରେ ସମର୍ପିତ ସି ଅର ପି ଏଫ
ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ର ପାଇକମାଲ ରେ ମାଓ ଦମନ ପାଇଁ ମୁତୟନ ରହିଥିବା ସି ଆର ପି ଏଫ 189 ବଟାଲୀୟନ ର ଡ଼ି କମ୍ପାନୀ ଓ ପାଇକମାଲ ବ୍ଲକ ବରତୁଣ୍ଡା ଠାରେ ମୁତୟନ ଥିବା ଇ କମ୍ପାନୀ ଆନୁକୂଲ୍ୟରେ ଆଜି ପାଇକମାଲ ସ୍ଥିତ…
ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟ ର 28 ତମ ବାର୍ଷିକ ଉତ୍ସବ
ୟୁ ହିଁ ନହିଁ ମିଲତା ରାହୀ କୋ ମଞ୍ଜିଲ, ଏକ ଜୁନୁନ ସା ଦିଲ ମେ ଜଗାନା ପଡ଼ତା ହୈ | ପୁଛା ଚିଡ଼ିଆ ସେ ଘୋସଲା କୈସେ ବନାଇ ? ତୋ ବୋଲି , ଭରନା ପଡ଼ତା ହୈ ଉଡାନ ବାର ବାର... ତିନକା ଟିନକା ଉଠାନା ପଡ଼ତା ହୈ :- ସୁଶାନ୍ତ ସିଂ
ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ପାଇକମାଲ ସ୍ଥିତ…