Sign in
Sign in
Recover your password.
A password will be e-mailed to you.
ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା -୨୦୨୨
https://youtu.be/NQbngGKL6bo
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର କଳା , ସଂସ୍କୃତି , ଐତିହ୍ୟ ଓ ସମୃଦ୍ଧ ପରମ୍ପରର ସମାରୋହ ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୨ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ବହୁ ଆଡମ୍ବର…
ପୁରୀରେ ଏୟାରଟେଲ ୫ଜି ପ୍ଲସ ସେବାର ଶୁଭାରମ୍ଭ
ଭୁବନେଶ୍ୱର: ଚଳିତ ମାସ ଆରମ୍ଭରେ ଭୁବନେଶ୍ୱର, କଟକ ଓ ରାଉରକେଲାରେ ଶୁଭାରମ୍ଭ ପରେ ଏବେ ପୁରୀରେ ଅଲ୍ଟ୍ରାଫାଷ୍ଟ୍ ଏୟାରଟେଲ୍ ୫ଜି ପ୍ଲସ୍ ସେବା ଉପଲବ୍ଧ ହୋଇଛି । କମ୍ପାନୀ ଏହାର ନେଟ୍ୱର୍କ ସ୍ଥାପନ ଓ ରୋଲ୍ଆଉଟ୍ ସମ୍ପୂର୍ଣ୍ଣ କରିବା କାର୍ଯ୍ୟ ଜାରି ରଖିଥିବାରୁ ଏୟାରଟେଲ୍ ୫ଜି ପ୍ଲସ୍…
ମାୟାବର୍ହା ଠାରେ କୃଷକ ମେଳା ଅନୁଷ୍ଠିତ
ସୁବର୍ଣ୍ଣପୁର(ପ୍ରକାଶ କୁମାର ହାତୀ) ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଳକ ଅନ୍ତର୍ଗତ ମାୟାବର୍ହା ପଞ୍ଚାୟତର ପ୍ରାଥମିକ କୃଷି ସେବା ସମବାୟ ସମିତି ପ୍ରାଙ୍ଗଣରେ ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ଯୋଜନା ଅଧୀନରେ ଆତ୍ମା ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଏକ କୃଷକ ମେଳା…
ଫେବୃୟାରୀ ୧୫ରୁ ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା
ନୟାଗଡ଼(ବିଶ୍ଵଜିତ ନାୟକ) - ନୟାଗଡ଼ ଜିଲ୍ଲାରେ ଦୀର୍ଘ ବନ୍ଦ ହୋଇଥିବା ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳାକୁ ପୁନଃ ଉଜ୍ଜୀବିତ କରିବା ପାଇଁ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଗୁରୁତ୍ଵ ଦେଇଛନ୍ତି। ଏଥିପାଇଁ ଆଜି ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଫ୍ରେବୃୟାରି…
ବିଜୁଜନତା ଦଳର ୨୬ତମ ପ୍ରତିଷ୍ଠା ଦିବସ ପାଳିତ
ଘୁ.ଉଦୟଗିରି (ଗଗନ କୁମାର ପ୍ରଧାନ) : କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନସ୍ଥ ମିନି ଷ୍ଟାଡିୟମ୍ ଠାରେ ଘୁ.ଉଦୟଗିରି ବିଜୁ ଜନତା ଦଳ ତରଫରୁ ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ୨୬ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି I ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜୁ…
ସଫା ହେବା କୁ ବସିଲାଣି କଷାଗୁମୁଡା ଛେଳିପଦର ସରଂକ୍ଷିତ ଜଙ୍ଗଲ. ତଥାପି ବନବିଭାଗ ର ଦୃଷ୍ଟି ଟିକେ ପଡ଼ୁ ନାହିଁ.
ନବରଙ୍ଗପୁର/ଅଶୋକ ସାହୁ: ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ନବରଙ୍ଗପୁର ଜିଲ୍ଲା କଷାଗୁମୁଡା ସଦର ମହକୁମା ଠାରେ. ଜଙ୍ଗଲ କୁ ସୁରକ୍ଷା ଦେବ ଦିଗରେ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି. ଜଙ୍ଗଲ କୋଟା ନ ଯିବା ପାଇଁ ଗ୍ରାମ ଗ୍ରାମ ବୁଲି ଲକଙ୍କୁ ସଚେତନ କରିବା ପାଇଁ ସରକାର…
କାଲି ପାଇଁ ଲେଖିବାକୁ ହେଲେ ଆଜିକୁ ପଢିବାକୁ ହେଵ
ଜଗତସିଂହପୁର/ସୁମନ୍ତକୁମାରଦାସ:ପୁସ୍ତକ ମେଳାର ଷଷ୍ଠ ସଂଧ୍ୟାରେ ଯୁବ ସାହିତ୍ୟିକ ରଜତରଶ୍ମୀ ସ୍ବାଇଁ ଓ କଥାକାର ଡଃ ତୃପ୍ତି ରଞ୍ଜନ ଦାସ"ପ୍ରିୟ ଲେଖକଙ୍କ ସହ ଦିନଟିଏ"କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ । ସାହିତ୍ୟର କେବେବି ବିନାଶ ନାହିଁ, କିନ୍ତୁ ସାହିତ୍ୟକୁ ବଞ୍ଚେଇ ରଖିବା ପାଇଁ…
ଉତ୍ପାଦନକୁ ଦୀର୍ଘସ୍ଥାୟୀ କରିବା ସମ୍ବନ୍ଧୀୟ ତାଲିମ ଶିବିର ଅନୁଷ୍ଠିତ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପଥରା ନାଚୁରାଲ ଫୁଡ୍ ଫାର୍ମ ପରିସରରେ ଶୁକ୍ରବାର ଦିନ ଫାର୍ମ ପରିଚାଳକ ସୁରେଶ ଚନ୍ଦ୍ର ହୋତାଙ୍କ ପରିଚାଳନାରେ ଉତ୍ପାଦନକୁ ଦୀର୍ଘସ୍ଥାୟୀ କରିବା ସମ୍ବନ୍ଧୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ତାଲିମ ଶିବିରରେ…
ଦଧିବାମନ ସଂସ୍କୃତ ମହାବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): କୁରାଳ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟ ବାର୍ଷିକ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ସଭାପତି ଡା. ଗୋପୀନାଥ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ନୟାଗଡ ଜିଲ୍ଲାପରିଷଦ ସଭାପତି ଦେବାଶିଷ ପଟ୍ଟନାୟକ ମୁଖ୍ୟଅତିଥି ଭାବେ…
ରାଉରକେଲା ଅବକାରୀ ବିଭାଗ ଦ୍ୱାରା ଦେଶୀ ମହୁଲ ଫୁଲ ସହିତ ଅଟୋ ଜବତ
ରାଉରକେଲା (ବସନ୍ତ କୁମାର ଜେନା): ଗତ ୧୯ ତାରିଖ ଦିନ ଅବକାରୀ ବିଭାଗ ପୋଲିସ ସୁପରିଟେଣ୍ଡେଣ୍ଟ ଅଧିକ୍ଷଙ୍କ ନିର୍ଦେଶ କ୍ରମେ ଅବକାରୀ ବିଭାଗ ରାଉରକେଲା ଇନ୍ସପେକ୍ଟର ସ୍ନେହଲତା ନାୟକ, ସବ୍-ଇନ୍ସପେକ୍ଟର ଶ୍ରୀଧର ମହାନ୍ତି ଓ ତାଙ୍କ ଟିମ, ବିଶ୍ରା ଥାନା ଅନ୍ତର୍ଗତ ସନ୍ତୋଷ ପୁର ଏରିଆ ରେ…